Odia News Portal
Monthly Archives

August 2019

କୃଷି ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଏବେ କର୍ମଚାରୀଙ୍କୁ ନାକେଦମ କଲାଣି

ଭୁବନେଶ୍ୱର : କୃଷି ଭବନକୁ କୃଷି ମନ୍ତ୍ରୀଙ୍କ ଘନ ଘନ ଗସ୍ତ ଏବେ କର୍ମଚାରୀଙ୍କୁ ନାକେଦମ କଲାଣି । ବିଶେକରି ବର୍ଷ ତମାମ ନାଟ ତାମସା ଓ ଖେଳରେ ମାତିଥିବା କର୍ମଚାରୀମାନଙ୍କ ମଧ୍ୟରେ ଛନକା ପଶିଛି । ଯେଉଁ କର୍ମଚାରୀମାନେ ଦପ୍ତର ନଆସି ଘରକାମ, ପିଲାଙ୍କୁ ସ୍କୁଲ ନେବା ଓ ନିଜ ନିଜ…

ସାଂସଦଙ୍କ ଟିକଟକ ଭିଡିଓ ଭାଇରାଲ

କୋଲକତା() ଚର୍ଚ୍ଚାରେ ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ । କିଛି ଦିନ ତଳେ ନୁସରତ ହନିମୁନ ଫଟୋ ଶେୟାର କରିଥିବା ବେଳେ ଲୋକେ ବେଶ୍ ପସନ୍ଦ କରିଥିଲେ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ଏକ ଗୀତକୁ କପି…

ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯

ଭୁବନେଶ୍ବର () ରାଜ୍ୟ ସରକାର ବେଆଇନ ନିର୍ମାଣଗୁଡ଼ିକୁ ବିଧି ବା ନିୟମ ସଙ୍ଗତ କରିବା ପାଇଁ ଏକ ନୂତନ ଯୋଜନା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧୯) ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି, ଆଗରୁ ସର୍ବକ୍ଷମା ଯୋଜନାରେ ଆରମ୍ଭ ହୋଇଥିବା (ବେଆଇନ ନିର୍ମାଣ ନିୟନ୍ତ୍ରଣ ଯୋଜନା-୨୦୧8)ରେ…

ନୂଆ ଦାୟିତ୍ୱ ଗ୍ରହଣ କଲେ ଆର.ପି ଶର୍ମା

ଭୁବନେଶ୍ୱର()  ଲୋକାୟୁକ୍ତ ସଦସ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିଲେ । ରାଜେନ୍ଦ୍ର ପ୍ରସାଦ…

ସମଝୌତାକୁ ନାଁ

ଗତକାଲି ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବା କରିବା ପରେ ଆଜି ପାକିସ୍ତାନ ସମଝୌତା ଏକ୍ସପ୍ରେସକୁ ବାତିଲ କରିଛି। ପାକିସ୍ତାନ ମିଡିଆ ତରଫରୁ ଏହି ସୂଚନା ମିଳିଛି। ପାକିସ୍ତାନ ନିଜ ଟ୍ରେନ୍ ଡ୍ରାଇଭର ଏବଂ ଗାର୍ଡ଼କୁ ସମଝୌତା ଏକ୍ସପ୍ରେସ ସହ ପଠାଇବାକୁ ମନା କରିଛି। ଏହି ମାମଲାରେ…

ଗିରଫ ହେଲେ ପ୍ରଧାନମନ୍ତ୍ରୀଙ୍କ ଝିଅ

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍ ନେତ୍ରୀ ମାରିୟମ ଶରିଫ। । ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ମାରିୟମ । ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି।…

୬ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର()  ଉତ୍ତର ଓଡ଼ିଶାର ଉତ୍ତରପଶ୍ଚିମ ବଙ୍ଗୋପସାଗର- ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଓଡିଶାର ୬ଟି ଜିଲାରେ ଗୁରୁବାର ପ୍ରବଳରୁ ୍ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଟକ୍ନୋଲୋଜି ଉପରେ ଗୁରୁତ୍ୱ ଦେବି : ବିଜୟ

କଟକ()  ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା । ସେ ଆଜି ବିଦ୍ଧିବଧଭାବେ ଦାୟିତ୍ୱ ନେଇଛନ୍ତି । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବିଜୟ ଶର୍ମା ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି…

ପୁଣି ଅଲୋଡା ହେଲା ଶିଶୁକନ୍ୟା : ନବଜାତ ଶିଶୁ କନ୍ୟା ଉଦ୍ଧାର, ମେଡିକାଲରେ ଭର୍ତ୍ତି

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ଘରେ କେହି ଜଣେ ଏକ ନବଜାତ ଶିଶୁକନ୍ୟାକୁ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟାଟି ଜୀବିତ ଥିବାବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ୍ କରିଥିଲେ ହେଁ କେହି ଫୋନ୍…

ଆକ୍ସନ ମୋଡରେ ଉତ୍ତର ବିଧାୟକ ସୁଶାନ୍ତ

ଭୁବନେଶ୍ୱର : ଶୂନ୍ୟରୁ ଖସିଲେ ସୁଶାନ୍ତ କୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ବିଧାୟକ ସୁଶାନ୍ତ ରାଉତ। ଦିନରାତି ଏକକରି ଲାଗିଛନ୍ତି ଲୋକଙ୍କ ସେବାରେ। ଯିଏ ଯେତେବେଳେ ଆସୁ ସମସ୍ତଙ୍କ ପାଇଁ ଦରଜା ଖୋଲା। ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉତ୍ତର ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ…