ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ
ଗଞ୍ଜାମ : ପୁଣି ଅନ୍ଧବିଶ୍ୱାସ ପାଇଁ ଗଲା ଜଣଙ୍କ ଜୀବନ । ସାପକାମୁଡ଼ାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେବା ବଦଳରେ ମନ୍ଦିର ଆଗରେ ଶୁଆଇଲେ ପରିବାର ଲୋକ। ସଂକୀର୍ତ୍ତନକରି ପାଣି ଢଳାଗଲା କିନ୍ତୁ ଫଳ କିଛି ହେଲାନି । ପରେ ଡାକ୍ତରଖାନା ନେବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…
