ଆଜି ମନେ ପଡ଼ନ୍ତି ଏହି ମହାନ୍ ଖେଳାଳି
ଭୁବନେଶ୍ବର : ଆଜି ଜାତୀୟ କ୍ରୀଡ଼ା ଦିବସ। ପ୍ରତ୍ଯେକ ବର୍ଷ ୨୯ ଅଗଷ୍ଟ ଦିନ ରାଷ୍ଟ୍ରିୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ଏଥିସହ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର…