Odia News Portal
Monthly Archives

August 2019

ରାଜ୍ୟରେ ସୃଷ୍ଟି ହେଲା ୨ହଜାର ଡାକ୍ତର ପଦବୀ

ଭୁବନେଶ୍ୱର()  ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଗୃପ-ଏ…

ବିଧାନସଭାରେ କୁନ୍ଦୁଲି ରିପୋର୍ଟ ଉପସ୍ଥାପନ

ବିଧାନସଭାରେ ଉପସ୍ଥାପନ ହେଲା କୁନ୍ଦୁଲି ରିପୋର୍ଟ । କୁନ୍ଦୁଲି ନାବାଳିକା ଦୁଷ୍କର୍ମ,ଆତ୍ମହତ୍ୟା ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି । ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ  ଉପସ୍ଥାପନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ।ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ,…

ବଦଳିବ ପରେଡ଼ ସ୍ଥାନ

ଭୁବନେଶ୍ବର()  ଚଳିତ ଥର ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ବଦଳାଇବା ପାଇଁ ଡିଜିପି ସ୍ଥାନ ପରିଦର୍ଶନ କରୁଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ଅନ୍ୟସ୍ଥାନରେ ହୋଇପାରେ ସ୍ୱାଧିନତା ଦିବସ ପରେଡ଼ । ଆସନ୍ତା ସ୍ୱାଧିନତା ଦିବସରୁ ରାଜ୍ୟସ୍ତରୀୟ ପରେଡ଼ ସ୍ଥାନ ପରିବର୍ତ୍ତନ କରାଯାଇପାରେ । ରାଜଧାନୀ…

ଆଜି ଟି-୨୦ର ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ()  ଆଜି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏହି ସିରିଜର ୨ଟି ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ରିଜୋନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ରାତି ୮ଟାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳ ହେବାକୁ ଥିବା…

୫ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଆସନ୍ତା ୬ତାରିଖ ପର୍ୟ୍ୟନ୍ତ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏନେଇ ସର୍ତକ ରହିବାକୁ ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆରସି) ବିଷ୍ଣୁ ପଦ ସେଠୀ। ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ,…

ପୁଣି ଘୁଞ୍ଚିଲା ମହାନଦୀ ବିବାଦର ଶୁଣାଣି

ନୂଆଦିଲ୍ଲୀ()  ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଆଜି ଟ୍ରିବ୍ୟୁନାଲ ଶୁଣାଣୀ କରିଛନ୍ତି । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ସମାଧାନ ପାଇଁ ଗଠିତ ଟ୍ରିବୁନାଲରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣି ଶେଷ ହୋଇଛି । ବର୍ଷା ଯୋଗୁଁ କ୍ଷେତ୍ର ପରିଦର୍ଶନ ନ ହୋଇ…

ଲଞ୍ଚହେଲା ଫାଇବ-ଜି ମୋବାଇଲ ସିମକାର୍ଡ, ଜାଣନ୍ତୁ କ’ଣ ରହିଛି ଫାଇଦା …

ଦେଶର ଟେଲିକମ ବଜାରରେ ଅନେକ ସେବା ପ୍ରଦାନକାରୀ ସଂସ୍ଥା ଖୁବ ଆକର୍ଷକ ଅଫର ସବୁ ପ୍ରଦାନ କରୁଛନ୍ତି। ତେବେ ଆମେଏଠାରେ ଆପଣଙ୍କୁ ସୂଚନା ଦେଉଛୁ ୫-ଜି ଇଣ୍ଟରନେଟ୍ ସମ୍ପର୍କରେ । ଏକ ନୂଆ କମ୍ପାନୀ ଦେଶରେ ୫-ଜି ମୋବାଇଲ ସିମକାର୍ଡ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କ ନିମନ୍ତେ ବର୍ଷକ ପର୍ଯ୍ୟନ୍ତ…

ଆକ୍ସନ ମୋଡରେ କମିଶନରେଟ ପୋଲିସ : ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ବର : ରାଜଧାନୀରେ ଏନ୍‌କାଉଣ୍ଟର । ବାଲିଅନ୍ତା ଥାନା ବାଇଚୁଆଁ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି କମିଶନରେଟ୍‌ ପୋଲିସ । ୨ ଅପରାଧୀ ବିବେକାନନ୍ଦ ମଲ୍ଲିକ ଓ ଅରୁଣ ନାୟକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଉଭୟଙ୍କୁ ଚିକିତ୍ସା ପାଇଁ…

ବିଶ୍ଵକପ୍ ପରେ ଟିମ୍ ଇଣ୍ଡିଆର ନୂଆ ଅଭିଯାନ, ଆଜି ପ୍ରଥମ ଟି-ଟେଷ୍ଟ

ଫ୍ଲୋରିଡ଼ା : ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆର ପ୍ରଥମ ସିରିଜ । ଆଜିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ତିନି ଟିକିଆ ଟି-୨୦ ସିରିଜର ଆଜି ପ୍ରଥମ ମ୍ୟାଚ୍‌ ଫ୍ଲୋରିଡ଼ାରେ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଅଭିଜ୍ଞ ଓ ଯୁବ ଚେହେରାଙ୍କୁ ନେଇ…

କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ ମାନ୍ୟତା

ଭୁବନେଶ୍ବର : କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୭ଟି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟକୁ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ଏକ ମାତ୍ର ଉଚ୍ଚତର ଶିକ୍ଷାନୁଷ୍ଠାନ  ଭାବେ…