Odia News Portal
Monthly Archives

September 2019

ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର : ଆଜିଠୁ ତିନି ଦିନ ଧରି ନିସ୍ତାର ନାହିଁ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର, ପଶ୍ଚିମ ଓ ଦକ୍ଷିଁ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି…

କଟକରେ ପୁଣି ଏନକାଉଣ୍ଟର ..

କଟକ : କଟକରେ ପୁଣି ଏନକାଉଣ୍ଟର । ଗୁଳିମାଡ଼ରେ ଟିଟୋର ସହଯୋଗୀ ବୁଦ୍ଧିଆ ଦାସ ଆହତ । ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ SCBରେ ଭର୍ତ୍ତି କରାଯାଇଛି । ତା’ ନିକଟରୁ ପିସ୍ତଲ ସହ ୨ଟି ଗୁଳି ଜବତ କରାଯାଇଛି। ଆଜି ଭୋର ସମୟରେ ବୁଦ୍ଧିଆ ଜାତୀୟ ଆଇନ ବିଦ୍ୟାଳୟ ଦେଇ…

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଅନ୍ଦାଜ ଅନେକ ଦର୍ଶକଙ୍କୁ କରିଛି ପାଗଳ

ମୁମ୍ବାଇ : ବଲିଉଡର କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ପ୍ରଥମ ଥର ଦେଖିଲେ ହିଁ ଦର୍ଶକ ତାଙ୍କ ପ୍ରତି ଆକର୍ଷିତ ହୋଇଯାଆନ୍ତି। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଫିଲ୍ମି ଜଗତରେ ଅଧିକ ଚର୍ଚ୍ଚିତ ନଥିଲେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରେମିକ ଅଛନ୍ତି। ଦିବ୍ୟାଙ୍କ ସୌନ୍ଦର୍ଯ୍ୟ…

ସାହାସୀ ତାସିଫ, ସୋଆଇବ ଓ ଆବୁଲଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସେଦିନ ଥିଲା ଗଣେଷ ପୂଜା । ସେପ୍ଟେମ୍ବର ୨ ତାରିଖ । ଯାଜପୁର ସଡକପୁର ପ୍ରାଥମିକ ସ୍କୁଲରେ ପଡୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସିପଡି ବୁଡି ଯାଉଥିଲେ । ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ…

ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ନୂଆ ଆଇନ : ପ୍ରତାପ ଜେନା

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଆଇନ ଖୁବଶୀଘ୍ର ପ୍ରଣୟନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ପୁରୀର ଶ୍ରୀମନ୍ଦିର ସହ ସମସାମୟିକ ହୋଇଥିବାରୁ ଏପରି ଆଇନ…

ଟ୍ରାଫିକ୍‌ ସଚେତନତା ଅଭିଯାନ : ଲାଠି, ଚକଲେଟ୍‌ ପରେ ହେଲମେଟ

ଭୁବନେଶ୍ୱର : ୩ ମାସର ମହଲତ ପରେ ଆରମ୍ଭ ହୋଇଛି ଟ୍ରାଫିକ୍‌ ସଚେତନ ଅଭିଯାନ । କଟକରେ ଗୋଲାପ ଓ ଚକୋଲେଟ୍‌, ଭୁବନେଶ୍ୱରରେ ହେଲମେଟ୍‌ ଦେଇ ସଚେତନା କରଯାଇଛି । ଆଜି କମିଶନରେଟ ପୋଲିସ ପକ୍ଷରୁ ଟୁଇନସିଟିରେ ଲୋକଙ୍କୁ ଏଭଳି ଅଭିନବ ଉପାୟରେ ଟ୍ରାଫିକ ନିୟମ ବୁଝାଯାଇଛି । ଲାଠି, ଚକଲେଟ୍‌ ପରେ…

ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ : ବେବିନା ମହାନ୍ତି

ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ବିରୋଧରେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜିର ମକର ରାଶିସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ସ୍ବାଭାବିକ ରଖିବ। କିନ୍ତୁ ଷଷ୍ଠଭାବସ୍ଥ ଶୁକ୍ର ନୀଚସ୍ଥ ଯୋଗୁ ଆର୍ଥିକ ସ୍ଥିତି ବିଗିଡିଯାଇପାରେ, କିନ୍ତୁ ଋଣ ଜରିଆରେ ଟଙ୍କା ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ,…

ପେଟ୍ରୋଲ,ଡିଜେଲ, ମଦ ଦର ବୃଦ୍ଧିକୁ ହଁ, ଦୁଗ୍ଧ ଦର ବୃଦ୍ଧିକୁ ନାଁ

ଭୁବନେଶ୍ବର () ନିଆଁ ବାଣ ହୋଇଛନ୍ତି ରାଜ୍ୟର ଦୁଗ୍ଧ ଚାଷୀ । ଘରୋଇ ଦୁଗ୍ଧ କମ୍ପାନୀ ନିୟମିତ ଭାବେ ଦର ବଢାଉଥିବା ବେଳେ ସରକାରୀ ସଂସ୍ଥା ଓମଫେଡ କାହିଁକି ହାତବାନ୍ଧି ବସିଛି । ଗୋ ଚାର ଦର ବଢିଛି, ଗାଡିଘୋଡା ଦର ବି ବଢିଛି, ଦୈନନ୍ଦିନ ସାମଗ୍ରୀର ଦର ବି ବଢୁଛି । ଏଭଳିସ୍ଥିତିରେ ଦୁଗ୍ଧ…

ଏଣିକି ଟ୍ରେନରେ ମିଳିବ ୫୦ ଟଙ୍କାର ଖାଦ୍ୟ

ଏଣିକି ୫୦ ଟଙ୍କାରେ ରେଳବାଇ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଯୋଗାଇଦେବ । ଆଉ ସବୁଠାରୁ ବଡ କଥା ହେଉଛି, ନୂତନ କ୍ୟାଟରିଙ୍ଗ ନୀତିରେ ବିଭିନ୍ନ ଅଂଚଳର ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ । ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରେ ରାଜମା-ଭାତ, ଡାଲି-ଭାତ,…