Odia News Portal
Monthly Archives

September 2019

ଆୟୁଷ୍ମାନ୍‌ଙ୍କ ବଡ଼ ନିଷ୍ପତ୍ତି, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଡ୍ରିମ୍‌ଗର୍ଲର ସଫଳତା ପରେ ଆୟୁଷ୍ମାନ୍‌ ଏବେ ନୂଆ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ମିଡିଆକୁ ସୂଚନା ଦେଇଛନ୍ତି। ଆୟୁଷ୍ମାନ୍‌ ଏବେ ଫିଲ୍ମରେ ଅଭିନୟ କରିବା ପାଇଁ ଟଙ୍କା ନେବାକୁ ମନା କରିଛନ୍ତି। ଟଙ୍କା ବଦଳରେ ସେ ଫିଲ୍ମରୁ ଲାଭାଂଶ ନେବାକୁ ଘୋଷଣା କରିଛନ୍ତି। ତେବେ ଆୟୁଷ୍ମାନ୍‌ଙ୍କ ଏହି…

ବିପାଶା ବସୁ ଭାବବିହ୍ଵଳ ହୋଇ ଲେଖିଲେ ଏମିତି ପୋଷ୍ଟ

ବିପାଶା ବସୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଥାପିବାକୁ ୧୮ ବର୍ଷ ପୂରିଛି। ବଲିଉଡ୍‌ ଫିଲ୍ମ ‘ଅଜନବୀ’ରେ ସେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ବିପାଶାଙ୍କ ସହ ବବି ଦେଓଲ, ଅକ୍ଷୟ କୁମାର ଏବଂ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି। ସେତେବେଳେ ଏହି ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ପ୍ରଥମ…

ହରିହର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖଣ୍ଡପଡା : ରାଜବାଟୀ ପରିସରରେ ସ୍ବର୍ଗତ ରାଜସାହେବଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏହି ଉନ୍ମୋଚନ ଉତ୍ସବରେ ସ୍ଵର୍ଗତ ହରିହର ସିଂହ ମର୍ଦ୍ଦରାଜଙ୍କ ପୁତ୍ର ଖଣ୍ଡପଡାର ରାଜାସାହେବ । ପୂର୍ବତନ ମନ୍ତ୍ରୀ ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ଓ ପୌତ୍ର ତଥା ଖଣ୍ଡପଡାର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବ। ଆନୁଷ୍ଠାନିକ କାମରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ…

ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲ : ଏଭଳି ସାହିତ୍ୟିକ ସମାରୋହ ସମସ୍ତଙ୍କୁ ପ୍ରୋତ୍ସାହିତ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ରାଜ୍ୟ ରାଜନୀତୀରେ ଚର୍ଚ୍ଚା ଲାଗି ରହିଥିବା ବେଳେ ରବିବାର ଏହି ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି ନିଜେ ଶ୍ରୀ ପଟ୍ଟନାୟକ । ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଲୋକ ନିର୍ଦ୍ଧାରଣ କରିବେ ବୋଲି ସେ…

ଅବକାରୀ ଏସ୍ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଅଭିଯୋଗ

ସୁନ୍ଦରଗଡ଼ : ରାଉରକେଲା ଅବକାରୀ ଏସ୍ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି  । ଅବକାରୀ ଏସ୍ଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଏନେଇ ରାଉରକେଲା ମହିଳା ଥାନାରେ ଲିଖିତ  ଅଭିଯୋଗ କରିଛନ୍ତି ଅବକାରୀ କାର୍ଯ୍ୟାଳୟର ଜଣେ ମହିଳା କନେଷ୍ଟବଳ । ଗତ ୫ ମାସ ହେଲା…

ଶାହାଜାହାଁପୁରର ଚର୍ଚ୍ଚିତ ବିଜେପି ବିଧାୟକ ସୂଚିତ ସେଠ୍ ଗିରଫ

ଶାହାଜାହାଁପୁର : ଉତ୍ତରପ୍ରଦେଶ ବିଜେପିର ଆଉ ଜଣେ ନେତାଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ। ଜନୈକା ବିବାହିତା ମହିଳା ଏହି ଅଭିଯୋଗ ଆଣିଥିବା ବେଳେ ଚିନହଟ୍  ଥାନା ଆଇଆଇସି ସମ୍ପୃକ୍ତ ନେତାଙ୍କୁ ଗିରଫ କରିଛନ୍ତି। ଗିରଫ ବିଜେପି ନେତା ଆଉ କେହି ନୁହନ୍ତି ଶାହାଜାହାଁପୁରର ଚର୍ଚ୍ଚିତ…

ବଡ଼ଦାଣ୍ଡରେ ଝୋଟି, ଚିତା ଓ ମୁରୁଜରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ

ପୁରୀ : ପୁରୀ ସିଂହଦ୍ୱାର ସମ୍ମୁଖରେ ନିଳାଦ୍ରୀ ମହୋତ୍ସବ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ରବିବାର ସକାଳ ପରି ବଡଦାଣ୍ଡରେ ନୃତ୍ୟ ସଂଗୀତ, କଳା ଓ ଯୋଗ ପ୍ରାଣାୟମ ଭଳି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି । ବିଶେଷ କରି ଆଜି କର୍ଣ୍ଣାଟକର ମହୀଶୁରରୁ ଆସିଥିବା ଭଜନମଣ୍ଡଳୀ ଦ୍ୱାରା ସମୁହ ଭଜନ…

ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା : ‘ବ୍ୟାଡ୍‌ମ୍ୟାନ୍‌’ ଗୁଲ୍‌ଶନ

ମୁମ୍ବାଇ : ସଂଘର୍ଷ ବିନା କେହି ବି ଉଚ୍ଚ ସୋପାନରେ ପହଞ୍ଚି ପାରେନା, ସଫଳତାର ବାସ୍ତବ ସ୍ବାଦ ମିଳିପାରେନା। ବଲିଉଡ୍‌ରେ ଜଣେ ଅଭିନେତା ଭାବେ ପ୍ରତିଷ୍ଠିତ ହେବା କଥା ଯଦି ବିଚାରକୁ ନିଆଯାଏ, ତେବେ ଅନେକ ଅଭିନେତାଙ୍କ ପ୍ରାରମ୍ଭିକ ଜୀବନ ସହଜ ନ ଥିଲା। ବହୁ କଷ୍ଟ କରି ସେମାନେ ନିଜର ପରିଚୟ…

ପିଆଜ ବଜାରରେ ତାତି, ଖାଉଟି ଏବେ ଚିନ୍ତାରେ ..

ଭୁବନେଶ୍ବର : ପିଆଜ ବଜାରରେ ତାତି । ପ୍ରଥମେ ପିଆଜକୁ ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି । କାରଣ ପିଆଜ ଦର ଏବେ ଆକାଶ ଛୁଆଁ ହେଲାଣି । ଦର ହୁ ହୁ ହୋଇ ବଢ଼ୁଥିବାରୁ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଦେଇଛି । ସପ୍ତାହକରେ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଛୁଇଁଲାଣି ।…