ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ
ଭୁବନେଶ୍ବର : ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲା ଧଉଳି ଏକ୍ସପ୍ରେସ। ପୁରୀ- ହାଓଡ଼ା ଧଉଳି ଏକ୍ସପ୍ରେସ ହାଓଡ଼ାରୁ ଆସୁଥିବା ବେଳେ ସୋର ଷ୍ଟେସନ ଠାରେ D1 ବଗିରେ ନିଆଁ ଲାଗିଥିବା ଦେଖାଯାଇଥିଲା। ଟ୍ରେନର ବ୍ରେକରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଧୁଆଁ ବାହାରୁଥିବା ଜଣାପଡ଼ିଥିଲା । ନିଆଁ…
