ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ
ଆଜିଠୁ ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ । ଆଜି ରାତିରେ ଗୟନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଟି-୨୦ ସିରିଜ୍ ହାତେଇବା ପରେ ଏବେ ଦିନିକିଆ ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ମ୍ୟାନ୍ ଇନ୍ ବ୍ଲୁ । ସେପଟେ ଟି-୨୦ ସିରିଜ୍ ହାରିଥିବାରୁ ପ୍ରତିଶୋଧ ନେବା…
