Odia News Portal
Monthly Archives

September 2019

ମୁଣ୍ଡ ଟେକୁଛି ବିଶ୍ୱ ଐତିହ୍ୟ ସହର ପୁରୀ

ଭୁବନେଶ୍ବର ()  ରୂପାନ୍ତରିତ ପୂରୀରର ନୂଆ ରୂପ । ଏବେ ମାତ୍ର କିଛି ଅଞ୍ଚଳକୁ ସଫା କରାଯାଇଛି । ଶ୍ରୀମନ୍ଦିରକୁ ଜଗି ରହିଥିବା ସୁଉଚ୍ଚ ମେଘନାଦ ପ୍ରାଚୀର ଗର୍ବର ସହ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରସସ୍ତ ବଡଦାଣ୍ଡ ସାଙ୍ଗକୁ ଶ୍ରୀମନ୍ଦିରର ସ୍ପଷ୍ଟ ଚିତ୍ର ଦେଶର ଅନ୍ୟ ଉନ୍ନତ ସହରର ଭ୍ରମ…

ପାଠ ପଢାଇବା ନିଶାରେ ନଦୀ-ନାଳ ଡେଇଁ ଯାଉଛନ୍ତି ସ୍କୁଲ୍

କଥାରେ ଅଛି ଉପରବାଲା ଯାହା ନିଷ୍ପତି ନେଇଥାଏ ତାହାକୁ କେହି କେବେ ବଦଳେଇ ପାରିନଥାନ୍ତି। ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ସୁକୁମା ଜିଲ୍ଲାର ମାଝିଡୀହ ଶାସକୀୟ ମାଧ୍ଯମିକ ପାଠଶାଳାରେ ପଦସ୍ଥ ଶିକ୍ଷକ ସନ୍ଦୀପ ଭଦୌରିୟାଙ୍କ ବିଷୟରେ କହିବାକୁ ଯାଉଛୁ। ୨୧ ବର୍ଷ ଚାକିରୀ କରିବା ପରେ ଦୁର୍ଭାଗ୍ଯ ବସତଃ…

ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଆହତ

ଭୁବନେଶ୍ବର : ରାଜଧାନୀରେ ପୁଣି ପୋଲିସର ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ କଳିଙ୍ଗନଗର ଅଞ୍ଚଳରେ କମିଶନରେଟ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଆହତ ହୋଇଛି । ସୁଶାନ୍ତର ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ…

ରମେଶ ସାଏଙ୍କ କାନ୍ଧରେ ଶବ, ବୋହି ନେଲେ ଶ୍ମଶାନ

ଆଠମଲ୍ଲିକ : ଆଠମଲ୍ଲିକ ବିଧାୟକ ରମେଶ ସାଏ, ଶବ କାନ୍ଧରେ ବୋହିନେଇ ଶ୍ମଶାନ ଯାଇଥିବାରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଭଲକରି ଦେଖନ୍ତୁ ଏହି ଫଟୋକୁ, ନୀଳ ଗଞ୍ଜି ପିନ୍ଧିଥିବା ବ୍ୟକ୍ତି ଜଣକ ହେଉଛନ୍ତି ରମେଶ ସାଏ। ସେ ଠାକୁରଗଡ଼ ଅଞ୍ଚଳର ଜଣେ ସମାଜସେବୀ ଖଗେଶ୍ବର ଜେନାଙ୍କ ଶବକୁ ନିଜ…

ବଲିଉଡ ସୁପରଷ୍ଟାର ବରୁଣ ଧଓ୍ବନଙ୍କ ଝିଆରୀ ଏବେ ଚର୍ଚ୍ଚାରେ

ମୁମ୍ବାଇ : ବରୁଣ ଧଓ୍ବନ ଜଣେ ସଫଳ ଭାରତୀୟ ଅଭିନେତା। ଆଫତାବ ମନସୁରୀଙ୍କ ଯୋଗୁଁ ବରୁଣ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବରୁଣ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା। କିନ୍ତୁ ସେ…

ଫାଇନ୍‍ ପଛରେ ପୁଲିସ୍‍ ! ନିଶାବେପାରୀ ଓ ଚୋରଙ୍କ ପୁଷମାସ

ଭୁବନେଶ୍ୱର : କମିଶନରରେଟ ପୁଲିସ୍‍ ଏବେ ଗାଡି ମୋଟର ପଛରେ ପଡିଥିବାବେଳ ରାଜଧାନୀର ଚୋର ଓ ନିଶାଡିମାନେ କୁରୁଳୁଛନ୍ତି । ଯଦି ପୁଲିସ୍‍ ବାବୁମାନେ ଆଉ କିଛିଦିନ ଏଭଳି ମାତିବେ ତେବେ ପାର୍ବଣଋତୁଟି ଏଥର ସେମାନଙ୍କ ପାଇଁ ପୁଷମାସ ହେବବୋଲି କହି ବୁଲିଲେଣି । ରାଜଧାନୀ ପୁଲିସ୍‍ର ସବୁବେଳେ ଗୋଟିଏ…

ପ୍ରତିଦିନ ମାତ୍ର ୧ ଘଣ୍ଟା ହସନ୍ତୁ, ମିଳିବ ଏହିସବୁ ଫାଇଦା

ଭୁବନେଶ୍ୱର : ହସିବାକୁ ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ୟୁନିଭରସିଟି ଅଫ୍‌ ମେରିଲାଣ୍ଡ୍‌ଠାରେ .େହାଇଥିବା ଗବେଷଣା ଅନୁସାରେ, ମନଖୋଲି ହସୁଥିବା ଲୋକଙ୍କର ରକ୍ତସଞ୍ଚାଳନ ଅନ୍ୟମାନଙ୍କ ତୁଳନାରେ…

ପ୍ରଥମ ଦେଖାରେ ପୁଅଙ୍କ କେଉଁ ବ୍ୟବହାର ପ୍ରେମିକାଙ୍କୁ ପ୍ରଭାବିତ କରିଥାଏ, ଜାଣନ୍ତୁ..

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କ କେଉଁ ବ୍ୟବହାରରେ ପ୍ରଭାବିତ ହୋଇଥାନ୍ତି, ଜାଣନ୍ତୁ ସେ…

ବିପଦ ଆସିଲେ ଆଗୁଆ ସୂଚନା ଦେଇଥାଏ ଏହି କୁଣ୍ଡ

ନୂଆଦିଲ୍ଲୀ : ଦେଶରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ସେହିପରି କଶ୍ମୀରର ଶ୍ରୀନଗର ତୁଲମୁଲାରେ ଏମିତି ଏକ ମନ୍ଦିର ରହିଛି, ଏହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ମନ୍ଦିରର ନାମ ମାତା କ୍ଷୀର ଭବାନୀ। ଏଠାରେ ଥିବା ଏକ…

ପାକିସ୍ତାନ ସିନ୍ଧ ଅଞ୍ଚଳରେ ପୋଲିସ ବିଭାଗରେ ଯୋଗ ଦେଲେ ପ୍ରଥମ ହିନ୍ଦୁ ମହିଳା

ଇସ୍‌ଲାମାବାଦ : ପ୍ରଥମ ଥର ଲାଗି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଛି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପୁଷ୍ପା କୋହଲି ନାମକ ଏହି ହିନ୍ଦୁ ମହିଳାଙ୍କୁ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପଦ ମିଳିଛି। ଏହି ଖବରକୁ ପ୍ରଥମେ ମାନବାଧିକାର…