Odia News Portal
Monthly Archives

September 2019

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌ : ପ୍ରଥମ ଟି-୨୦ ଧର୍ମଶାଳାରେ

ଧର୍ମଶାଳା : ଆଜି ଠାରୁ ଘରୋଇ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ ଭାରତୀୟ ଦଳ ।  ଏଠାରେ ଉଭୟ ଦଳ ଚଳିତ ସିରିଜ୍‌ର ପ୍ରଥମ ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବେ । ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଏଠାରେ ଦୀର୍ଘ ସମୟ ଧରି ନେଟ୍‌ ଅଭ୍ୟାସ କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌…

କ୍ୟାନସର ଏବଂ ମଧୁମେହ ରୋଗୀଙ୍କୁ ଫାଇଦା ଦେବ ଟମାଟର

ଭୁବନେଶ୍ୱର : ଟମାଟର ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପରିବା । ଭାରତୀୟ ବ୍ୟଞ୍ଜନରେ ଟମାଟର ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ଅସମ୍ଭବ। ଟମାଟରରେ ଅନେକ ଗୁଣକାରୀ ତତ୍ତ୍ୱ ରହିଛି, ଯାହା ରୋଗକୁ ଦୂର…

କମେଡି କିଙ୍ଗ୍‌ କପିଲ ଶର୍ମା ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି

ବମ୍ବେ : କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ ଛୁଟି ନେଇଛନ୍ତି। ବ୍ରେକ୍‌ ପୂର୍ବରୁ ସେ ଘୋଷଣା କରିଛନ୍ତି କି, ନଭେମ୍ବର ଏବଂ ଡିସେମ୍ବର ମଧ୍ୟଭାଗରେ ଏପିସୋଡ୍‌ ଶୁଟିଂ କିଛିଦିନ ପାଇଁ ବନ୍ଦ…

ପତ୍ନୀଙ୍କ ଏହି କାର୍ଯ୍ୟ ପତିଙ୍କୁ କରିଥାଏ ଭାଗ୍ୟବାନ

ଭୁବନେଶ୍ୱର : ହିନ୍ଦୁ ଶାସ୍ତ୍ରରେ ପତ୍ନୀଙ୍କୁ ପତିଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ଦମ୍ପତ୍ତିଙ୍କ ଭାଗ୍ୟ ପରସ୍ପର ସହ ଜଡ଼ିତ ବୋଲି ମଧ୍ୟ ମାନ୍ୟତା ରହିଛି। ତେଣୁ ବିବାହ ପରେ ବ୍ୟକ୍ତିଙ୍କ ଭାଗ୍ୟରେ ବହୁ ପରିବର୍ତ୍ତନ ଆସିଥାଏ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ…

‘ଆଧା ଭି ଜ୍ୟାଦା’ ଗୀତରେ ରୋମାନ୍ସରେ ବୁଡିଲେ ସନ୍ନିଙ୍କ ପୁଅ

ମୁମ୍ବାଇ : ବଲିଉଡ୍‌ ନାୟକ ସନ୍ନି ଦେଓଲଙ୍କ ପୁଅ କରନ ଦେଓଲ ଏବେ ରୋମାନ୍ସରେ ବୁଡି ରହିଥିବା ଦେଖିବାକୁ ମିଳିଛି। ସନ୍ନିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାଶ’ରେ କରନ ଡେବ୍ୟୁ କରୁଛନ୍ତି। ଏବେ ଏହାର ଏକ ଗୀତ ରିଲଜ୍‌ ହୋଇଥିବା ବେଳେ କରନ ନବାଗତା ସାହେର ବାମ୍ବାଙ୍କ ସହ ଖୁବ୍‌…

ଏହି ଅଭିନେତ୍ରୀ ମାନେ କମ ବୟସରୁ କୋଟିପତି, ଜାଣନ୍ତୁ କାହାର କେତେ ସମ୍ପତ୍ତି ..

ମୁମ୍ବାଇ : ବଲିଉଡରେ ଅଭିନେତ୍ରୀମାନେ ଅଭିନୟ ଓ ସୌନ୍ଦର୍ଯ୍ୟ ମାମଲାରେ କେହି କାହାଠୁ କମ ନୁହନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ କମ ବୟସରେ କୋଟିପତି ହୋଇଛନ୍ତି। ତେବେ ଏହି ଅଭିନେତ୍ରୀଙ୍କ ସମ୍ପତ୍ତି ଉପରେ ପକାନ୍ତୁ ନଜର । ନିକଟରେ ବଲିଉଡରେ…

୫ ରନ୍‌ରେ ବାଂଲାଦେଶକୁ ହରାଇ ଯୁବ ଭାରତୀୟ ଦଳ ଏସିଆ କପ୍‌ ଵିଜୟୀ

କଲମ୍ବୋ : ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ୧୯ ବର୍ଷରୁ କମ୍‌ କ୍ରିକେଟ ଏସିଆ କପ୍‌ ଜିତିଛି। ସ୍ଥାନୀୟ ଆର. ପ୍ରେମଦାସ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ ୫ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ…

କେଣ୍ଟୁକିରେ ମହମ୍ମଦ ଅଲିଙ୍କୁ ଭେଟିଲେ ଗାଭାସ୍କର

କେଣ୍ଟୁକି : ବର୍ତ୍ତମାନ ଆମେରିକାରେ ଥିବା ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଲୌଇସଭିଲେର କେଣ୍ଟୁକି ଗସ୍ତ କରିଛନ୍ତି। ସେଠାରେ ପୂର୍ବତନ ବକ୍ସିଂ କିମ୍ବଦନ୍ତୀ ମହମ୍ମଦ ଅଲି ଓ ତାଙ୍କ ପତ୍ନୀ ଲୋନିଙ୍କୁ ଭେଟିଛନ୍ତି ଗାଭାସ୍କର। ଏଥିସହିତ ଲୌଇସଭିଲେର ମେୟର ଗ୍ରେଗ ଫିଶ୍ଚରଙ୍କ…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଆଜି ଆକସ୍ମିକ ଭାବରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି। କଚେରି ମାମଲାରେ…

ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା : ସରକାରୀ କାର୍ଯ୍ୟ ଦିବସରେ ସରକାରୀ କାର୍ଯ୍ୟାଳୟରେ ଆଉ ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କର ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଛୁଟି ଦିନରେ ଜିଲ୍ଲାପାଳ ଉପସ୍ଥିତ ରହିଥିବାରୁ ଅନ୍ୟ ବିଭାଗର ଅଫିସରଠାରୁ କର୍ମଚାରୀ ପର୍ଯ୍ୟନ୍ତ…