ଜୋର ଜବରଦସ୍ତି ଚାନ୍ଦା ଆଦାୟ ପଡିଲା ମହଙ୍ଗା
ଜଳେଶ୍ୱର : ଲୋକ ନକଲି, କାମ ଅସଲି। ଏମ୍ଭିଆଇ ପରିଚୟ ଦେଇ ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଥିଲେ। ଧରାପଡ଼ିଲେ ୫ ନକଲି ଏମ୍ଭିଆଇ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଭିଯୋଗ ହୋଇଛି, ଲକ୍ଷ୍ମଣନାଥ ତନଖି ଫାଟଲ ନିକଟରେ ଏକ ପର୍ଯ୍ୟଟକ…