ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ବଲିଉଡ଼ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇବାରେ ବ୍ୟସ୍ତ। ସିଙ୍ଘମ୍ ଫିଲ୍ମ ଜରିଆରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା କାଜଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଗ୍ରାର ତାଜମହଲ ସାମ୍ନାରେ ଉଠାଯାଇଛି।…