ଖପୁରୀ ନଥିବା କାରଣରୁ ସ୍କୁଲ ଯିବନି ଜଗା : ପ୍ରତାପ ଜେନା
କଟକ : ଜଗାର ହେବ ଖପୁରି ପ୍ରତି ରୋପଣ। ଏସସିବି ମେଡିକାଲ କଲେଜରେ ଜଗା ଓ କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି। ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ। ଜଗା ଖପୁରି…