Odia News Portal
Monthly Archives

September 2019

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଣିକି ମାସ ଶେଷରେ ମିଳିବ ଦରମା

ଭୁବନେଶ୍ବର () ରାଜ୍ୟସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ଏଣିକି ମାସର ଶେଷ କାର୍ୟ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ପରବର୍ତ୍ତୀ ମାସର ପ୍ରଥମ ଦିନରେ ଦରମା ମିଳୁଥିଲା। ମାତ୍ର ଏବେ ଏହା…

ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶ୍ୱ ସ୍ତରରେ ପ୍ରଶଂସିତ…

ମୋହନ ମାଝି ଅପମାନିତ : କଳିଙ୍ଗ ହସ୍ପିଟାଲ ଦୋଷମୁକ୍ତ

ଭୁବନେଶ୍ବର : ବିଧାନସଭାରେ ବିରୋଧିଦଳ ଉପନେତା ତଥା ବରିଷ୍ଠ ବିଜେପି ନେତା ମୋହନ ମାଝିଙ୍କୁ ଅପମାନିତ କରିଥିବା କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ରାତାରାତି ଦୋଷମୁକ୍ତ କରିଥିବାବେଳେ ଜଣେ ବରିଷ୍ଠ ବିଧାୟକଙ୍କ ପ୍ରତି ସରକାରଙ୍କର ଏହା କି ପ୍ରକାର ଆଚରଣ ବୋଲି ଆଲୋଚନା…

୧୩ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ସ୍ଥିତି ରହିବ । ଆଜି ପ୍ରବଳ ବର୍ଷା ଓ…

କଟକରେ ଗୁଳିମାଡ଼, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଆହତ

କଟକ : କଟକରେ ଗୁଳିମାଡ଼ । ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏହାସହ କାରରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ୍‌ ଓ ଟଙ୍କା…

ଆହାର କେନ୍ଦ୍ର ପାଲଟିଛି ୪ ଝିଅଙ୍କ ସାହାରା କ୍ଷେତ୍ର, ଶିକ୍ଷା ହୋଇଛି ସାତ ସପନ  

ଯାଜପୁର ରୋଡ : ଆଜିର ସମାଜ ଏକ ପରିବାରର ଛଅଗୋଟି ଜିବନର ଅଭାବ ଅନାଟନ ପେଟର ଭୋକକୁ ଠେଲି ଦେଇଛି ରାଜରାସ୍ତା କଡରେ ଥିବା ସରକାରଙ୍କ ଆହାର କେନ୍ଦ୍ର ପିଣ୍ଡା ଦୁଆରକୁ । ପେଟର ଭୋକ ୬ଗୋଟି ଜିବନକୁ ଭଦ୍ରକ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଟାଣିଆଣି ପଂହଚାଇଦେଇଛି । ଆଜକୁ ୧ବର୍ଷରୁ ଉଦ୍ଧ୍ୱର୍ହେବ…

କମ୍‌ ଖର୍ଚ୍ଚରେ ଚମକଦାର ତ୍ୱଚା ଚାହୁଁଛନ୍ତି, ଘରେ ପ୍ରସ୍ତୁତ କରନ୍ତୁ ସ୍କ୍ରବ୍‌

ଭୁବନେଶ୍ୱର : ଖରାଦିନେ ଯେପରି ଅତ୍ୟଧିକ ଗରମ ଓ ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ଯାଏ। ଫଳରେ ତ୍ୱଚା ତା’ର ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ପାଇଁ ଆମେ ଦାମୀ କ୍ରିମ୍‌ ବ୍ୟବହାର କରନ୍ତି। କିନ୍ତୁ ଅନେକ ସମୟରେ ଏଥିରୁ ବି…

ଆଜି ଵୁଧଵାର ଘରେ ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ଚିକେନ ପିଆଜ କଷା

ଆବଶ୍ୟକ ସାମଗ୍ରୀ - ଚିକେନ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ପିଆଜ ଟମାଟୋ, ତେଲ, କଟା କଞ୍ଚାଲଙ୍କା, ଗରମ ମସାଲା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କରେଇରେ ତେଲ ଗରମ କରି ପିଆଜ ପକାନ୍ତୁ। ପିଆଜ ଭଲ ଭାବେ ଭାଜି ହୋଇଗଲା ପରେ କଟା କଞ୍ଚାଲଙ୍କା ଓ ଚିକେନ ପକାଇ କଷନ୍ତୁ। ତା’ ପରେ ହଳଦୀଗୁଣ୍ଡ,…

କ୍ୟାଟ୍ରିନ୍‌ଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ : ରଣବୀର କପୁର ଓ କ୍ୟାଟ୍ରିନା କୈଫ୍‌ଙ୍କ ବ୍ରେକ୍‌ଅପ୍‌କୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଗଲାଣି। ୟା ମଧ୍ୟରେ ରଣବୀର ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ହିରୋଇନ୍ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିସାରିଲେଣି। ଏମିତି କି ଏ ବର୍ଷ ଶେଷ ଆଡ଼କୁ ଅବା ଆସନ୍ତା ବର୍ଷ ପ୍ରାରମ୍ଭରେ ଦୁହେଁ ବାହା ହେବେ…

ରଜନୀକାନ୍ତଙ୍କ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା

ଭୁବନେଶ୍ୱର : ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ତାମିଲ ଫିଲ୍ମ ‘ଦରବାର’ରେ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ। ‘ଦରବାର’ ହେଉଛି ଦେବସ୍ମିତାଙ୍କର ପ୍ରଥମ ଫିଲ୍ମ। ବଡ଼ କଥା ହେଉଛି, ଏହି ଫିଲ୍ମରେ ତାଙ୍କ ସହ ରଜନୀକାନ୍ତ ମଧ୍ୟ ଅଭିନୟ କରିବେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର…