Odia News Portal
Monthly Archives

August 2019

ଦିଲ୍ଲୀରେ ୨ ଶହ ୟୁନିଟ୍‌ ପର୍ୟ୍ୟନ୍ତ ବିଦ୍ୟୁତ୍‌ ବିଲ୍‌ ମାଗଣା

ନୂଆଦିଲ୍ଲୀ() ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବଡ଼ ଘୋଷଣା କରିଛନ୍ତି। ଏବେ ଦିଲ୍ଲୀର ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨ଶହ ୟୁନିଟ୍ ପର୍ୟ୍ୟନ୍ତ ବିଲ୍ ମାଗଣାରେ ମିଳିବ। ତେବେ ଏହାଠାରୁ ଅଧିକ ୟୁନିଟ୍ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ପଡ଼ିବ। ଗଣମାଧ୍ୟମକୁ…

ସାଇକୋ କିଲର୍ କଲା ସ୍ବୀକାର

କଟକ() ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କଲା ସାଇକୋ କିଲର୍ ନାରାୟଣ ସାହୁ।ତିନୋଟି ନୁହେଁ ନାରାୟଣ ଦୁଇଟି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ପୋଲିସ ଆଗରେ ସ୍ବୀକାର କରିଛି । କଟକ ଓଏମପି ଅଂଚଳରେ ଘଟିଥିବା ଦୁଇଟି ହତ୍ୟାକାଣ୍ଡ ପଛର କାରଣ କହିଛି ନାରାୟଣ ସାହୁ । କଟକ ଡିସିପି ଆଜି…

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଡିଲିଟ ଉପାଧି

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଅଫିସର ଅନ ସ୍ପେଶିଆଲ ଡ୍ୟୁଟି (ଓଏସଡି) ଡକ୍ଟର ଗୋପବନ୍ଧୁ ଦାଶଙ୍କୁ ରାଜନୀତି ବିଜ୍ଞାନରେ ଡିଲିଟ ଉପାଧି ମିଳିଛି । ଡକ୍ଟର ଦାସ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ କରିଥିବା ବେଳେ ଏକବିଂଶ ଶତାବ୍ଦୀରେ ଭାରତ-ଦକ୍ଷିଣ…

ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ମୃତ୍ୟୁଞ୍ଜୟ

ଭୁବନେଶ୍ବର() ଆଇଏମ୍ଡିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ତଥା ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର। ଜୁନ୍ ୪ ତାରିଖରେ ଆଇଏମ୍ଡିର ମହାନିର୍ଦ୍ଦେଶ ଭାବେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିଲା। ପ୍ରଥମ ଓଡ଼ିଆ ଭାବେ ସେ ଆଇଏମ୍ଡି ମୁଖ୍ୟ ଭାବେ…

୫ ଜିଲ୍ଲା ସତର୍କ ରୁହ

ଭୁବନେଶ୍ବର()  ୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାକୁ ବର୍ଷା ଯୋଗୁଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଉତ୍ତରପୂର୍ବ…

ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ, ଆସନ୍ତୁ ଜାଣନ୍ତୁ …

ନୂଆଦିଲ୍ଲୀ :  ଚଳିତ ମାସରେ ପୁଣି ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି । ଆଜିଠାରୁ ଗ୍ରାହକଙ୍କୁ ଏହାର ଫାଇଦା ମିଳିବ । ବିନା ସବସିଡି ରନ୍ଧନ ଗ୍ୟାସ୍ ସିଲିଣ୍ଡର ମୂଲ୍ୟରେ ୬୨.୫୦ ଟଙ୍କା ହ୍ରାସ କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇବା କାରଣରୁ ଗ୍ୟାସ୍ ସିଲିଣ୍ଡର…

‘ପରୀ’ର ପ୍ରଭାବ, ସୋରରୁ ୪ନାବାଳକ ଉଦ୍ଧାର

ବାଲେଶ୍ବର : ସୋର ମ୍ୟୁନସିପାଲଟି ତଥା ୧୬ନଂ ଜାତୀୟ ରାଜପଥ ନିକଟରେ ଗଢି ଉଠିଥିବା ଛୋଟ ବଡ ହୋଟେଲ ଓ ରେଷ୍ଟୁରାଣ୍ଟ ଏବେ ଶିଶୁ ଶ୍ରମିକଙ୍କ ପାଇଁ ରୋଜଗାରର ସ୍ଥଳ ପାଲଟିଛି । ଏହି ହୋଟେଲଗୁଡିକ ପାଇଁ ଜିଲ୍ଲା ବାହାରୁ ଓ ଆଦିବାସୀ ଉପାନ୍ତ ଅଞ୍ଚଳ ମୟୁରଭଞ୍ଜ ଓ ନୀଳଗିରିରୁ ଛୋଟଛୋଟ ଆଦିବାସୀ…

ଭିଜିଲାନ୍ସ ଜାଲରେ କ୍ଷମତାଶାଳୀ ଦମ୍ପତି

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କ୍ଷମତାଶାଳୀ ଦମ୍ପତି । ସ୍ବାମୀ ସମବାୟ ସମିତି ସଭାପତି ଓ ସ୍ତ୍ରୀ ସରପଞ୍ଚ ଅଛନ୍ତି । ସ୍ବାମୀ ନଗେନ୍ଦ୍ର ବିଶ୍ବାଳ  ଭଦ୍ରକ ଜିଲ୍ଲା ବରଣ୍ଡୁଆ ସମବାୟ ସମିତି ସଭାପତି ଥିବା ବେଳେ ତାଙ୍କ ପତ୍ନୀ ବସନ୍ତି ମଞ୍ଜରୀ ବିଶ୍ବାଳ ବରଣ୍ଡୁଆ ପଞ୍ଚାୟତର ସରପଞ୍ଚ ଅଛନ୍ତି ।…

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

ପଟ୍ଟାମୁଣ୍ଡାଇ : ଆଜିଠୁ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । କୁମ୍ଭୀର ପ୍ରଜନନ ପାଇଁ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଭିତରକନିକା । ତେବେ ଚଳିତବର୍ଷ ଭିତରକନିକା ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ଲାଇଭ୍ ଜ୍ୟାକେଟର ବ୍ୟବସ୍ଥା…

ବସ ବସ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଗୁରୁତର ୭ ଆହାତ

ସମ୍ବଲପୁର : ସମ୍ବଲପୁରରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୭ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ମାନେଶ୍ବର ନିକଟସ୍ଥ ଭବାନୀପାଲି ନିକଟରେ ଦୁଇଟି ବସ୍ ଦୁର୍ଘଟଣା ହୋଇଛି । ଉଭୟ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ ଆହତ…