Odia News Portal
Monthly Archives

October 2019

ଉତ୍ସର୍ଗୀକୃତ ସେବା ପାଇଁ ଡାକ୍ତରଙ୍କୁ ୧୦ ଲକ୍ଷ ପୁରସ୍କାର

ଭୁବନେଶ୍ବର () 5-ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ କୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ବ ଆରୋପ…

ଜେଲରେ ରାତି ବିତାଇଲେ କିଙ୍ଗ ଖାନ

ମୁମ୍ବାଇ ()  ଅଭିନେତା ଶାହରୁଖ ଖାନ ବଲିଉଡର କିଙ୍ଗ ଖାନ ଭାବେ ପରିଚିତ। କଠିନ ପରିଶ୍ରମ କରିବା ପରେ ସେ ବଲିଉଡରେ ସଫଳତା ହାସଲ କରିଥିଲେ। ନିକଟରେ ଏକ ଶୋ’ ରେ ଶାହରୁଖ ଖାନ ଜେଲରେ ରାତି ବିତାଇବାର ଖରାପ ଅନୁଭବ ସେୟାର କରିଥିଲେ। ଜେଲରେ ରାତି ବିତାଇଥିବା ସମୟରେ କୌଣସି ସୋସିଆଲ ମିଡିଆର…

ଇଣ୍ଡିଆନ୍ ଆଇଡଲ ଟପ୍‌-୧୫ରେ ଓଡ଼ିଆ ଝିଅ

ସୋନି ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଚେଲସୀ ବେହୁରା। କଟକରେ ରହୁଥିବା ଚେଲସୀ ‘ଗୋଲଡେନ୍ ମାଇକ୍’ ସହ ପ୍ରତିଯୋଗିତାର ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତ ପ୍ରତି…

କଣ କାମ କରୁଛ ପ୍ରତିମାସରେ ରିପୋର୍ଟ ଦିଅ : ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବମାନଙ୍କୁ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀ ବେହେରା ୫…

କୃଷିମନ୍ତ୍ରୀଙ୍କ ଅଚାନକ ବିହନ ନିଗମ କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର() ଚାଷୀମାନେ ସରକାରଙ୍କ ସମସ୍ତ ଯୋଜନା ଓ ପ୍ରୋତ୍ସାହନ ଯେପରି ସିଧାସଳଖ ପାଇପାରିବେ ସେଥି ନିମନ୍ତେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ବିହନ ନିଗମର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଓଡିଶା ବିହନ ନିଗମ…

ଷଣ୍ଢ ପ୍ରତିବାଦ

ପଟ୍ଟମୁଣ୍ଡାଇ()  ରାଜନଗର ବ୍ଲକର ଚାଷୀ ମାନେ ଆଜି ଏକ ଅଭିନୟ ଉପାୟରେ ଷଣ୍ଢ ମାନଙ୍କୁ ନେଇ ପ୍ରଶାସନ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ କରିଛନ୍ତି । ଆଜି ଜିଲ୍ଲାପାଳ ରାଜନଗର ବ୍ଲକରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ଚାଷୀ ବୁଲା ଷଣ୍ଢ ମାନଙ୍କୁ ଆଣି ଜିଲ୍ଲାପାଳଙ୍କ…

ବଡ ମେଡିକାଲରେ ବନ୍ଦ ହେବ ଓପନହାର୍ଟ ସର୍ଜରୀ

କଟକ () କଟକ ଏସ.ସି.ବି ମେଡିକାଲରେ ଓପନହାର୍ଟ ସର୍ଜରୀ ବିଭାଗ ବନ୍ଦ ହୋଇପାରେ । ଡାକ୍ତର ଅଭାବ କାରଣରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଥିବା ୭ଟି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରୁ ଏସସିବି ଗୋଟିଏ ମାତ୍ର ମେଡିକାଲ କଲେଜ ଯେଉଁଠି ଓପନହାର୍ଟ ସର୍ଜରୀ କରାଯାଇଥାଏ । ଏମସିଆଇ…

ଶପଥ କରୁଛୁ ଲାଞ୍ଚ ନେବୁନି

ଭୁବନେଶ୍ବର () ଆଜିଠାରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗରେ କର୍ମଚାରୀମାନେ ନିଜ ନିଜ ବିଭାଗରେ ଦୁର୍ନୀତିର ମୁଳୋତ୍ପାଟନ ପାଇଁ ଶପଥ ନେଇଛନ୍ତି । ଆଜି ସକାଳ 11ଟାରେ ଲୋକସେବା ଭବନର ବିଭିନ୍ନ ବିଭାଗରେ ଅଫିସର ଓ କର୍ମଚାରୀମାନେ…

ମହିଳା କମିଶନ ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର() ପି.ଇ.ଓ ସ୍ମିତାରାଣି ବିଶ୍ୱାଳ ହତ୍ୟା ଘଟଣାର ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚା ଆଜି ରାଜ୍ୟ ମହିଳା କମିଶନ ଅଫିସ ଘେରିଛି । ହଜାର ହଜାର ସଂଖ୍ୟାରେ ମହିଳା ମୋର୍ଚ୍ଚାର କର୍ମୀ ମାନେ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ତୋଶାଳି ପ୍ଲାଜା ସ୍ଥିତ ମହିଳା କମିଶନ ଅଫିସ ଆଡକୁ ଏକ…

ଥାନା ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ୧୭.୫ କୋଟି ମଞ୍ଜୁର

ଭୁବନେଶ୍ୱର() ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ପ୍ରଥମ ପ୍ରାଧାନ୍ୟ ଥାନାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ୫୮୭ ଥାନାକୁ ୧୭.୫ କୋଟି ଟଙ୍କା କଣ୍ଟିଜେନ୍ସି ଫଣ୍ଡ୍ ବା ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…