Odia News Portal
Monthly Archives

September 2019

ସରକାରଙ୍କ ପିଠିରେ ଲାଉ ହେଉଛନ୍ତି ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପିଠିରେ ଏବେ ଲାଉ ହୋଇ ଫାଇଦା ଉଠାଇବାକୁ ଅନେକ ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥା ଲାଗି ପଡିଛନ୍ତି । ସରକାର ଦିନ ରାତି ଏକ କରି ଯେଉଁ ସଫଳତା ହାସଲ କରୁଛନ୍ତି ସେଥିରେ ସେମାନଙ୍କ ଭାଗିଦାରୀ ରହିଥିବା ପ୍ରଚାର କରିବା ସହିତ ମବୀ ଓ ସରକାରୀ ଅଧିକାରୀଙ୍କ ସହ ଫଟୋ…

ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ

ଭଦ୍ରକ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ୨ ନାବାଳଙ୍କ ଜୀବନ। ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥରେ ସାଇକେଲକୁ ଧକ୍କା ଦେଇ କାର୍‌ ଚାଳକ ଫେରାର। ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭଦ୍ରକ ଶିଶୁ ମନ୍ଦିରର ଛାତ୍ର ସୁମିତ ସାହୁ। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ନାବାଳକ ଦୁଇ ଜଣ…

ଦୁର୍ଦ୍ଦାନ୍ତ ଅପରାଧୀ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଖାଁ ଗୁରୁତର

ପୁରୀ : ପୁରୀ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁଇ ଅପରାଧୀ ହେଲେ ବିଶ୍ବରଞ୍ଜନ ସାହୁ ଓ ଟିକି ଖାନ୍‌ । ସୂଚନାଯୋଗ୍ୟ ଯେ, ପୁରୀ ବାଶେଳୀସାହି ଥାନା…

ସମ୍ବଲପୁରରେ ଏନ୍‌କାଉଣ୍ଟର : ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌ ଆହତ

ସମ୍ବଲପୁର : ସମ୍ବଲପୁରରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌। ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ଧନୁପାଲି ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ମିଳିତ ଭାବେ ଏନ୍‌କାଉଣ୍ଟର କରିଥିଲା। ତାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ…

କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ ହକି କ୍ୱାଲିଫାୟର୍ ଡ୍ର

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଟିମକୁ ସୋମବାର ଟୋକିଓ ଅଲିମ୍ପିକ୍ କ୍ୱାଲିଫାୟରର ଅନ୍ତିମ ପର୍ଯ୍ୟାୟ ପାଇଁ ସହଜ ଡ୍ର’ ମିଳିଛି। ଭାରତ କ୍ୱାଲିଫାୟରରେ ଦୁର୍ବଳ ରୁଷ୍ ଟିମକୁ ଭେଟିବ । ସେହିପରି ମହିଳା ଟିମ୍ କ୍ୱାଲିଫାୟରରେ ଆମେରିକାକୁ ଭେଟିବ। ଟୋକିଓ କ୍ରୀଡ଼ାରେ ସ୍ଥାନ ହାସଲ କରିବା ପାଇଁ…

ଜନ୍ମମାସ କୁହେ ବ୍ୟକ୍ତି କେତେ ରୋମାଣ୍ଟିକ୍‌

ଜନ୍ମମାସ ଓ ରାଶିରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ବିଷୟରେ କିଛି ସୂଚନା ମିଳିଥାଏ। ତେବେ ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତିଙ୍କ ପାଖରେ ରହିଛି କିଛି ବିଶେଷତ୍ୱ। ଏମାନେ ଅନ୍ୟମାନଙ୍କଠାରୁ ଟିକେ ଭିନ୍ନ କାରଣ ଏମାନେ ଅଧିକ ରୋମାଣ୍ଟିକ୍‌। - ଜୁଲାଇ ମାସରେ ଜନ୍ମ ନେଇଥିବା ବ୍ୟକ୍ତି ସବୁକାମ…

‘ମୃତ୍ୟୁ ଘାଟି’ ପାଲଟିଛି କେନ୍ଦ୍ରାପଡା – ଇନ୍ଦୁପୁର ରାସ୍ତା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା-ଇନ୍ଦୁପୁର ମୁଖ୍ୟ ରାସ୍ତା । ଏଇ ରାସ୍ତାରେ ପଥଚାରୀଙ୍କୁ ଅପେକ୍ଷା କରି ବସିଥାଏ ମୃତ୍ୟୁ । ୧୨ କିଲୋମିଟରର ଏହି ରାସ୍ତା ସାରା ବଡବଡ ଖାଲ ଖମା । ବର୍ଷା ପୂର୍ବରୁ ଏ ନେଇ ନ୍ୟୁଜ୍ ୭ ରେ ଖବର ପ୍ରସାରଣ  ହୋଇଥିଲା । କିନ୍ତୁ ସମସ୍ୟାର ସମାଧାନ ହୋଇନି । ଆଉ…

ଆସିଲାଣି ଆମ୍ବୁଲାନ୍ସ, ନେଲେ ଏହି ପରି …

ରାୟଗଡ଼ା : ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ବୋହି ବୃଦ୍ଧା ରୋଗୀଙ୍କୁ ନାଳ ଡିଆଁଇ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକେ। ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଗୁଡାରୀ ବ୍ଲକର ଶିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସୁଳିପଡା ଗ୍ରାମରେ। ଏହି ଗ୍ରାମର ରୁମେସି ଜାଗାରାଙ୍ଗା ଗତ ସପ୍ତାହେ ଧରି ଜ୍ବରରେ…

ଘରେ ବାସନ ଚମକାଇବାର ସରଳ ଉପାୟ

ସାଧାରଣତଃ ସବୁ ଗୃହିଣୀମାନେ ତାଙ୍କ ରୋଷେଇଘରର ବାସନକୁ ସର୍ବଦା ଚିକ୍‌ଚିକ୍‌ ଓ ସୁନ୍ଦର କରି ରଖିବାକୁ ଚାହାନ୍ତି। ଆଉ ଯଦି ବାସନରେ ଟିକେ ଦାଗ ହୋଇଯାଏ ତାହେଲେ ତାକୁ ଘଷି ଘଷି ସେମାନେ ନାକେଦମ୍ ହୋଇଯାଆନ୍ତି। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାଦ୍ବାରା ବିନା କୌଣସି ପରିଶ୍ରମରେ ଆପଣଙ୍କ…

ପୋଲାର୍ଡ ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟି-୨୦ କ୍ୟାପଟେନ୍

ନୂଆଦିଲ୍ଲୀ : ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଏହା ପରେ ଭାରତ ବିପକ୍ଷରେ କ୍ଲିନସୁଇପ୍ ହେବା ପରେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଜେସନ୍ ହୋଲ୍ଡରଙ୍କୁ ଦିନିକିଆ ଏବଂ କାର୍ଲସ୍ ବ୍ରାଥୱେଟଙ୍କୁ ଟି-୨୦ କ୍ୟାପଟେନ୍ ପଦରୁ ବହିଷ୍କାର କରିଦେଇଛି।…