Odia News Portal
Monthly Archives

August 2019

ପତ୍ନୀଙ୍କ ସହ ମସ୍ତିମୁଡରେ ବିରାଟ ବାହୀନି

ମସ୍ତିମୁଡରେ ଭାରତୀୟ କି୍ରକେଟ ଟିମ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପରେ କ୍ରୁଜରେ କ୍ୟାରିବିୟାନ୍ ମହାଦ୍ୱୀପ ଭ୍ରମଣ କରିଛନ୍ତି ଭାରତୀୟ ଟିମ । କ୍ୟାପଟେନ୍ ବିରାଟ୍ କୋହଲି, ପତ୍ନୀ ଅନୁଷ୍କା ଶର୍ମା, ମୟଙ୍କ ଅଗ୍ରୱାଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ କ୍ରୁଜରେ ମସ୍ତି…

ପପୁଙ୍କ ନାଁରେ ମାମଲା ରୁଜୁ

କଣ୍ଠଶିଳ୍ପୀ ରାନୁ ମଣ୍ଡଳଙ୍କ କମେଡି ଭିଡିଓ କରି ପପୁ ବିବାଦରେ ଫସିଯାଇଛନ୍ତି । ରାନୁ ମଣ୍ଡଳଙ୍କ ନାମରେ କମେଡି କରିବା ଯୋଗୁଁ ପପୁ ପମ୍ପମ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି । ନିଶ୍ଚିନ୍ତ କୋଇଲି ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ନିଶ୍ଚିନ୍ତ କୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ…

ରାନୁଙ୍କୁ ୫୫ଲକ୍ଷର ଗିଫ୍ଟ, କଣ ଜାଣନ୍ତୁ

ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲିଟି ଯାଇଥିବା ରାନୁ ମଣ୍ଡଳ ।ରାନୁଙ୍କ ସୁରିଲା କଣ୍ଠ ତାଙ୍କୁ ହିମେଶ ରଶମିଆଁଙ୍କ ପାଖରେ ପହଞ୍ଚାଇଥିଲା। ହିମେଶଙ୍କ ଅପ କମିଂ ଫିଲ୍ମରେ ରାନୁ ଗୋଟେ ଗୀତ ଗାଇ ସାରିଲେଣି।ସେଥିଲାଗି ରାନୁଙ୍କୁ ପାରିଶ୍ରମିକ ମିଳିସାରିଛି।ବଲିଉଡର ଭାଇଜାନ ସଲମାନ ଖାନଙ୍କ…

2ରୁ ଅଧିକ ସନ୍ତାନ ପାଇଁ ମଧ୍ୟ ମିଳିବ ସହାୟତା

ଭୁବନେଶ୍ବର () ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ସହିତ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ପୁଷ୍ଟିସଂପନ୍ନ ଶିଶୁ ଜନ୍ମଦେବା ଓ ନିରାପଦ ମାତୃତ୍ବ ଲକ୍ଷ୍ୟରେ ୨୦୧୧ ମସିହାରୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ମମତା ଯୋଜନା’ରେ ଆଦିମ ଜନଜାତି…

ଆପଲ ମ୍ୟାକ୍‌ବୁକ୍‌ ହେଲା ବ୍ୟାନ

ଯାତ୍ରୀଙ୍କ ନିରାପତା ପାଇଁ ଡିଜିସିଏ ଆପଲର ଲାପଟପ(ମ୍ୟାକ୍‌ବୁକ୍‌) ନିଷେଧ କରିଛନ୍ତି ।୨୦ ଜୁନରେ ଆପଲ ତାର କିଛି ମଡେଲରେ ତ୍ରୁଟି ଥିବାରୁ କମ୍ପାନି ତରଫରୁ ନୋଟିସ ବାହାର କହିଥିଲା । ତାକୁ ଦେଖି ଡିଜିସିଏ ଲାପଟପକୁ ଫ୍ଲାଇଟରେ ନିଷେଧ କରିଦେଇଛନ୍ତି । ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର…

ରାଜଧାନୀରେ ପୁଣି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ, ୨୦୨୦ରେ ଫିଫା ବିଶ୍ୱକପ

ଭୁବନେଶ୍ୱର : ଗତବର୍ଷ ପୁରୁଷ ହକି ୱାଲ୍ଡ କପ ସଫଳତା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମକୁ ପୁଣି ଏକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ମିଳିଛି । ୧୭ବର୍ଷରୁ କମ ବାଳିକା ବିଶ୍ୱ କପ ଫୁଟ ବଲ ଭେନ୍ୟୁ ତାଲିକାରେ କଳିଙ୍ଗ ଷ୍ଟାଡ଼ିୟମ ଶୀର୍ଷରେ ଥିବା ଫିଫା ପକ୍ଷରୁ ସୂଚନା ମିଳିଛି । ୨୦୨୦ରେ…

ବିଜୁଳି ବିଲ ପରେ ପାଣି ବିଲ ଛାଡ଼

ନୂଆଦିଲ୍ଲୀ()   ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।ପାଣିର ବକେୟା ବିଲ ଛାଡ କରିବା ନେଇ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ ।ଏହି ଯୋଜନା ଅନୁସାରେ ଲୋକଙ୍କର ପାଣିର ବକେୟା ବିଲକୁ ଛାଡ଼ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ ଯେଉଁମାନେ ନିଜ ଘରେ…

ଥରିଲା ଅନୁଗୁଳ

ଅନୁଗୁଳ()  ଅନୁଗୁଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଦୁଇ ସେକେଣ୍ଡ ପାଇଁ ଅମୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରିଆସିଥିଲେ । ଭୂମିକମ୍ପର ତୀବବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ…

ମାଟିରେ ମିଶିଲା ଲଙ୍ଗୁଳି ମଠ,ଦେଖନ୍ତୁ ଭିଡିଓ …

https://youtu.be/PrznDAW3Fug ପୁରୀ () ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଶ୍ରୀମନ୍ଦିରରୁ 75 ମିଟର ବ୍ୟସାର୍ଦ୍ଧ ମଧ୍ୟରେ ଉଛେଦ ପ୍ରକ୍ରିୟା । ମେଘନାଦ ପ୍ରାଚୀର ନିକଟରୁ ବେଆଇନ ଜବରଦଖଲ ହଟାଯିବା ପରେ 75 ମିଟର ଭିତରେ ଥିବା ସବୁ ନିର୍ମାଣର ଉଚ୍ଛେଦ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି…

ସୁପ୍ରିମକୋର୍ଟରେ ଖାରଜ ହେଲା ଶ୍ରୀମନ୍ଦିର ମାମଲା

ପୁରୀ ଶ୍ରୀମନ୍ଦିର ଜବରଦଖଲ ଉଚ୍ଛେଦ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦୁଇଟି ଭିନ୍ନ ଭିନ୍ନ ମାମଲାକୁ ଖାରଜ କରିଛନ୍ତି । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ବୟାନକୁ ସଂଜ୍ଞାନକୁ ନେଇ ମାମଲାକୁ ଖାରଜ କରିଛନ୍ତି କୋର୍ଟ। ଫଳରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କାଏମ ରହିଛି ।…