Odia News Portal
Monthly Archives

September 2019

ଉଚ୍ଛେଦ ପରେ ବଡଦାଣ୍ଡର ଦୃଶ୍ୟ , ଦେଖନ୍ତୁ

ଉଚ୍ଛେଦ ପରେ ଏବେ ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର । ଜଗନ୍ନାଥ ମନ୍ଦିରର ଏଭଳି ସୁନ୍ଦରତା ହୁଏତ ପୂର୍ବରୁ କେବେ ଦେଖିନଥିବେ । ଦେଖନ୍ତୁ 1- ଉଚ୍ଛେଦ ପରେ ଶ୍ରୀକ୍ଷେତ୍ର 2- ବଡଦାଣ୍ଡ ଆଉ ବଡମନ୍ଦିର

ଇସ୍ତଫା ଦେଲେ ଆଉ ଜଣେ ଆଇଏସ ଅଫିସର

ଭୁବନେଶ୍ବର () ଦକ୍ଷୀଣ କାଣ୍ଡିର ଉପ-କମିଶନର ଏସ.ଶଶିକାନ୍ତ ସେନଥିଲ ଆଜି ଆଇଏସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ନେଇଥିବା ଏହି ଅଧିକାରୀ ଏକ ଖୋଲା ଚିଠିରେ ଲେଖିଛନ୍ତି ଯେ, ଅସାମ୍ବିଧାନିକ ଭାବେ ଗଣତନ୍ତ୍ରର ସାମ୍ବିଧିକ ବ୍ୟବସ୍ଥା ସହ ସାଲିସ କରି ହେବନି ।…

ମହାକାଶ ଯାତ୍ରା ବେଳେ କାହିଁକି ପିନ୍ଧନ୍ତି ଧଳା ପୋଷାକ, ଜାଣନ୍ତୁ …

ମହାକାଶକୁ ଯାତ୍ରା କରିବା ବେଳେ ମହାକାଶଚାରୀ ଧଳା ଓ କମଳା ରଙ୍ଗର ପୋଷାକ ପିନ୍ଧନ୍ତି । ହେଲେ ସେମାନଙ୍କ ପୋଷାକର ରଙ୍ଗ ଏପରି ହେବାର କାରଣ କ’ଣ? ଆସନ୍ତୁ ଜାଣିବା । ଅନ୍ତରୀକ୍ଷ ପୃଥିବୀ ନୁହେଁ । ଏଣୁ ମହାଅନ୍ଧକାର ଯୋଗୁ ଅନ୍ତରୀକ୍ଷ ଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଭାବେ ପୋଷାକ ପ୍ରସ୍ତୁତ…

୧୯ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର () ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଲଘୁଚାପର ରୂପ ନେଉଛି । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଟି ଜିଲ୍ଲାରେ ଏହାର ପ୍ରଭାବ ପଡିଵ। ଏହି ସବୁ ଜିଲ୍ଲାରେ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ୧୯ ଜିଲ୍ଲା…

ରିଲାଏନ୍ସ ଜିଓ ଆଣିଲା ନୂଆ ଅଫର

ରିଲାଏନ୍ସ କମ୍ପାନୀର ଜିଓ ଫାଇବର୍ ଲଞ୍ଚ୍ ର ଘୋଷଣା । ଦେଶର ୧୬୦୦ ସହରରେ ଲଞ୍ଚ୍ ହେବାର ଯୋଜନା ରହିଛି । ଜିଓ ଫାଇବର୍ ହେଉଛି ଏକ ବ୍ରଡବ୍ୟାଣ୍ଡ୍ ସେବା ଯାହା ୧୦୦ ଏମବିପିଏସ୍ ରୁ ଆରମ୍ଭ ହୋଇ ୧ ଜିବିପିଏସ୍ ପର୍ୟ୍ୟନ୍ତ ଯାଇଥାଏ । ଜିଓ ଦ୍ୱାରା କରାଯାଇଥିବା ଏହି ଘୋଷଣା ମୁତାବକ , ଜିଓ ଫାଇଭର୍…

ମଠ ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ସବ କମିଟି

ପୁରୀ() ପୁରୀରେ ମଠ ଗୁଡିକର ପୁନର୍ଗଠନ ଓ ପୁନରୁଦ୍ଧାର ପାଇଁ ମଠ ଉନ୍ନୟନ ସବକମିଟି ଗଠନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କି୍ରଷନ କୁମାର ସୂଚନା ଦେଇଛନ୍ତି । ଆଜି ପୁରୀ ଠାରେ ଗଜପତି ଦିବ୍ୟସିଂ ଦେବଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁÂିତ ହୋଇଥିଲା ।…

ଏଣିକି ମଦୁଆ ଡ୍ରାଇଭର ଗିରଫ ହେବେ

ଭୁବନେଶ୍ବର()   ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୋଲିସ ।ଆଜି ସନ୍ଧ୍ୟାରୁ ସବୁ ଟୋଲ୍ଗେଟ୍ରେ ଡ୍ରାଇଭରଙ୍କୁ ଯାଞ୍ଚ କରାଯିବ ଓ ସେମାନେ ମଦ ପିଇଛନ୍ତି କି ନାହିଁ, ତାହା ଦେଖାଯିବ। ଡିଜିପି ବିଜୟ କୁମାର ଶର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି…

ଆତଙ୍କୀଙ୍କ ଧ୍ୱଂସର ତାଣ୍ଡବରୁ ଶ୍ରୀମନ୍ଦିରକୁ ରକ୍ଷା କରିବାର ସମୟ

ଭୁବନେଶ୍ବର ()  ଦେଶର ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀଜଗନ୍ନାଥ ଧାମ । ଦୀର୍ଘ ଦଶନ୍ଧୀ ଧରି ଏହା ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପିଠ ଭାବେ ବିଶ୍ବସ୍ତରରେ ପରିଚିତ । ଦେଶ ବିଦେଶରୁ ଲକ୍ଷାଧିକ ଲୋକ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଶ୍ରୀଜଗନ୍ନାଥ ଧାମ ଓ…

ନୂଆ ଟ୍ରାଫିକ ନିୟମରେ କୋହଳ

ଭୁବନେଶ୍ବର()  ଗାଡିରେ ତିନି ଜଣ ବସି ଯାତ୍ରା କରିବା ପ୍ରସଙ୍ଗର ନୂଆ ନିୟମ । ଏନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ ।ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି , ଗୋଟିଏ ବାଇକରେ ବାପା , ମା ଏବଂ ଛୁଆ ଯାଇପାରିବେ । ଛୁଆର ବୟସ ୧୨ ବର୍ଷରୁ କମ୍ ହୋଇଥିଲେ ଲାଗିବନାହିଁ ତଣ୍ଡ । ପୋଲିସ୍…

ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ଜୋରିମାନା ଦେଇ ନ ପାରିବାରୁ ବନ୍ଧା ହେଲେ ଦୁଷ୍କର୍ମ କାରି ଘୁ. ଉଦୟଗିରି : କନ୍ଧମାଳ ଜିଲା ଅଧୀନସ୍ଥ ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି। ଏହା ସହ ଘଟଣାକୁ…