Odia News Portal
Monthly Archives

September 2019

ଭେଣ୍ଟିଲେଟରରେ ବଳିଆ

କଟକ() ବିଗିଡିଲା ବଳିଆର ସ୍ବାସ୍ଥ୍ୟାବସ୍ଥା । ଭେଣ୍ଟିଲେଟରରେ ବଳିଆ ।ଗତକାଲି ରାତିରୁ ବଳିଆର ଛାତିରେ ସଂକ୍ରମଣ ହେବାରୁ ଓ ନିଶ୍ୱାସ ନେବାକୁ କଷ୍ଟ ହେବାରୁ ଭେଣ୍ଟିଲେଟର ଭର୍ତ୍ତି ହୋଇଛି ବଳିଆ । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ ବଳିଆର ଚିକିତ୍ସାରେ ଲାଗିପଡିଛନ୍ତି । ବଳିଆ ଖୁବଶୀଘ୍ର…

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ୪୮ ଘଣ୍ଟା ଧରି ବର୍ଷା ପରେ ଆଜି ପାଗ ପରିବର୍ତ୍ତନ ହୋଇଛି । ଏଭଳି ପାଗ ଆସନ୍ତା ୨୮ ତାରିଖ ପର୍ୟ୍ୟନ୍ତ ରହିବ । ତେବେ ଆଜି ଉପକୂଳ ଓ ଉତ୍ତର ଓଡ଼ିଶାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭…

ଆଜି ଯୋଧପୁର କୋର୍ଟରେ ହାଜର ହେବେ ସଲମନ

ରାଜସ୍ଥାନ : ଆଜି ରାଜସ୍ଥାନ ଯୋଧପୁର କୋର୍ଟରେ ହାଜର ହେବେ ସଲମନ ଖାନ୍‌। କୃଷ୍ଣ ସାର ମୃଗ ହତ୍ୟା ମାମଲାରେ ସେ କୋର୍ଟରେ ହାଜର ହେବାର ରହିଛି। ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଦିଆଯାଇଛି। ଫେସବୁକ୍‌ରେ ସଲମନ ଖାନ୍‌ଙ୍କ ଫଟୋ ଉପରେ ଏକ ନାଲି କ୍ରସ ମରାଯାଇଛି। ଏଥିରେ ଉଲ୍ଲେଖ ରହିଛି,…

ଭାଲୁ ଆକ୍ରମଣରେ ସରୋଜ ଗୁରୁତର

ବାଲେଶ୍ଵର : ନୀଳଗିରି ଥାନା ଅଧିନ ମାନଗଡ଼ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।।ଔପଦା ବ୍ଲକ୍ ଅଧିନ ଏହି ଗ୍ରାମର ବିଦ୍ୟାଧର ବେହେରାଙ୍କ ପୁଅ ସରୋଜ ବେହେରା ଗତକାଲି ରାତି ୧୦ଟା ସମୟରେ ଘରକୁ ଫେରୁଥିବା ସମୟରେ ନୀଳଗିରି ପଞ୍ଚଲିଙ୍ଗେଶ୍ବର ରାସ୍ତା ମାନଗଡ଼ ଛକରେ ଥିବା…

ମଥାରେ ଓଢଣା ଦେବାର ଧାର୍ମିକ ମହତ୍ତ୍ୱ

ବହୁବାର ଦେଖିବାକୁ ମିଳିଥାଏ ଯେ ଅଧିକାଂଶ ସମୟରେ ନାରୀମାନେ ନିଜର ଶାଢୀ ଅଥବା ଚୁନରୀକୁ ବ୍ୟବହାର କରି ମଥାରେ ଓଢଣା ଦେଇଥାଆନ୍ତି।ବିଶେଷ କରି ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ମଥାରେ ଓଢଣୀ ଦେବା ନିତ୍ୟାନ୍ତ ଆବଶ୍ୟକ। ମଥାରେ ଓଢଣୀ ଦେବା ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଛି।…

ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ : ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ

ଭୁବନେଶ୍ୱର : ଦାମ୍ପତ୍ୟ ଜୀବନରେ ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବେଳେ ବେଳେ ପରିସ୍ଥିତି ଏପରି ସୃଷ୍ଟି ହୁଏ ଯେ, ବିବାହ ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ ଥିବା କିଛି ବାସ୍ତୁ ଦୋଷ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଥାଏ।…

ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ସଂଘର୍ଷ ଦିନର ଫଟୋ ଦେଖି ଭାବବିହ୍ୱଳ ହେଲେ ଉର୍ବଶୀ

ମୁମ୍ୱାଇ : ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଓ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ଦୁହେଁ ସେମାନଙ୍କ ସମ୍ପର୍କକୁ କେବେ ସ୍ୱୀକାର କରିନାହାନ୍ତି। ଏପରିକି ମିଡିଆରେ ସମ୍ମୁଖରେ କୌଣସି ପ୍ରତିକ୍ରିୟା…

ଜାଣନ୍ତୁ, ଘରେ କେମିତି ପ୍ରସ୍ତୁତ କରିବେ ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ : ସିଝା ଅରୁଆ ଚାଉଳ, ଆରାରୋଟ ପାଉଡର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି। ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ ବାଟି ଏକ ପ୍ଲେଟରେ ଘିଅ ଲଗାଇ ସେଥିରେ ରଖନ୍ତୁ। ଏବେ ସେଥିରେ ମଇଦା, ଆରାରୋଟ୍‌ ପାଉଡର ଓ ମିଲ୍କ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା …

ମେଷ - ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନକଲେ ପରେ ଅନୁତାପ କରିବାକୁ ପଡିବ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ ଆଜି ତାହା ବନ୍ଧୁଙ୍କ ଜରିଆରେ ପାଇବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ…

ଚର୍ଚ୍ଚାରେ ଚଣ୍ତା ଶୋକଙ୍କ ଛଦ୍ମବେଶୀ ଵ୍ୟବସାୟ

ଭୁବନେଶ୍ୱର : ସରକାରକୁ ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଓ ମନ୍ତ୍ରୀମାନଙ୍କୁ ସରଳ ଜୀବନ ଯାପନ ସହିତ ଦୁର୍ନୀତି ଠାରୁ ଦୂରରେ ରହିବାକୁ କହୁଥିବା ବେଳେ ଏହାକୁ କିନ୍ତୁ ଚଣ୍ଡାଶୋକ ମାନିବାକୁ ନାରାଜ । ନିଜେ ସରଳ ଜୀବନ ଯାପନ କରିବେ କ’ଣ ଅନ୍ୟମାନଙ୍କ…