Odia News Portal
Monthly Archives

September 2019

ସୋସିଆଲ ମିଡିଆର ଶିକାର ହେଲେ ରାନୁ

ମୁମ୍ବାଇ () ରାନୁମଣ୍ଡଳଙ୍କ ପ୍ରତିଭା ତାଙ୍କୁ ଆଜି ଏକ ନୂଆ ଜୀବନ ଦେଇଛି । ହିମେଶ ରେଶମିଆଙ୍କ ସହ ସେ ତାଙ୍କର ୩ୟ ଗୀତ ରେକର୍ଡିଂ ମଧ୍ୟ ସାରିଛନ୍ତି । ରାନୁଙ୍କ ଏକ ଫଟୋ ପୁଣି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ରାନୁଙ୍କୁ ଖୋଦ ଲତା ମଙ୍ଗେସ୍କର ଆଶୀର୍ବାଦ ପ୍ରଦାନ…

୨୪ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର()  ରାଜ୍ୟରେ ଆସନ୍ତା ୨୪ ଘଣ୍ଟା  ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ରାଜ୍ୟର ୮ଟି ଜିଲ୍ଲାରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା…

୫ ପର୍ୟ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ବୃଦ୍ଧି

ନୂଆଦିଲ୍ଲୀ()  ବଢିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ରିମାଣ୍ଡର ଅବଧି । ମଙ୍ଗଳବାର ଆଇଏନ୍ଏକ୍ସ ମିଡିଆ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ୫ ତାରିଖ ଅର୍ଥାତ୍ ଗୁରୁବାର ପର୍ୟ୍ୟନ୍ତ ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି। ଆଇଏନଏକ୍ସ ମିଡିଆ…

ଅକ୍ଟୋବରରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ

ପାକିସ୍ତାନ() ଅକ୍ଟୋବର ମାସରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ । ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରୀ ଶେଖ ରଶୀଦ ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ଆସନ୍ତା ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସିଏ କହିଛନ୍ତି । ପାକିସ୍ତାନ…

ଚୀନର ଲଭ ଏକ୍ସପ୍ରେସ

ଚୀନରେ ଦଉଡୁଛି “ଲଭ୍ ସ୍ପେଶାଲ” ଟ୍ରେନ । ୧୦୦୦ରୁ ଅଧିକ ଯୁବକ ଏବଂ ଯୁବତୀ ଏକ ସ୍ପେଶାଲ ଟ୍ରେନରେ ଏକା ସାଙ୍ଗରେ ଯାତ୍ରା କରିଛନ୍ତି । ଏହି ଯୁବକ-ଯୁବତୀମାନେ କୌଣସି ଗନ୍ତବ୍ୟ ସ୍ଥଳେ ଅଭିମୁଖେ ଯାତ୍ରା କରୁ ନଥିଲେ ବରଂ ଜୀବନସାଥୀ ଖୋଜିବା ଯାତ୍ରା କରୁଥିଲେ । ଏହି ଯୁବକ-ଯୁବତୀ ଚଳିତ ମାସ…

ଓଏନ୍ଜିସି ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୭ ମୃତ

ମୁମ୍ବାଇ()   ମୁମ୍ବାଇର ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନଜିସି) ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ୟୁରାନ୍ ରୁରାଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ…

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ

ବେଙ୍ଗାଲୁରୁ : ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ। ସହରର ଅନେକ ରାସ୍ତା ଖାଲଢିପ ରହିଥିବାରୁ ଏହାର ସଚେତନତା ପାଇଁ ପ୍ରଶାସନକୁ ପ୍ରଦର୍ଶନ କରିବାକୁ…

୨-୦ରେ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ

ଭାରତର ବିରାଟ ବିଜୟ । ୨-୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ ପୋଛି ନେଲା ଟିମ୍‌ ଇଣ୍ଡିଆ । ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ବିଶାଳ ୨୫୭ ରନ୍‌ରେ ହରାଇ ସିରିଜ୍‌ କବ୍‌ଜା କରିଛି ବିରାଟ ବାହିନୀ । ଏହା ସହ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ କ୍ରମାଗତ ଅଷ୍ଟମ ଟେଷ୍ଟ ଜିତିଛି । ଏହି ମ୍ୟାଚ୍‌…

୨ ଦିନ ବନ୍ଦ ପରେ ଆଜି ପୁରୀରେ ଉଛେଦ ଅଭିଯାନ

ପୁରୀ : ୨ ଦିନ ବନ୍ଦ ରହିବା ପରେ ଆଜିଠୁ ପୁଣି ଶ୍ରୀକ୍ଷେତ୍ରରେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବ । ଏମାର ମଠ ଅଧା ଭଙ୍ଗା ହୋଇଥିବା ବେଳେ ଆଜି ବଡ଼ ଛତା ମଠ ଉଚ୍ଛେଦ କରାଯିବ । ମାଟିରେ ମିଶିବ ବଡଛତା ବା ବଡ ଆଖଡା ମଠ । ସପ୍ତାହେ ଧରି ପୁରୀରେ ଚାଲିଥବା ଏହି ଉଚ୍ଛେଦ କାର୍ଯ୍ୟରେ ପ୍ରଥମେ ମେଘନାଦ…

ଭୁବନେଶ୍ୱରରେ ସୋନମ, ମୁଁ … ଓଡ଼ିଶୀର ଜଣେ ବଡ଼ ପ୍ରଶଂସକ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚନ୍ଦ ଜୁଏଲାର୍ସ ପକ୍ଷରୁ ସୋମବାର ଏହାର ତୃତୀୟ ଗ୍ରାଣ୍ଡ ଆଉଟଲେଟ୍‌ର ଶୁଭ ଉଦ୍‌ଘାଟନ ହୋଇଛି ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ। ଉଦଘାଟନୀ ଉତ୍ସବରେ ଏହାର ମୁଖ୍ୟ ଅତିଥି ରହିଥିଲେ ବଲିଉଡ୍ ଷ୍ଟାର ଓ ଷ୍ଟାଇଲ୍ ଆଇକନ୍ ସୋନମ୍ କପୁର। ୩୦ ହଜାର…