Odia News Portal
Monthly Archives

September 2019

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ପ୍ରତ୍ୟୁଷ ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିବାର ସମ୍ଭାବନା ରହିଛି । ଶିଳ୍ପ, ବ୍ୟବସାୟ, ସାହିତ୍ୟ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।…

ପଥରମାଡ଼ରେ ସାଂସଦ ଆହତ, କାହିଁକି ଜାଣନ୍ତୁ

କୋଲକାତା()  ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଉପରେ ଆକ୍ରମଣ । ଏହି ଅଭିଯୋଗ କରିଛନ୍ତି ଖୋଦ ସାଂସଦ । ଅର୍ଜୁନ କହିଛନ୍ତି- ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୁଲିସ୍ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛି। ବାରାକ୍ପୋର୍ ପୁଲିସ୍ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ…

ପରଦାକୁ ଆସିବ ରାନୁ ମଣ୍ଡଳଙ୍କ ବାୟୋପିକ

ମୁମ୍ବାଇ ()  ସୋସିଆଲ ମିଡିଆର କ୍ବିନ ବନିଯାଇଥିବା ରାନୁ ମଣ୍ଡଳଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଋଷିକେଶ ମଣ୍ଡଳ ତାଙ୍କ ଜୀବନ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବେ। ଚଳିତ ସେପ୍ଟେମ୍ବର ମାସରେ ତାଙ୍କ ଉପରେ ଆଧାରତି ଫିଲ୍ମ ସୁଟିଂ କରାଯିବ କଥା…

ଏଣିକି ମୋ ବସରେ ସମ୍ବାଦପତ୍ର ସେବା

ଭୁବନେଶ୍ୱର()  ଏଣିକି ମୋ ବସରେ ଯାତ୍ରୀମାନେ ଦୈନିକ ସମ୍ବାଦପତ୍ର ପଢିପାରିବେ । ଆଜିଠାରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ଦୈନିକ ଯାତ୍ରୀମାନଙ୍କର ପଢିବାର ଅଭ୍ୟାସକୁ ପ୍ରୋସାôହିତ ଓ ବିକଶିତ କରିବା ପାଇଁ ଏପରି ଅଭିଯାନ ପ୍ରୟାସ କରାଯାଇଛି । ଅଧିକରୁ ଅଧିକ ଯାତ୍ରୀ ମାନଙ୍କୁ ଏହି ସେବା ସହ…

ଏହି ସ୍ତାନରେ ଫଟୋ ଉଠାଇଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ

କିଛି ବର୍ଷ ମଧ୍ୟରେ ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଏହା ଉପରେ ରୋକ ଲଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା ଆରମ୍ଭ କରାଯାଇଛି । ଟ୍ରେନ କିମ୍ବା ରେଳଧାରଣା ନିକଟରେ ସେଲଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ପୂର୍ବତଟ…

ୟୁଟ୍ୟୁବ କଲା ନିୟମର ଉଲ୍ଲଙ୍ଘନ, ଜରିମାନା ଦେବ ୧୪୨ କୋଟି

ୟୁଟ୍ୟୁବ ବିରୋଧରେ ନିୟମ ଉଲ୍ଲଙ୍ଗନ ଅଭିଯୋଗ । ଏଥିପାଇଁ ୟୁଟ୍ୟୁବର ମୂଳ କମ୍ପାନୀ ଗୁଗଲ ଦେବ ୧୪୨ କୋଟି ଟଙ୍କା ଜରିମାନା । ସୂଚନାଅନୁସାରେ କିଛି ପ୍ରାଇଭେସି ଗ୍ରୁପ୍ ୟ୍ୟୁଟ୍ୟୁବ୍ ବିରୋଧରେ ଶିଶୁ ଗୋପନୀୟତା ନିୟମ ଉଲ୍ଲଙ୍ଘନ ଅଭିଯୋଗ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ୟୁଟ୍ୟୁବ୍ ୧୩…

ବଦଳିଲେ ୫ ରାଜ୍ୟପାଳ, ଜାଣନ୍ତୁ କିଏ କେଉଁଠି ହେଲେ ନିଯୁକ୍ତ

ନୂଆଦିଲ୍ଲୀ()  ରାଷ୍ଟ୍ରପତି ରାମନାଥ କୋବିନ୍ଦ ୫ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏଥିସହ କଲରାଜ ମିଶ୍ରଙ୍କୁ ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ। ସେହିଭଳି ବଣ୍ଡାରୁ ଦତ୍ତତ୍ରେୟଙ୍କୁ…

ସଦସ୍ୟତା ସଂଗ୍ରହ ଅଭିଯାନରେ ଆଧାର ଲିଙ୍କ କରାଯିବ

ଭୁବନେଶ୍ବର()  ଆଜି ଇଡ଼୍କଲ ଅଡିଟୋରିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକ ବସିଛି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି- ସାଧାରଣଲୋକ ଆମ ସବୁ କାର୍ୟ୍ୟକ୍ରମର କେନ୍ଦ୍ରବିନ୍ଦୁ । ସାଧାରଣ ଲୋକଙ୍କୁ…

ଏମାର ମଠ ଓ ମହନ୍ତଙ୍କ କୋଠରୀକୁ ଛାଡି ଉଛେଦ କାର୍ଯ୍ୟ ଆରମ୍ଭ ହେବ

ପୁରୀ () ଏମାର ମଠ ମହନ୍ତଙ୍କ ଜିଦ ଯୋଗୁ ପ୍ରଭାବିତ ହୋଇଛି ଉଛେଦ କାର୍ଯ୍ୟ । ଦୁଇଦିନ ଧରି ଚାଲିଥିବା ବାଦବିବାଦର ଅନ୍ତ ଘଟାଇ ଶେଷରେ ଜିଲ୍ଲା ପ୍ରଶାସନ ଏମାର ମଠ ମଧ୍ୟରେ ଥିବା ମନ୍ଦିର ଓ ମହନ୍ତ ଧ୍ୟାନରେ ବସିଥିବା କୋଠରୀକୁ ଛାଡି ଅନ୍ୟସବୁ ଭଂଗାଯିବ । ତେବେ ଦୁଇଦିନ ଛୁଟି ଥିବାରୁ ଉଛେଦ କାମ…

ଆଜିଠାରୁ ଭୋଟର୍‌ ଆଇଡି ଯାଞ୍ଚ ପ୍ରକ୍ରିୟା, ଅକ୍ଟୋବର ୧୫ ଯାଏଁ ଚାଲିବ

ନୂଆଦିଲ୍ଲୀ : ଆଜିଠାରୁ ଭୋଟର୍‌ ଆଇଡି କାର୍ଡ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି । ନିର୍ବାଚନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ଏହି ଯାଞ୍ଚ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ଯାଏଁ ଚାଲିବ । ଜନ ଭାଗୀଦାରୀ ଜରିଆରେ ଭୋଟର୍ ତାଲିକା କରାଯିବ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ…