ଆସନ୍ତୁ ଘରେ ହିଁ ପ୍ରସ୍ତୁତ କରିବା ଶାଗପୁର ଛଚିନ୍ଦ୍ରା ଷ୍ଟିକ୍
ଆବଶ୍ୟକ ଉପକରଣ -
ଛଚିନ୍ଦ୍ରା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୀରା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ, ଅଣ୍ଡା, ଫୁଟଣ, ଶୁଖିଲା ଲଙ୍କା, ରସୁଣ, ପିଆଜ, ଆଳୁ, ପୋଇ ଶାଗ, ତେଲ ।
ପ୍ରଥମେ ଛଚିନ୍ଦ୍ରାକୁ ୨ ଫାଳ କରି ତାହାର ସମସ୍ତ ମଞ୍ଜି ବାହାର କରି ଦିଅନ୍ତୁ। ଏହାପରେ ତାକୁ…