Odia News Portal
Monthly Archives

September 2019

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି, ସବୁବେଳେ ପାର୍ଲର ଯିବା ଦରକାର ନାହିଁ, ଏହି ଛୋଟ ଛୋଟ କଥାରେ ଲୁଚିରହିଥାଏ…

ଭୁବନେଶ୍ବର : ଏମିତି କିଏ ଅଛନ୍ତି, ଯିଏ ସୁନ୍ଦର ଦେଖାଯିବାକୁ ଚାହାଁନ୍ତିନି। କଲେଜ ପଢ଼ୁଆ ଯୁବତୀ ହୁଅନ୍ତୁ କି, କର୍ମଜୀବୀ ମହିଳା କିମ୍ବା ଗୃହିଣୀ, ସମସ୍ତେ ସୁନ୍ଦର ଦେଖାଯିବାକୁ କିଛି ନା କିଛି ଉପାୟ ଅବଲମ୍ବନ କରନ୍ତି। କୁହାଯାଏ, ବ୍ୟକ୍ତିର ସୁନ୍ଦରତା ହିଁ ତା’ର ଆତ୍ମବିଶ୍ୱାସକୁ ବଢ଼ାଇଥାଏ।…

ଫନି ପ୍ରଭାବିତ ଡ଼ଙ୍ଗା ମାଲିକମାନଙ୍କୁ ଆର୍ଥିକ ସହାୟତା

ପୁରୀ : ମାର୍ଚ୍ଚ ୩ରେ ଛାତି ଥରା ବାତ୍ୟା ଫନିକୁ ସମ୍ମୁଖୀନ କରିଥିଲେ । ସମସ୍ତ ବର୍ଗର ଲୋକମାନେ ଏହି ଫନି ବାତ୍ୟାରେ ପୁରୀ ଜିଲା ସାତପଡ଼ା ଅଂଚଳରେ ବହୁତ ଖେତୀ ଘଟାଇଥିଲା । ସେମାନଙ୍କ ଭିତରେ ପ୍ରଯ୍ୟଟନଙ୍କ ପାଇଥିବା ଡ଼ଙ୍ଗା ମଧ୍ୟ ଖେତୀଗ୍ରସ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ…

ଆସିଲା ନୂଆ ଓଡ଼ିଶା ଏଫ୍‌ସିର ଲୋଗୋ

ଭୁବନେଶ୍ୱର : ଇଣ୍ଡିଆନ୍‌ ସୁପରଲିଗ୍‌ର ନୂଆ ଦଳ ଓଡ଼ିଶା ଏଫ୍‌ସି ଆଜି ତାର ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଖଚିତ ଚକ ସ୍ଥାନ ପାଇଛି । ରାଜ୍ୟ ସରକାର ଏବଂ ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏମ୍‌ଓୟୁ ପରେ ଓଡ଼ିଶା ଏଫ୍‌ସି…

ମାତ୍ର ୫ ମିନିଟିରେ ଏହି ଉପାୟରେ ସିଝାନ୍ତୁ ଆଳୁ

ଭୁବନେଶ୍ବର : ଆଳୁ ରୋଷେଇ ଘରର ପ୍ରମୁଖ ପରିବା ମଧ୍ୟରେ ଗଣା । ପ୍ରତ୍ୟେକ ଘରେ ଆଳୁର ଚାହିଦା ବେଶ ଅଧିକ। ପ୍ରତିଟି ତରକାରୀ ହେଉ ଅବା ଭଜା ଆମ୍ଭେମାନେ ଆଳୁକୁ ଖୋଜିଥାଉ । ଆଳୁ ପରଟା କରିବା ପାଇଁ ଆଳୁ ସିଝାଇବା ପାଇଁ ଯଦି ଆପଣଙ୍କ ପାଖରେ ଅଧିକ ସମୟ ନଥାଏ, ତେବେ ଏହି ଉପାୟ କରି ଜଲଦି ଆପଣ…

