Odia News Portal
Monthly Archives

August 2019

୨୨ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମେକ ଇନ ଓଡିଶାରେ ରାଜ୍ୟରେ ପୁଂଜିନିବେଶ ପ୍ରକ୍ରିୟାକୁ ମିଳିଛି ଆଉ ଏକ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 10 ପ୍ରକଳ୍ପର ଉଦଘାଟନ କରିବା ସହ 12ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଏହି 22ଟି ପ୍ରକଳ୍ପ ପାଇଁ 4461 କୋଟି 42 ଲକ୍ଷ ଟଙ୍କାର ପୁଂଜିନବେଶ ହେବାକୁ…

୧୧ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେଇଛି । ସେଥିପାଇଁ ରାଜ୍ୟରେ ଆହୁରି ୨୪ ଘଂଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୧୧ ଜିଲ୍ଲାକୁ ସତର୍ମ ସୁଚନା ଦେଇଛନ୍ତି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ପ୍ରବଳରୁ ଅତି…

ବି.କେ ଶର୍ମା ହେଲେ ଭାରପ୍ରାପ୍ତ ଡିଜିପି

ଭୁବନେଶ୍ୱର() ବିଜୟ କୁମାର ଶର୍ମାରେ ହେଲେ ଭାରପ୍ରାପ୍ତ ଡିଜିପି ।ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନୂଆ ନିଯୁକ୍ତି ପରେ ବିଜୟଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏବେ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି ବିଜୟ ଶର୍ମା । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ବରିÂ ଆଇପିଏସ ଅଫିସର ।…

ଏକ ବର୍ଷରେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ : ଦେଶର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି । ସୁଷମା ସ୍ୱରାଜଙ୍କୁ ଭାରତୀୟ ଜନତା ପାର୍ଟିର ଜଣେ ଶକ୍ତିଶାଳୀ ନେତ୍ରୀ ଭାବେ ଗଣତି କରାଯାଉଥିଲା । ନିଜର ଶୃଙ୍ଖଳିତ ବ୍ୟବହାର ଓ ଜେଜସ୍ୱୀ ଭାଷଣ ବଳରେ ସୁଷମା ଭାରତୀୟ ରାଜନୀତିରେ ପରିଚିତ ଥିଲେ…

ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି, ୪ଘଣ୍ଟା ଧରି ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପରେ ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରାଯିବ । ଦତ୍ତ ମହାପାତ୍ର ଓ ସେବାୟତ ମାନେ ମହାପ୍ରଭୁଙ୍କର ଶୃଙ୍ଗାର କରିବେ । ଏଥିପାଇଁ ୪ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ…

ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ହୋଇଛି । ମଙ୍ଗଳବାର ରାତ୍ରିରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ହୃଦଘାତ ଯୋଗୁ ସୁଷମା ସ୍ବରାଜଙ୍କୁ…

ଏହି ସହଜ ଓ ସରଳ ଉପାୟରେ ହଳଦିଆ ଦାନ୍ତକୁ ଚକଚକ୍‌ କରି ପାରିବେ

ଆଜିକାଲି ଅଧିକାଂଶ ଲୋକ ନିଜର ହଳଦିଆ ଦାନ୍ତକୁ ନେଇ ଚିନ୍ତିିତ ଅଛନ୍ତି। ସେମାନେ କିପରି ଦାନ୍ତକୁ ଚକ୍‌ଚକ୍‌ କରିବେ,ସେଥିପାଇଁ ଦନ୍ତ ଚିକିତ୍ସକଙ୍କ ପାଖକୁ ବି ଯାଇଥାନ୍ତି। ହେଲେ ଆପଣ କ’ଣ ଜାଣନ୍ତି ଏହାର ଘରୋଇ ଉପାୟ ଅଛି। ଏହାର ଅବଲମ୍ବନ କଲେ ଦାନ୍ତ ଧଳା ଓ ଚକ୍‌ ଚକ୍‌ ଦିଶିବ। ପ୍ରଥମ କଥା…

ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ପାସ

ନୂଆଦିଲ୍ଲୀ() ଜମ୍ମୁ-କଶ୍ମୀରରେ ପୁନର୍ଗଠନ ବିଲ ଲୋକସଭାରେ ପାସ ହୋଇଛି । ଏହି ବିଲ ସପକ୍ଷରେ ୩୬୭ ଭୋଟିଂ ଥିବା ବେଳେ ବିପକ୍ଷରେ ୬୭ ଭୋଟଂ ମିଳିଛି । ଗତକାଲି ରାଜ୍ୟସଭାରେ ଏହି ବିଲ୍ ଆଗତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ୧୨୫ ଜଣ ବିଲ୍ ସପକ୍ଷରେ ଭୋଟ ଦେଇଥିବା…

ବଜ୍ରପାତରେ ୨ ମୃତ, ୩ ଗୁରୁତର

କଟକ()  କଟକ ଜିଲ୍ଲାରେ ବଜ୍ରପାତରେ ଦୁଇଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ମାଳଦା ଗାଁର ଜଳଧର ଦାସ ଓ ଓରତି ଗାଁର ମହେଶ୍ୱର କାଣ୍ଡି । ଆଜି ବିଲରେ କାମ କରୁ ଥିବା ବେଳେ ବଜ୍ରପାତ…

ସକାଳ ୬ରୁ ରାତି ୯ଯାଏଁ ଖୋଲା ରହିବ ପାର୍କ

ଭୁବନେଶ୍ବର()  ରାଜ୍ୟର ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୬ଟାରୁ ରାତି ୯ଟା ଯାଏଁ ସବୁ ପାର୍କ ଖୋଲାରଖିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନାଗରିକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ଏପରି ସମୟରେ ପରିବର୍ତ୍ତନ କରାଯାଇଛି । ଯାହା…