ଅଡୁଆରେ ପଡିଲେଣି ବିଜପି କର୍ମୀ ଓ ମୁଖପାତ୍ର
ଭୁବନେଶ୍ୱର : ରାଜ୍ୟ ବିଜେପିର କର୍ମୀମାନେ ଏବେ କେଉଁ ଦିଗରେ ଗତି କରିବେ ତାହା ଜାଣିପାରୁ ନାହାନ୍ତି । ର୍ନିବାଚନ
ପୂର୍ବରୁ ବିଜେପି-ବିଜେଡି ଅହି-ନକୁଳ ଅବତାରରେ ଥିବାବେଳେ ଏହାପରେ ପରିସ୍ଥିତି ସମ୍ପୂର୍ଣ ବଦଳି ଯାଇଥିଲା । ବିଶେଷକରି ତିନି ତଲାକ, ଆରଟିଆଇ ଓ ଧାରା ୩୭୦ ଉଚ୍ଛେଦର ବିଜେଡିର…
