Odia News Portal
Monthly Archives

September 2019

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - କର୍ମ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ଏବଂ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତି ନେବେ। ଅ-ନାମାକ୍ଷର ବ୍ୟକ୍ତି ଅବହେଳା କାରଣରୁ ସ୍ବାସ୍ଥ୍ୟରେ ସାମାନ୍ୟ ବତିକ୍ରମ ଦେଖା ଦେଇପାରେ। ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ନାହିଁ। ପ୍ରଶାସନ, ଆଇନ ଅଦାଲତ, ସଭା ସମିତି ଓ…

ତାଲା ପକା ଘଟଣାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଲେଶ୍ୱର() ବାଲେଶ୍ୱରରେ ଜିଲ୍ଲାରେ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ଘଟଣାରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ ।ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତି ପ୍ରତିମା ମହାପାତ୍ରଙ୍କୁ ନିଲମ୍ବିତ କଲେ ବିଇଓ । ତେବେ ସ୍କୁଲ ଛୁଟି ହେବାର…

ମନ୍ତ୍ରୀଙ୍କ କଳାପଥର-ଧଳାପଥର ଡିଗ୍ରୀ ମହାବିଦ୍ୟାଳୟକୁ ସପ୍ରାଇଜ ଭିଜିଟ

ଭୁବନେଶ୍ୱର() ଆଜି ଅପରାହ୍ନ ୧ଟା ୪୦ ମିନିଟରେ କଟକ ଜିଲ୍ଲା ଅନ୍ତର୍ଗତ କଳାପଥର-ଧଳାପଥର ଡିଗ୍ରୀ ମହାବିଦ୍ୟାଳୟ କଳାପଥର କୃଷି ଓ କୃଷକ ସଶକ୍ତିକରଣ ,ମସô୍ୟ ଓ ପ୍ରାଣୀସଂପଦ ବିକାଶକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ଲାଗି ଇଣ୍ଡିଆ ଟିମ୍ ଘୋଷଣା

ନୂଆଦିଲ୍ଲୀ()  ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଅକ୍ଟୋବର ୨ରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ମ୍ୟାଚ୍ ର ଟେଷ୍ଟ ସିରିଜ୍ ଖେଳିବ। ଏଥିଲାଗି ପ୍ରଥମ ମ୍ୟାଚ୍ ଟି ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା…

ବଢିଲା ଗ୍ରହ ସଂଖ୍ୟା ,ବୈଜ୍ଞାନିକଙ୍କ ନୂଆଁ ସନ୍ଧାନ

ଭୁବନେଶ୍ବର () ସୌର ମଣ୍ଡଳ ବାହାରେ ବୈଜ୍ଞାନିକମାନେ ଆଉ ଏକ ଗ୍ରହକୁ ଆବିସ୍କାର କରିଛନ୍ତି ଯେଉଁଠି ରହିଛି ପାଣି । ଅର୍ଥାତ ଏହି ଗ୍ରହରେ ବି ପୃଥିବୀ ପୃଷ୍ଠ ଭଳି ଜୀବନ ଧାରଣ ସମ୍ଭବ । ଏଭଳି ଏକ ଆବିସ୍କାର ବୈଜ୍ଞାନିକଙ୍କ ପାଇଁ ଏକ ବଡ ଆବିସ୍କାର କହିଲେ ଭୁଲ ହେବନି । ପୃଥିବୀଠାରୁ ଦୁଇଗୁଣା…

ରାସ୍ତା ଭଲ ହେବାରୁ ଦୁର୍ଘଟଣା ବଢୁଛି : ଉପ ମୁଖ୍ୟମନ୍ତ୍ରୀ

ଭଲ ରାସ୍ତା ଯୋଗୁ ଦୁର୍ଘଟଣା ବଢୁଛି  ଏପରି ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜଲ । କାରଜଲ କହିଛନ୍ତି ଭଲ ରାସ୍ତା ଯୋଗୁ ବଡ଼ ଦୁର୍ଘଟଣା ଘଟୁଛି। କାରଣ ଭଲ ରାସ୍ତା ଯୋଗୁ ସମସ୍ତେ ଦ୍ରୁତ ଗତିରେ ଗାଡି ଚଳାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି। ବୁଧବାର…

ଏହି ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଅମିତାଭ

 ଲୋକପ୍ରିୟ ଟିଭି କ୍ୱିଜ୍‌ ଶୋ କୌନ ବନେଗା କରୋଡପତିର ହୋଷ୍ଟ କରିବା ସମୟରେ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା ସମୟରେ ଅମିତାଭ ବଚ୍ଚନ ତାଙ୍କ ଜୀବନରେ ଅନେକ ବହୁତ ମଜାଦାର ମୁହୂର୍ତ୍ତ ମନେ ପଡିଲା। ଗତ ଏପିସୋଡରେ ଅମିତାଭ ଏକ ତାଙ୍କର ଏକ ରାଜ୍‌ ଖୋଲିଥିଲେ। ସେ କହିଥିଲେ ଦିଲ୍ଲୀରେ ପଢ଼ୁଥିବା…

ଫେରାର ହେଲେ ବିଧାୟକ

ପାଟନା() ବିହାରର ଆରଜେଡି ବିଧାୟକ ଅରୁଣ ଯାଦବଙ୍କ ଗିରଫଦାରୀ ପାଇଁ ଓ୍ବାରେଣ୍ଟ ଜାରି ହୋଇଛି। ସେକ୍ସ ରାକେଟରେ ବିଧାୟକ ଅରୁଣ ଯାଦବଙ୍କ ସଂପୃକ୍ତି ଥିବା ନେଇ କୋର୍ଟରେ ପୀଡ଼ିତା ନାବାଳିକା ବୟାନ ଦେଇଥିଲେ। ଗିରଫଦାରୀ ଓ୍ବାରେଣ୍ଟ ଜାରି ହେବା ପରେ ବିଧାୟକ ଅରୁଣ ଯାଦବ ଅଣ୍ଡରଗ୍ରାଉଣ୍ଡ…

ଆପୋଲୋକୁ ୪ ସପ୍ତାହ ମହଲତ

 ଭୁବନେଶ୍ବର()  ଘରୋଇ ହସ୍ପିଟାଲ ଆପୋଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ୟ୍ୟନ୍ତ ଏହାକୁ କାର୍ୟ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅହିଂସା ମନ୍ତ୍ର

ଭୁବନେଶ୍ବର()  ଆସନ୍ତା ଅକ୍ଟୋବର ୨ରେ  ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକି ।ଛାତ୍ରଛାତ୍ରୀଙ୍କୁ ଗାନ୍ଧିଜୀଙ୍କ ମନ୍ତ୍ର ବିଷୟରେ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରୁଛନ୍ତି ।ରାଜ୍ୟର ୬୨ ଲକ୍ଷ ପିଲାଙ୍କୁ ଅହିଂସା ବାବଦରେ ଶିକ୍ଷା ଦିଆଯିବ । ସବୁ ପିଲା…