ମହଙ୍ଗା ହେଲା ଗ୍ୟାସ୍ ଦର
ନୁଆଦିଲ୍ଲୀ : ରୋଷେଇ ଗ୍ୟାସ୍ ମହଙ୍ଗା ହୋଇଯାଇଛି । ଗତ ୨ ମାସରୁ ମୂଲ୍ୟ ଲଗାତର ହ୍ରାସ ପାଉଥିଲା । ମହାନଗରରେ ବିନା ସବସିଡି ବାଲା ଗ୍ୟାସ୍ ସିଲିଣ୍ଡର ପ୍ରାୟ ୧୬ ଟଙ୍କା ମହଙ୍ଗା ହୋଇଛି । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ଯ ୫୯୦ ଟଙ୍କା, କୋଲକାତା ରେ ୬୧୬.୫୦ ଟଙ୍କା, ମୁମ୍ବାଇରେ…
