୪୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ
କଳାହାଣ୍ଡି : ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍ସ ।ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା ।କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ…
