Odia News Portal
Monthly Archives

September 2019

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି, ଆସନ୍ତୁ ଜାଣିବା ..

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ । ଏହା ଡାଇବେଟିସ୍‌ ରୋଗରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଖଜୁରୀ ପାଣି ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରିଥାଏ। ବ୍ଲଡ଼…

ନୂଆ ରିଲିଜ୍‍ ତାରିଖ ସହ ସାମ୍ନାକୁ ଆସିଲା ‘ମରଜାୱାଁ’ର ଆଉ ଏକ ପୋଷ୍ଟର

ମୁମ୍ବଇ : ରିତେଶ ଦେଶମୁଖ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମରଜାୱାଁ’ର ପରିବର୍ତ୍ତିତ ରିଲିଜ୍‍ ତାରିଖ ସହ ନୂଆ ପୋଷ୍ଟର ଶୁକ୍ରବାର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୮ ନଭେମ୍ବରରେ ପରଦାକୁ ଆସିବ। ପୂର୍ବରୁ ଏହା ୨୨ ନଭେମ୍ବରରେ ମୁକ୍ତିଲାଭ କରିବାର…

ବିସିସିଆଇକୁ ନିଃସର୍ତ୍ତ କ୍ଷମା ମାଗିଲେ କାର୍ତ୍ତିକ, କ’ଣ ପାଇଁ ଜାଣନ୍ତୁ ..

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳରୁ ବାଦ୍ ପଡ଼ିଥିବା ଦିନେଶ କାର୍ତ୍ତିକ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍) ମ୍ୟାଚ୍ ବେଳେ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଡ୍ରେସିଂ ରୁମରେ ମ୍ୟାଚ୍ ଦେଖି ବିସିସିଆଇର କେନ୍ଦ୍ରୀୟ ଚୁକ୍ତିର ଉଲ୍ଲଙ୍ଘନ କରିବା କାରଣରୁ ବୋର୍ଡ ନିକଟରେ ନିଃସର୍ତ୍ତ କ୍ଷମା…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ ଆଜି ଚତୁର୍ଥଭାବରୁ ଚନ୍ଦ୍ର ଷଷ୍ଠଭାବସ୍ଥ ଯୋଗୁ ଆପଣ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପକୃତ ହେବେ। କିନ୍ତୁ ଲୋକସମ୍ପର୍କ କ୍ଷୁଣ୍ଣହେବା ସହ ପାରିବାରିକ ମତପାର୍ଥକ୍ୟ ତୀବ୍ରତର ହୋଇପାରେ। ଶୁକ୍ରଙ୍କ ପ୍ରଭାବରୁ ଯାନବାହନ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ଲାଭରୁ ଖୁସୀ ହୋଇପାରନ୍ତି।…

ନବୀନଙ୍କ ଦୃଢୋକ୍ତି : ଆମେ ପଢିଵୁ, ଆମେ ବଢିବୁ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ବିଶ୍ବ ସାକ୍ଷରତା ଦିବସରେ ଶିକ୍ଷାକୁ ନେଇ ରହିଥିବା ଆହ୍ୱାନର ସମାଧାନ କରାଯିବ ବୋଲି ପୁଣି ଥରେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ଭାଷାଗତ ବିଭେଦତାକୁ ଗ୍ରହଣ କରାଯିବ, ଯାହାଦ୍ୱାରା ଲୋକେ ସଶକ୍ତ ହେବେ । ବିଶ୍ବ ସାକ୍ଷରତା ଦିବସରେ…

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ବିରୋଧ, ପୁରୀ ସିଂହଦ୍ବାର ଥାନାରେ ଏତଲା

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ଆଷାଢ଼ ମାସ ଶୁଳ୍କଳ ଦୁତୀୟା ତିଥିରେ ଅନୁଷ୍ଠିତ ହେଉଥିବାବେଳେ। କିନ୍ତୁ ମିଳିଥିବାସୂଚନା ଅନୁସାରେ ଇସ୍କନର ପଞ୍ଜାବ ଲୁଧିଆନାର ମୁଖ୍ୟ ଅମିତ ଗାରଦ ପାଳନ କରିବାକୁ ଯାଉଛନ୍ତି ନଭେମ୍ବର ୨୭ରେ ରଥଯାତ୍ରା। ଏହି ଘଟଣାକୁ ବିରୋଧ କରି ପୁରୀ ଜଗନ୍ନାଥ ସେନା ଓ ସଚେତନ…

ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

ବ୍ରହ୍ମପୁର :  ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଙ୍କ ଉପାନ୍ତ ଅଞ୍ଚଳ ଗସ୍ତ ।  ପାତ୍ରପୁର ବ୍ଳକ୍ ଆଙ୍କୁଲି ପଞ୍ଚାୟତର ୬ଟି ଗାଆଁ ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ଏହି ଯୁବ ଅଧିକାରୀ ।   ବ୍ରହ୍ମପୁର ଉପଜିଲ୍ଲାପାଳ ଏଲଗଲ,  ବେହେରାପୁଟ୍,…

ରାଜଧାନୀ ଶାନ୍ତି କମିଟିର ଶାନ୍ତିପ୍ରତିଷ୍ଠା ପାଇଁ ବୈଠକ

ଭୁବନେଶ୍ୱର : ରାଜଧାନୀ ଶାନ୍ତି କମିଟି ତରଫରୁ ଆଗାମୀ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ମୁରବୀମାନେ…

ନାବାଳିକାଙ୍କୁ ଅସଦାଚରଣ କରି ପୋଲିସ କର୍ମଚାରୀ ହଟହଟା

ବାରିପଦା : ବାରିପଦାରେ ନାବାଳିକାଙ୍କୁ ଅସଦାଚରଣ କରି ଜଣେ ୫୫ବର୍ଷ ବୟସ୍କ ପୋଲିସ କର୍ମଚାରୀ ହୋଇଛନ୍ତି ହଟହଟା ହୋଇଛନ୍ତି । ରସିକିଆ ପୋଲିସକୁ ଲୋକେ ଧରି ମଝି ରାସ୍ତାରେ ବାନ୍ଧି ପକାଇଲେ ଗ୍ରାମବାସୀ। ସୂଚନାଯୋଗ୍ୟ ଯେ, ବାରିପଦା ରିଜର୍ଭ ପୋଲିସର ୪ର୍ଥ ଶ୍ରେଣୀ କର୍ମଚାରୀ ଜହରଲାଲ ବେହେରା…

ମହିଳାଙ୍କୁ କେବେ ମିଳିବ ଇନ୍ଦିରା ଆବାସ ?

ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା କୋଟଗଡ ବ୍ଲକ ଅଧୀନସ୍ଥ ମାଦାଗୁଡ଼ା ଗ୍ରାମ ପଞ୍ଚାୟତର ଦୁରିଂପୋଡି ଗ୍ରାମ । ଏହି ଗ୍ରାମରେ ରାଜନ୍ତି ମଲିକ ନାମକ ଜଣେ ବିଧବା ମହିଳା ପରିବାର ସହ ବସବାସ କରନ୍ତି । ପାଖପାଖି ୧୮ ବର୍ଷ ପୂର୍ବେ ରାଜନ୍ତି ମଳିକଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟି ଥିଲା । ଦିନ ମଜୁରୀ…