ତିନି କ୍ରିକେଟ୍‌ ବ୍ୟକ୍ତିତ୍ୱଙ୍କୁ ସରୋଜ ମହାସୁଆର ସ୍ମୃତି ସମ୍ମାନ

ଭୁବନେଶ୍ୱର : ରାଜ୍ୟର ପ୍ରତିଭା ସମ୍ପନ୍ନ ଯୁବ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ ସାମଲ ଏବ˚ ଦୁଇ ପ୍ରତିଷ୍ଠିତ ଅମ୍ପାୟାର ସତ୍ୟେନ୍ଦ୍ର ମୋହନ ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର ପୁରସ୍କୃତ । ଏମାନଙ୍କୁ ଚଳିତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଛି। ସରୋଜ ମହାସୁଆର…

କୋଟି କୋଟି ଟଙ୍କା ଆୟ କରୁଛନ୍ତି କପୁର ପରିବାରର ଏହି କନ୍ୟା, ଆସନ୍ତୁ ଜାଣିବା

ବମ୍ବେ : କପୁର ପରିବାର କନ୍ୟା ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ନାମ କମାଉଛନ୍ତି। କରିସ୍ମା ଓ କରୀନା ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିଣି ବଲିଉଡରେ ରାଜ କରୁଛନ୍ତି। କିନ୍ତୁ ଇଣ୍ଡଷ୍ଟ୍ରୀରୁ ଦୂରେଇ କପୁର ପରିବାରର ଆଉ ଜଣେ କନ୍ୟା ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ରହି କୋଟି କୋଟି ଟଙ୍କା ଆୟ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜିର ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଉଥିବାରୁ ଜମିଜମା ବିକ୍ରି ସକାଶେ ଯୋଜନା…

ଏକାଠି ହେଲେ ରାଜ୍ୟର କୁକୁଡ଼ା ଚାଷୀ, ଗଠନ ହେଲା ସଂଘ

ଭୁବନେଶ୍ୱର () ରାଜ୍ୟର ଅଣ୍ଡା ଶିଳ୍ପରେ ଗତ କିଛି ମାସ ଧରି ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲାବେଳେ ଏହାର ସଫଳ ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଲେୟାର୍ ଫାର୍ମର ଏକାଠି ହୋଇଛନ୍ତି । ଗତ କିଛି ମାସ ଧରି ଅଣ୍ଡା ଶିଳ୍ପରେ ଭୟଂକର ସ୍ଥିତି ଦେଖାଦେଇଛି । କୁକୁଡ଼ା ଖାଦ୍ୟ ଦର…

ଏନଏସୟୁଆଇରୁ ସସପେଣ୍ଡ ହେଲେ ଇତୀସ

ନୂଆଦିଲ୍ଲୀ : ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ତଥା କଂଗ୍ରେସର ଷ୍ଟୁଡେଣ୍ଟ ଓ୍ୱିଙ୍ଗ ଏନ୍‌ଏସ୍‌ୟୁଆଇର ଓଡିଶା ସଂଯୋଜକ ପଦରୁ ଇତିଶ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ଏନ୍‌ଏସ୍‌ୟୁଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି…

ବିବାହ ପରେ ନୁସରତଙ୍କୁ ପ୍ରଥମ ଥର ପାଇଁ ରୂପେଲି ପରଦାରେ ଦର୍ଶକ ଦେଖିବେ

ମୁମ୍ବାଇ : ଅଭିନୟରୁ ରାଜନୀତି ମୈଦାନରେ ପାଦ ଥାପିଥିବା ନୁସରତ ଜହାଁ ଏ​‌ବେ ଫିଲ୍ମରେ ଅଭିନୟ କରିବେ। ସାଂସଦ ହେବା ପରେ ନୁସରତ ପ୍ରଥମ ଫିଲ୍ମ ପାଇଁ ସାଇନ କରିଛନ୍ତି। ସାଂସଦ ହେବା ପୂର୍ବରୁ ତାଙ୍କ ଅଭିନୟ ମାଧ୍ୟରେ ଦର୍ଶକଙ୍କ ପାଖରେ ସେ ବେଶ ଲୋକପ୍ରିୟ ହୋଇ ପାରିଥିଲେ। ଏହି ଫିଲ୍ମର ସୁଟିଂ…