Odia News Portal
Monthly Archives

August 2019

ବିଦ୍ୟୁତ ଶୁଳ୍କ ପାଇଁ ପ୍ରିପେଡ଼ ବ୍ୟବସ୍ଥା

ଖୁବ ଶୀଘ୍ର ସାରା ରାଜ୍ୟରେ ସ୍ମାର୍ଟମିଟର ବ୍ୟବସ୍ଥା ଲାଗୁ ହେବାକୁ ଯାଉଅଛି । ବିଦ୍ୟୁତ ଚୋରି ରୋକିବାକୁ ପ୍ରିପେଡ଼ ଓ ସ୍ମାର୍ଟ ମିଟର ଲଗାଯିବା ବୋଲି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଚାହିଁଲେବି କୌଣସି ବ୍ୟକ୍ତି ବିଦ୍ୟୁତ ଚୋରି କରିପାରିବ ନାହିଁ । ସ୍ମାର୍ଟମିଟର…

୧୦ କୋଟିର ବିଜ୍ଞାପନକୁ ନାଁ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍ନେସ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଫିଟ୍ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। ଖାସ୍ ସେଥିପାଇଁ ତ ସେ ନିକଟରେ ଏକ ୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍କୁ…

ସୈଫଙ୍କ ପତ୍ନୀଙ୍କ ସହ ସମ୍ପର୍କରେ ଥିଲେ ଇଣ୍ଡିଆ ଟିମର କୋଚ

୮୦ ଦଶକରେ ଅନେକ ଯୁବତୀ ଥିଲେ ଯେଉଁମାନେ ଆଜିର ଟିମ୍ ଇଣ୍ଡିଆ କ୍ରିକେଟ କୋଚ୍ ରବି ଶାସ୍ତ୍ରୀଙ୍କ ଲାଗି ପାଗଳ ହୋଇ ଉଠୁଥିଲେ। ହେଲେ ରବି ଶାସ୍ତ୍ରୀ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ପଛରେ ପାଗଳ ଥିଲେ । ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ…

ତୃତୀୟ ଦିନରେ ୫୦ କୋଟି

ସ୍ବାଧୀନତା ଦିବସରେ ରିଲିଜ୍ ହୋଇଥିବା ଫିଲ୍ମ ‘ମିଶନ ମଙ୍ଗଲ’ ପ୍ରଥମ ଦିନରୁ ହିଁ କମାଲ ଦେଖାଇଛି । ପ୍ରଥମ ୨ ଦିନରେ ପାଖାପାଖି ୪୦ କୋଟି ଟଙ୍କା ବ୍ୟବସାୟ କରିଥିଲା ‘ମିଶନ ମଙ୍ଗଲ’। ଆଉ ତୃତୀୟ ଦିନରେ ଏହା ପ୍ରାୟ ୫୦ କୋଟି ଆୟ କରି ରେକର୍ଡ କରିଛି। ଆଗକୁ ମଧ୍ୟ ଏହା ଭଲ ବ୍ୟବସାୟ କରିବ ବୋଲି…

ଦାୟିତ୍ୱ ଗ୍ରହଣ କଲେ ଅସିତ୍ ତ୍ରିପାଠୀ

ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଅସିତ ତ୍ରିପାଠୀ । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୬ ବ୍ୟାଚର ଆଇଏଏସ୍ ଅଫିସର । ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ଯେ…

ଚାହିଁଲେ ବି ୫-ଟି ରୁ ଖସିପାରୁ ନାହାନ୍ତି ବାବୁ ମାନେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୫-ଟି ଏବେ ତାହାର ରଙ୍ଗ ଦେଖାଇବା ଆରମ୍ଭ କରିଛି । ଇତି ମଧ୍ୟରେ ୧୫ କର୍ମଚାରୀ ଚାକିରିରୁ ବିଦା ହେବା ସହିତ ୨ଜଣଙ୍କ ପେନ୍‍ସନ ବନ୍ଦ ହେଲାଣି । ତେବେ ଏହାକୁ ନେଇ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଭୟଭୀତ ତାହାଠାରୁ ଅଧିକ ଭୟ…

ସବ ଜୁନିଅର ସିପକ ଟାକ୍ରୋ ପ୍ରତିଯୋଗିତା : ବାଳିକାରେ ଭଦ୍ରକ ଓ ବାଳକରେ କିସ୍ ଚମ୍ପିୟାନ

ଝାରସୁଗୁଡା : ବେଲପାହାଡ଼ସ୍ଥିତ ଟିଆରଇ କ୍ଲବଠାରେ ରାଜ୍ୟ ସିପକ ଟାକ୍ରୋ ସଙ୍ଘ, ଝାରସୁଗୁଡା ଜିଲ୍ଲା ସିପକ ଟାକ୍ରୋ ସଙ୍ଘ ଓ  ବେଲପାହାଡ଼ ଇଂଲିଶ ମିଡିୟମ ସ୍କୁଲ ମିଳିତ ଅନୁକୂଲ୍ୟରେ ଦୁଇ ଦିନ ଧରି  ଚାଲିଥିବା ୨୦ତମ ସବ ଜୁନିୟର ସିପକ ଟାକ୍ରୋ ପ୍ରତିଯୋଗିତା ୨୦୧୯ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇ…

ତାଳଚେର ବିଧାୟକଙ୍କ ଘରେ ଅଗ୍ନିକାଣ୍ତ

ଭୁବନେଶ୍ବର : ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଦୁଇଟି କାରକୁ କେହି ଦୁର୍ବୁତ୍ତ ରାତିରେ ନିଆଁ ଲଗାଇ ଦେଇଛନ୍ତି । ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ରେ ଏହି ଘଟଣା ଘଟିଥିବାବେଳେ କିଏ ଓ କାହିଁକି ଏ କାଣ୍ଡ ଭିଆଇଛି ତାହା ଜଣା ପଡି ନାହିଁ । ଘଟଣାରୁ ପ୍ରକାଶ ଯେ…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ : ଭଙ୍ଗାଯିବ ଶ୍ରୀମନ୍ଦିର ଚାରିପାଖକୁ ଲାଗି ରହିଥିବା ସବୁ କୋଠା । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦକ୍ଷିଣ ଦ୍ୱାର ପଟୁ ପ୍ରଥମେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସୂଚନା କେନ୍ଦ୍ର, ସିଂହଦ୍ୱାର ଫାଣ୍ଡି, ଜନସ୍ୱାସ୍ଥ୍ୟ ବିଭାଗର ପମ୍ପ ହାଉସ, ସେସୁ ଅଫିସ ସମେତ ମେଘନାଦ…

ରାଜଧାନୀରେ ଚର୍ଚ୍ଚା, ଗେଣ୍ଡୁମାଳ ପାଇଁ ୩୫ହଜାର …

ଭୁବନେଶ୍ୱର : ନିଗମ, ବୋର୍ଡ ଓ ଉପଦ୍ଦେଷ୍ଟା ମୁଆଁ ପାଇଲାପରେ ବିଜେଡିର କିଛି ନେତା ଏବେ ବାଉଳା ଚାଉଳା ହେଉଛନ୍ତି । କିଏ ସୋସିଆଲ ମିଡିଆରେ ଫଟୋ ଛାଡୁଛି ତ ଆଉ କିଏ ଗେଣ୍ଡୁମାଳ ଯୋଗାଡରେ ଅଛି । ହେଲେ ସମସ୍ତଙ୍କୁ ଟପିଯାଇଛନ୍ତି ମୁଆଁ ପାଇଥିବା ରାଜଧାନୀ ଉପକଣ୍ଠର ଜଣେ ଯୁବନେତା । ନେତା…