ସିନିୟର ମହିଳା କ୍ରିକେଟର୍ ମିଥାଲିଙ୍କ ଅବସର
ନୂଆଦିଲ୍ଲୀ : ଭାରତର ସିନିୟର ମହିଳା କ୍ରିକେଟର୍ ମିଥାଲି ରାଜ ମଙ୍ଗଳବାର ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୨୦୨୧ ଆଇସିସି ବିଶ୍ୱକପ୍କୁ ନଜରରେ ରଖି ମିଥାଲି ୫୦ ଓଭର ବିଶିଷ୍ଟ କ୍ରିକେଟ୍ ଉପରେ ଫୋକସ୍ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ୩୬ ବର୍ଷୀୟା ମିଥାଲି…
