କର୍ପୋରେଟ୍ ଷ୍ଟାଇଲ୍ ରେ କଂଗ୍ରେସର ପରିବର୍ତ୍ତନ
ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳର କୌଣସି ନେତାଙ୍କୁ ଏହି ପଦରେ ବସାଯାଇନାହିଁ । ସଂସଦର ମୌସୁମୀ ଅଧିବେଶନ ପରେ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ବୈଠକରେ ଦଳର ନୂଆ ଅଧ୍ୟକ୍ଷଙ୍କ ଉପରେ ଆଲୋଚନା ହୋଇ…
