କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତିକରଣକୁ ବିଜେଡିର ବିରୋଧ
ଭୁବନେଶ୍ବର : କେନ୍ଦ୍ର ପଣ୍ୟାଗାର ନିଗମ ସ୍ଥାନାନ୍ତରକୁ ବିରୋଧ କରି ଭୁବନେଶ୍ୱର ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ୍ରେ ଥିବା କେନ୍ଦ୍ରୀୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟକୁ ଭୁବନେଶ୍ୱରରୁ…
