Odia News Portal
Monthly Archives

August 2019

ରାନୁ ମଣ୍ଡଳଙ୍କ ଭିଡିଓ କରି ଅଡୁଆରେ ପପୁ, ଦେଖନ୍ତୁ ଭିଡିଓରେ କଣ କରିଛନ୍ତି …

https://youtu.be/4iHy8tNzgQo ଭୁବନେଶ୍ୱର () ପପୁ ପମ୍‌ପମ୍‌ଙ୍କର ବିବାଦ ପିଛା ଛାଡୁନାହିଁ । ଏବେ ନିଜର ପୋଷ୍ଟର ପାଇଁ ବିବାଦରେ ଛନ୍ଦି ହୋଇଯାଇଥିବା ପପୁ ପମ୍‌ ପମ୍‌ ପୁଣି ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଏବେ ସାରା ଦେଶରେ ନିଜର ସୁନ୍ଦର କଣ୍ଠ ପାଇଁ ପ୍ରସିଦ୍ଧି ଲାଭ କରିଥିବା…

ଖୁବ୍‌ ଚର୍ଚ୍ଚାରେ ସଂଜୟ ଦତ୍ତ, ରାଜନୀତିକୁ ଆସିପାରନ୍ତି !

ଅଭିନେତା ସଂଜୟ ଦତ୍ତ ରାଜନୀତିରେ ଯୋଗ ଦେବେ। ରାଷ୍ଟ୍ରୀୟ ସମାଜ ପକ୍ଷ-ଆରଏସ୍‌ପି ଦଳରେ ସଂଜୟ ଦତ୍ତ ଯୋଗ ଦେବେ ବୋଲି ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା। କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଖୋଦ୍‌ ସଂଜୟ ଦତ୍ତ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିକଟତର ହେଉଥିବା ବେଳେ ସଂଜୟ ଦତ୍ତ…

ବଢିଚାଲିଛି ସୁନା ଓ ରୁପା ଦର

ନୂଆଦିଲ୍ଲୀ: ବଢିଚାଲିଛି ସୁନା ଦର। ନୂଆଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୭୫ ଟଙ୍କା ବୃଦ୍ଧି ପାଇ ୩୯,୬୭୦ ଟଙ୍କାରେ ପହଁଚିଛି। ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେବା ଏବଂ ଡଲାର ମୂଲ୍ୟ ବଢ଼ିବା ଯୋଗୁ ଦେଶ ଭିତରେ ସୁନା ଦର ବଢୁଥିବା ନେଇ କୁହାଯାଉଛି। ସେହିପରି, ରୁପା ମୂଲ୍ୟ…

ଆଜିଠୁ Xiaomi Mi A3 କିଣିପାରିବେ

ନୂଆଦିଲ୍ଲୀ : ସାଓମିର ନୂଆ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ Mi A3 ଆଜି ଅର୍ଥାତ୍ ୨୭ ଅଗଷ୍ଟରେ ପୁଣି ଥରେ କିଣିବାର ସୁଯୋଗ ମିଳିବ। ସାଓମିର ଏମଆଇ ଏ୩ର ବିକ୍ରି ଆଜି ଦ୍ବିପହର ୧୨ଟାରେ ସାଓମି ଇଣ୍ଡିଆ ୱେବସାଇଟ୍ Mi.com, ଆମାଜନଏବଂ ଏମଆଇ ହୋମ୍ ଷ୍ଟୋରରେ କରାଯିବ। ଏହାର ଖାସିୟତ ହେଉଛି ଏଥିରେ ସୁପର…

ଆଗାମୀ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ଶ୍ରଦ୍ଧା

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ସହିତ ସାଉଥ୍ ସୁପରଷ୍ଟାର ବାହୁବଳୀ ଫେମ୍ ପ୍ରଭାସ ମଧ୍ୟ ମୁ୍ଖ୍ୟ ଭୂମିକାରେ ଅଛନ୍ତି। ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ଆଗାମୀ ବଡ ବଜେଟ ଫିଲ୍ମ ‘ସାହୋ’କୁ…

ଲଭ୍, ସେକ୍ସ ଓ ଧୋକା ଦେଇ ଯୁବକ ଫେରାର

ଉଦଳା : ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା ସହିତ ସଂପର୍କ ସ୍ଥାପନ କରିବା ପରେ ନାବାଳିକାଙ୍କୁ ଗର୍ଭବତୀ କରି ଏବେ ଯୁବକ ଫେରାର । ଅନ୍ଧ ବାପା ଝିଅକୁ ଧରି ଚାରିଆଡେ ସାହାଯ୍ୟ ପାଇଁ ବୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ…

୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର () ୨୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସଂଭାବନା ରହିଛି । ୨୯ ତାରିଖରୁ ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସଂଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ…

ରୋଗୀଙ୍କ ପାଇଁ ହାତ ଯୋଡିଲେ ରାଉରକେଲା ଵିଧାୟକ

ରାଉରକେଲା : ଆଜି ରାଉରକେଲା ସରକାରୀ ହସ୍ପିଟାଲ ଆରଜିଏଚରେ ଦେଖିବାକୁ ମିଳିଥିଲା ଅସ୍ଥାୟୀ କର୍ମଚାରୀ ମାନଙ୍କ ଆନ୍ଦୋଳନ । ଅସ୍ଥାୟୀ କର୍ମଚାରୀ ମାନେ ଅଭିଯୋଗ ଆଣିଥିଲେ ଯେ, ବହୁ ପରିଶ୍ରମ କରି ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ସଠିକ ସମୟରେ କୁଆଡେ ପାଉଣା ମିଳୁନି । ୨ମାସ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଚତୁରତାର ସହ କାର୍ଯ୍ୟକୁ ହାସଲ କରିବେ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ମହିଳାମାନେ ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ । ବୃଷ- କୃଷ୍ଣପକ୍ଷ ଦ୍ୱିତୀୟରେ…

ଅଗ୍ନିଶମ ଓ ହୋମଗାର୍ଡ ଆଇ.ଜି ଭାବେ ଅସିତ ପାଣିଗ୍ରାହୀଙ୍କ ଯୋଗଦାନ

ଭୁବନେଶ୍ବର : ୧୯୯୭ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ଆଜି ଅଗ୍ନିଶମ ଓ ହୋମଗାର୍ଡ ଆଇଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ବିଭାଗର ଡିଜି ବିଜୟକୁମାର ଶର୍ମା ବର୍ତ୍ତମାନ ଡିଜିପି ଭାବେ ଦାୟିତ୍ବ ତୁଲାଉଥିବାରୁ ଶ୍ରୀପାଣିଗ୍ରାହୀଙ୍କ ଉପରେ ସମସ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । ବିଜୟ…