Odia News Portal
Monthly Archives

September 2019

ଭାଇରାଲ୍ ହେଉଛି ସାଂସଦଙ୍କ ନୃତ୍ୟ, ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଡ୍ୟାନ୍ସ ଭିଡିଓ।ପଶ୍ଚିମବଙ୍ଗରେ ଦୂର୍ଗା ପୂଜା ପର୍ବକୁ ଆଖି ଆଗରେ ରଖି ଏହି ଭିଡିଓକୁ ଜାରୀ କରାଯାଇଛି । ଦୁଇ ଅଭିନେତ୍ରୀ ମା’ ଦୂର୍ଗାଙ୍କ ନିମିତ୍ତ ସମର୍ପିତ ନୃତ୍ୟ କରୁଥିବା ନଜର…

ନିହାରୀକାର ହତ୍ୟା ମାମଲାରେ ବଡ ଖୁଲାସା

କଟକ() ନର୍ସ ନିହାରୀକା ପାତ୍ର ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । କଟକରେ ନିହାରୀକାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପୁଲିସ ଡିଜି । ଅଖାରେ ଭର୍ତ୍ତି କରି ମୃତଦେହ ବାଇକ୍ରେ ନେବାର ଦୃଶ୍ୟ କଏଦ ଅଛି। ନିହାରୀକା ମୃତ୍ୟୁ ନେଇ ପୋଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ…

୨୫ରେ ପୁଣି ଲଘୁଚାପ

ଭୁବନେଶ୍ବର()  ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। । ଏହା ପ୍ରଭାବରୁ ୨୫ ତାରିଖରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, ମେଘାଳୟ, ତ୍ରିପୁରା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ବଢ଼ିବ। ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ…

ଓଡିଶାର ସମସ୍ତ ସ୍ତରରେ ପହଞ୍ଚିବ ଗାନ୍ଧୀଙ୍କ ବିଚାରଧାରା

ଭୁବନେଶ୍ବର () ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗାନ୍ଧିଜୀଙ୍କ ବିଚାରଧାରା ଓ ବାର୍ତ୍ତାକୁ ସବୁ ସ୍ତରରେ ପହଞ୍ଚାଯିବ । ରାଜ୍ୟ ସରକାର ଏଥିଲାଗି ଯେଉଁ ସବୁ କାର୍ୟ୍ୟକ୍ରମ ନିର୍ଦ୍ଧାରଣ କରିଛନ୍ତି ତାହାକୁ କିଭଳି ସୂଚାରୁରୂପେ ସମ୍ପାଦନ କରାଯିବ ସେ ନେଇ…

ଆରବିଆଇ ଦବ ଜରିମାନା

ନୂଆଦିଲ୍ଲୀ()  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ବଡ଼ ଘୋଷଣା । ଅଧିକାଂଶ ସମୟରେ ଏଟିଏମରେ ଟ୍ରାଞ୍ଜାକ୍ସନ ଫେଲ (transaction fail) ହୋଇଯାଇଥାଏ। ଯାହାଫଳରେ ଆକାଉଣ୍ଟରୁ ଟଙ୍କା ଡେବିଟ ହୋଇଯାଇଥାଏ। ଆକାଉଣ୍ଟରୁ ଡେବିଟ୍ ହୋଇଥିବା ଟଙ୍କା ଏଟିଏମରୁ ବାହାରି ନଥାଏ। ଗ୍ରାହକଙ୍କ ଏହି ସମସ୍ୟାକୁ…

୨୦୨୧ରେ ମହାକାଶକୁ ଯିବ ମଣିଷ

ଭୁବନେଶ୍ୱର() ଭୁବନେଶ୍ୱରରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ଶିବନ । ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇଛନ୍ତି ଶିବନ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍ଡ ମିଶନ କରି ଇତିହାସ ରଚିବ…

ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ () ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା । ନିର୍ବାଚନ କମିଶନ ଆଜି ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଇସ୍ତଫା ପରେ ଖାଲି ପଡିଥିବା ବିଜେପୁର ଆସନ ପାଇଁ ଅକ୍ଟୋବର 21ରେ ଭୋଟ ଗ୍ରହଣ ଓ 24ରେ ଗଣତି ହେବ ।…

ଅର୍ଥ ଅଭାବକୁ ନେଇ ଚିନ୍ତିତ ରହୁଛନ୍ତି କି ? ଚୁପଚାପ୍‌ କର୍ପୂରରେ କରନ୍ତୁ ଏହି କାମ, ଜଲଦି ମିଳିବ ଫାଇଦା

କର୍ପୂରରେ ରହିଛି ଅନେକ ଚମତ୍କାରୀ ଫାଇଦା। ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରା ଯାଇଥାଏ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ…

ଆସନ୍ତୁ ଜାଣିବା, ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଓ ମକର-କୁମ୍ଭ ରାଶିଙ୍କ ସ୍ୱାମୀ ଅଟନ୍ତି। ପ୍ରତ୍ୟେକ ଶନିବାର ତେଲ ଦାନ କରିବା ଦ୍ୱାରା ଶନିଙ୍କ ବିଶେଷଙ୍କ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା….…

ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ : ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ ଗ୍ଲାମରସ୍‌ ଲୁକ୍‌ର କିଛି ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହି ଫଟୋକୁ ନେଇ ପୁଣି ଥରେ ଦୀପିକା ମା’ ହେବାକୁ…