ରବି ଶାସ୍ତ୍ରୀ ହେଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ବ
ମୁମ୍ବାଇ() ବରିଷ୍ଠ କ୍ରିକେଟର ରବି ଶାସ୍ତ୍ରୀ ପୁଣି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି। ମୁଖ୍ୟ କୋଚ୍ ଙ୍କ ନିଯୁକ୍ତି ସମ୍ପର୍କରେ କପିଲ ଦେବ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ୟ୍ୟନ୍ତ ଭାରତୀୟ…
