Odia News Portal
Monthly Archives

September 2019

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୯ ଓ ୩୦ ତାରିଖରେ ସମୁଦ୍ର…

ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନର୍କ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର ମାରିଛନ୍ତି ସୁପ୍ରିମୋ। ସେପଟେ ନାମାଙ୍କନ…

ମନ୍ତ୍ରୀଙ୍କ ଆଚରଣରେ ଅତିଷ୍ଠ ହେଲେଣି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର କେତେକ ମନ୍ତ୍ରୀଙ୍କ ଆଚରଣରେ ଏବେ ପ୍ରଶାସନିକ ଅଧିକାରୀମାନେ ଅସନ୍ତୁଷ୍ଟ । କିଛି ବିଭାଗୀୟ ସଚିବ ନିଜଆଡୁ ବଦଳି ପାଇଁ ଲାଗିଥିବା ଜଣାପଡିବା ପରେ ଏହି ଘଟଣା ପଦାକୁ ଆସିଛି । ତେବେ ମନ୍ତ୍ରୀ କିମ୍ବା ସଚିବ କେହି ଏ ସଂକ୍ରାନ୍ତରେ ମୁହଁ ଖୋଲୁ ନାହାନ୍ତି । ଲୋକସଭା ଭବନରେ…

ପୁଣି କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର, ଜଣେ ଅପରାଧୀ ଗୁରୁତର, ୪ ଫେରାର

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି । ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ…

ଜାଣନ୍ତୁ କେଉଁ ବାରରେ କ’ଣ କିଣିବା ଭଲ …

ବେଳେ ବେଳେ ଆମ ପସନ୍ଦର ପୋଷାକଟି ଚୋରି ଗଲେ ମନକୁ ଭାରି ବାଧେ। ହେଲେ ଜାଣନ୍ତି, କ’ଣ ପାଇଁ ପୋଷାକ ଚୋରି ହୁଏ। ଏହି ପ୍ରଶ୍ନକୁ ଆପଣ ଅତି ସାଧାରଣ ଭାବି ହସିପାରନ୍ତି । ହେଲେ ପୋଷାକ କିଣିବାର ସମୟ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ। ପ୍ରାୟ ସମସ୍ତଙ୍କୁ ଶପିଂ କରିବାକୁ ଭଲ ଲାଗେ। ଖାସ୍‌…

ସବୁବେଳେ ଅଦା ଚା’ ପିଉଛନ୍ତି କି ? ସାବଧାନ୍ ! ଭୋଗିପାରନ୍ତି ଏ ସବୁ ସମସ୍ୟା

ଭୁବନେଶ୍ୱର : ଦେଶର ପ୍ରାୟ ୭୫ ପ୍ରତିଶତ ଲୋକେ ଚାହା ପିଇବାକୁ ପସନ୍ଦ କରନ୍ତି। ଆଉ ବିଶେଷ କରି ଅଦା ଚାହା ପିଇବାକୁ ବେଶି ପସନ୍ଦ କରନ୍ତି। ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଦା ଚା’ କପେ ପିଇଦେଲେ ପୂରା ଫ୍ରେଶ୍‌ ଲାଗିଥାଏ। କୁହାଯାଏ ଏହି ଚାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ। ଏହା ଥଣ୍ଡା…

ଆଜି ଶନିବାର ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ …

ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନିଦୋଷ ରହିଛି, ତେବେ ଶନିଙ୍କର ବ୍ରତ କରିବା ପାଇଁ ଜ୍ୟୋତିଷ ମତ ଦେଇଥା’ନ୍ତି। କୁହାଯାଏ ଯେ, ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ…

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

ଭୁବନେଶ୍ୱର : ଘରେ ଦୀପ ଜାଳିବାକୁ ଶୁଭ ବୋଲି ଧରାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଦୀପ ଜଳାଇବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ। ହିନ୍ଦୁ ପରମ୍ପରାରେ ଠାକୁରଙ୍କ ପାଖରେ ଦୀପ ଜଳାଇବାର ପରମ୍ପରା ରହିଛି। କିନ୍ତୁ ବାସ୍ତୁ ଅନୁସାରେ ଦୀପ ଜଳାଇବାର କିଛି ନୀତି ନିୟମ…

ଆସନ୍ତୁ ପ୍ରେସରରେ ପ୍ରସ୍ତୁତ କରିବା ସ୍ୱାଦିଷ୍ଟ ଚକଲେଟ୍‌ ବିସ୍କୁଟ କେକ୍‌

ଆମେ ସାଧାରଣତଃ କେକ୍‌ ବାହାରୁ କିଣି ଖାଇବାକୁ ପସନ୍ଦ କରିଥାଉ। ହେଲେ ଏହାକୁ ସହଜରେ ଓ ଅଳ୍ପ ଖର୍ଚ୍ଚରେ ଘରେ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ। ଆଜି ଆସନ୍ତୁ ଜାଣିବା କିପରି ପ୍ରେସର କୁକରରେ ପ୍ରସ୍ତୁତ କରି ପାରିବା ବିସ୍କୁଟ୍‌ କେକ୍‌। ଆବଶ୍ୟକ ସାମଗ୍ରୀ: ୨ ପ୍ୟାକେଟ୍ ଚକଲେଟ୍‌…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୂରୁହ ହୋଇପଡ଼ିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ । ନୂତନ ଯାନ୍ତ୍ରିକ ଜିନିଷ କିମ୍ବା…