Odia News Portal
Monthly Archives

September 2019

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପୂଜାପାଠରେ ଆପଣଙ୍କ ମନ ଅଧିକଲାଗିରହିବ।ଜୀବନରେସକାରାତ୍ମକ ପରିବର୍ତ୍ତନ ଆସିବ।ବ୍ୟବସାୟିକକାର୍ଯ୍ୟଲାଗି ଭଲ ଦିନଟିଏ। ଆପଣଙ୍କୁକୌଣସିମହତ୍ୱପୂର୍ଣ୍ଣସମାଚାରମିଳିବ।ପ୍ରେମରେସଫଳହେବେ।ଶୁଭରଙ୍ଗବାଦାମୀ। ଶୁଭ ଅଙ୍କ ୧। ବୃଷ - କାମ ପ୍ରତି ଆପଣଙ୍କର ପରିଶ୍ରମ ଆଗକୁଲାଭ ଦେବ।…

ଭକ୍ତ ଏବେ ଦେଖିବେ ପୁରୀ ବଡଦାଣ୍ଡର ପ୍ରକୃତ ଚେହେରା

ପୁରୀ () ବଡ ଠାକୁରଙ୍କ ବଡ ଦାଣ୍ଡ ଓ ସବୁଠାରୁ ବଡ ରଥ । ଲକ୍ଷ ଲକ୍ଷ ଭକ୍ତ ବିନା ଦଳଚକଟାରେ ଛିଡା ହୋଇ ତିନି ଠାକୁରଙ୍କ ରଥଯାତ୍ରା ଦେଖିବାରେ ଆଉ ସମସ୍ୟା ହେବନି । ରଥରେ ଶ୍ରୀଜିଉମାନଙ୍କ ଦର୍ଶନରେ ବି ହେବନି ଅସୁବିଧା । ଧିରେ ଧିରେ ଏମିତି ଏକ ପରିବେଶ ସୃଷ୍ଟି ହେବାରେ ଲାଗିଛି ।  ଶତାବ୍ଦୀ…

ଓହରିଲା ‘ଇସ୍କନ’

ଲୁଧିଆନା ସ୍ଥିତ ଇସ୍କନ ମନ୍ଦିର ନଭେମ୍ବର ମାସରେ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।ଏହା ବିରୋଧରେ ପୁରୀ ଓ ରାଉରକେଲାରେ ମାମଲା ଦାୟର ହୋଇଛି । ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି…

ରାନୁ ମଣ୍ଡଳଙ୍କ ପରେ ଭାନୁ ମଣ୍ଡଳ

ସୋସିଆଲ୍ ମିଡ଼ିଆ ଯୋଗୁ ଏବେ ମୁମ୍ବାଇରେ ପରିଚିତି ହାସଲ କରିଛନ୍ତି। ରାନୁ ମଣ୍ଡଳ ହେଉଛନ୍ତି ସେହି ମହିଳା ଯିଏ ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେସନ୍ରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ହେଲେ ଏବେ ଭାନୁ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଗୀତ ଭାଇରାଲ ହେବାରେ…

“ଆସ ଶିଖିବା” ର ଶୁଭାରମ୍ଭ

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବସ୍ତି ଅଂଚଳରେ ରହୁଥିବା ଛୋଟ ପିଲାମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ସ୍ବେଛାସେବୀ ମାନଙ୍କ ସହାୟତାରେ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରୀତିନନ୍ଦା ରାଉତରାୟ । ଏଇ କାର୍ଯ୍ୟକ୍ରମର ଅୟମାରମ୍ଭ ନେଇ ଆଜି ଚନ୍ଦ୍ରଶେଖରପୁରରେ ପ୍ରାଥମିକ ସଭା…

ବଡ଼ ଭଉଣୀ ଲତାଙ୍କ ସଚିବଙ୍କୁ ବାହା ହୋଇଥିଲେ ଆସା, ଜାଣନ୍ତୁ

ମୁମ୍ବାଇ ()  ବଲିଉଡର ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।୧୬ ବର୍ଷ ବୟସରେ ବଡ଼ ଭଉଣୀ ଲତା ମଙ୍ଗେସକରଙ୍କ ସଚିବ ଗଣପତ ରାଓଙ୍କ ପ୍ରେମରେ ପଡିଥିଲେ ଆଶା ଭୋଁସଲେ। ଆଉ ଗଣପତ ଥିଲେ ତାଙ୍କ ଦୁଇଗୁଣା ବୟସର। ଗଣପତ ଲତାଙ୍କର ବ୍ୟକ୍ତିଗତ ସଚିବ ଥିଲେ।ପ୍ରେମ…

ତିନି ଦିନରେ ୩୬ କୋଟି

ମୁମ୍ବାଇ() ବକ୍ସ ଅଫିସ୍ରେ ଧମାଲ କରୁଛି ଫିଲ୍ମ ‘ଛିଛୋର’। ତିନି ଦିନରେ ପାଖାପାଖି ୩୬ କୋଟି ଆୟ କରିସାରିଲାଣି।ଫିଲ୍ମ ‘ଛିଛୋର’ରେ ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବ୍ବର, ନବୀନ ପୋଲିସେଟ୍ଟୀ ଓ ତାହିର୍ ରାଜ୍ ଭସିନ୍ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ…

ଫିକ୍ସ ଡିପୋଜିଟ ଉପରୁ ସୁଧ ହାର କମାଇବ ଏସବିଆଇ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଓ ବଡ ଘୋଷଣା । ଜମା ଓ ଋଣ ଉପରୁ ସୁଧ ହାର କମାଇବାକୁ ନିଷ୍ପତ୍ତି ନେଇଛି ଏସବିଆଇ । ବାର୍ଷିକ ମାର୍ଜିନାଲ ଲେଣ୍ଡିଙ୍ଗ ରେଟ୍ ବା ଏମସିଏଲଆର ୮ଦଶମିକ୍ ଦୁଇ ପାଂଚ ପ୍ରତିଶତରୁ କମାଇ ୮ଦଶମିକ ଏକ ପାଂଚ ପ୍ରତିଶତ ହେବ । ସୁଧ ହାର ହ୍ରାସ ପାଇବା ଦ୍ୱାରା…

ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର()  ଭାରତର ଆର୍ଥିକ ମାନ୍ଦାବସ୍ଥା ସ୍ୱୀକାର କଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା । ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । କିନ୍ତୁ ଭାରତରେ ଏହାର ପ୍ରଭାବ ସବୁଠାରୁ କମ୍ ପଡିଛି । ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି…

ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା

ନୂଆଦିଲ୍ଲୀ()  ଏଣିକି ବିଜୁଳି କଟିଲେ ଜନତାଙ୍କୁ ମିଳିବ ଜରିମନା । ଆଉ ଜନତାଙ୍କୁ ଏହି ଜରିମନା ଦେବ ବିଦ୍ୟୁତ ବିତରଣକାରୀ ସଂସ୍ଥା । ତେବେ ଆଗାମୀଦିନରେ ସପ୍ତାହକ ୭ ଦିନ ଯାଏଁ ଲୋକଙ୍କୁ ୨୪ ଘଂଟିଆ ବିଜୁଳି ସେବା ମିଳିବ । ଯଦି ଏହି ସମୟରେ ବିଦ୍ୟୁଟ୍ କାଟ ହୁଏ ତେବେ ଆପଣଙ୍କୁ ଏଥିପାଇଁ…