Odia News Portal
Monthly Archives

August 2019

ସରକାରୀ ଚାକିରିଆ ଜିଲ୍ଲା ବାହାରେ ରହିପାରିବେନି

କେନ୍ଦ୍ରାପଡା() କେନ୍ଦ୍ରାପଡା ଜିଲ୍ଲାର ସରକାରୀ କର୍ମଚାରୀଙ୍କ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ସତର୍କବାଣୀ ଶୁଣାଇଛନ୍ତି । କେନ୍ଦ୍ରାପଡାରେ ଚାକିରୀ କରି କଟକ କି ଭୁବନେଶ୍ୱରରେ ରହଣି ଚଳିବ ନାହିଁ । ଜିଲ୍ଲାରେ ଚାକିରୀ କଲେ ଜିଲ୍ଲାରେ ହିଁ ରହିବାକୁ ପଡିବ । ହେଡକ୍ୱାର୍ଟର ଛାଡି ବାହାରକୁ…

ଫୋନରେ ତଲାକ

କେନ୍ଦ୍ରାପଡ଼ା()  ସଂସଦରେ ପାରିତ ଏବଂ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତିନି ତଲାକ୍ ଅବୈଧ ହୋଇସାରିଛି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତିନ ତଲାକ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମୁସଲମାନ ମହିଳାଙ୍କୁ ଫୋନରେ ତିନି ତଲାକ୍ ଦେଇଛନ୍ତି ସ୍ୱାମୀ ।ପଟ୍ଟାମୁଣ୍ଡାଇ…

ବିମାନବନ୍ଦରକୁ ଭିଜିଟର ଯିବା ମନା

ଭୁବନେଶ୍ୱର () ଭୁବନେଶ୍ୱର ବିମାନବନ୍ଦରର ନିରାପତା ବ୍ୟବସ୍ତାକୁ ଆଜି ଅଧିକ କଡାକଡି କରାଯାଇଛି । କେନ୍ଦ୍ର ସରକାରଙ୍କ ଠାରୁ ହାଇ ଆଲର୍ଟ ନିଦେ୍ର୍ଧଶନାମା ଆସିବା ପରେ ଏହି ବ୍ୟବସ୍ତାକୁ ଅଧିକ ସୁଦୃଢ କରାଯାଇଛି । ବିମାନବନ୍ଦରକୁ ଭିଜିଟର ମାନଙ୍କ ପ୍ରବେଶ ନିଷେଧ କରାଯାଇଛି ବୋଲି ଭୁବନେଶ୍ୱର…

ଏମ୍ସରେ ଅରୁଣ ଜେଟଲୀ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ । ଶୁକ୍ରବାର ୧୦ଟାରୁ ଚେକ୍ଅପ ପାଇଁ ଏମ୍ସରେ ଭର୍ତ୍ତିି ହୋଇଛନ୍ତି ଅରୁଣ ଜେଟଲୀ । ଏଣ୍ଡୋକ୍ରିନୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ ଓ କାର୍ଡିଓଲୋଜିଷ୍ଟ ଡାକ୍ତରଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ଏମ୍ସ ପକ୍ଷରୁ ଶୁକ୍ରବାର…

ପୁଣି ଲଘୁଚାପ, ୪ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ବର()  ଆସନ୍ତା ୧୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟରେ ୪ ଦିନ ଧରି ବର୍ଷା ଲାଗି ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ରହିବ । ମୌସୁମୀ ସକ୍ରିୟ ହେବାକୁ ଥିବାରୁ ଅଧିକାଂଶ ସ୍ଥାନରେ ପ୍ରବଳ…

ଆସନ୍ତା ୧୪ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ

ସମ୍ବଲପୁର()  ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆସନ୍ତା ୧୪ ତାରିଖରେ ଖୋଲିପାରେ ହୀରାକୁଦ ଜଳଭଣ୍ଡାର ଗେଟ୍ । ଦିନ ୧୧ଟା ପରେ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି ।…

ଲଜ୍ଜାଜନକ ଘଟଣା, ଛାତ୍ରଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

ବାଲେଶ୍ବର : ତାଳସାରୀ ବେଳାଭୂମୀରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଛାତ୍ର ଏବଂ ଛାତ୍ରୀଙ୍କୁ ମାଡ ମାରିବା ସହ ଉଲଗ୍ନ କରି ଅଶ୍ଲୀଳ ଭିଡିଓ ଶୁଟିଂ କରିବା ପରେ ଭାଇରାଲ ହୋଇଛି ଭିଡିଓ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକ ଥାନାରେ ଅଭିଯୋଗ। ସୂଚନାଯୋଗ୍ୟ ଯେ, ବାଲେଶ୍ବର…

ଜଳ ଘେରରେ ସରକାରୀ ଉଚ୍ଚ ବିଦ୍ୟାଳୟ : ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି ଛାତ୍ରୀଛାତ୍ର

ନିରାକାରପୁର : ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ସରକାରୀ ଏକାଡେମୀ(ଉଚ୍ଚ ବିଦ୍ୟାଳୟ) ଏବେ ଜଳ ଘେର ମଧ୍ୟରେ ରହିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟିହୋଇଛି। ସୂଚନାଯୋଗ୍ୟ, ୧୯୪୮ମସିହାରେ ଏହା ସ୍ଥାପିତ ହୋଇ ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ…

ଦିନକ ପାଇଁ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ

କଟକ : ଦିନକ ପାଇଁ ଓଡିଶା ହାଇକୋର୍ଟ ସମେତ କଟକର ସମସ୍ତ ଅଦାଲତ କାର୍ଯ୍ୟକୁ ବର୍ଜନ କରିଛନ୍ତି ଆଇନଜୀବୀ । ହାଇକୋର୍ଟ ବାର ଆସୋସିଏସନର ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କର କୌଣସି ଅଦାଲତକୁ ଆଇନଜୀବୀମାନେ ଯାଇ ନଥିଲେ । ସେହିଭଳି କଟକର ସମସ୍ତ ନିମ୍ନ ଅଦାଲତକୁ ମଧ୍ୟ ଆଇନଜୀବୀ ବର୍ଜନ କରିଛନ୍ତି…

ଭିଡ଼ିଓ ଭାଇରାଲ ହେଲା ପରେ, ଏଣିକି ଶାଶୁ-ବୋହୂ ଏକାଠି

ଢେଙ୍କାନାଳ : ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗାଁ ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି ଚଳିବେ ବୋଲି ପ୍ରତିଶ୍ରୁତି ଦେବାପରେ…