Odia News Portal
Monthly Archives

October 2019

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟର ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶାର ୭ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି । ଏହି୭ ଜିଲ୍ଲା ହେଲା କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡା,…

ଘର ମ୍ୟାଚରେ ମୁମ୍ବାଇ ସହ ପଏଣ୍ଟ ବାଣ୍ଟିଲା ଚେନ୍ନାଇୟିନ

ଚେନ୍ନାଇ : ଚେନ୍ନାଇୟିନ ଏଫସି ଏବଂ ମୁମ୍ବାଇ ସିଟି ଏଫସି ମଧ୍ୟରେ ଆଜି ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗର ଅଷ୍ଟମ ମ୍ୟାଚ ଗୋଲଶୁନ୍ୟ ଭାବେ ଶେଷ ହେବା ଯୋଗୁ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି । ଦୀପାବଳି ଅବସରରେ ଅନୁଷ୍ଠିତ ଏହି ମ୍ୟାଚରେ କୌଣସି ଗୋଲ…

ଗୋଆ ଓ ବେଙ୍ଗାଲୁରୁ ମଧ୍ୟରେ ବୈରତାର ନବୀକରଣ ଆଜି

ଗୋଆ : ଗତ ବର୍ଷର ହିରୋ ଇଣ୍ଡିଆନ ସୁପର ଲିଗ ଚାମ୍ପିଅନ ବେଙ୍ଗାଲୁରୁ ଏଫସି ଆସନ୍ତା କାଲି ଏଫସି ଗୋଆ ସହିତ ତାର ଶତ୍ରୁତା ନବୀକରଣ କରିବା ବେଳେ ସବୁ ନଜର ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଲାଖି ରହିବ । ଗତ ବର୍ଷ ଏହି ଦୁଇ ଦଳ ଲିଗ ପର୍ଯ୍ୟାୟରେ ଶ୍ରେଷ୍ଠ ବିବେଚିତ ହୋଇ ଫାଇନାଲରେ…

ଆସିକା ପୋଲିସର ଏନକାଉଣ୍ଟର

ଗଞ୍ଜାମ : ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ଆସିକା ପୋଲିସ । ଗତକାଲି ରାତିରେ ଆସିକା ଥାନା ପାଣ୍ଡିଆପଥର ଗାଁର ବଳରାମ ସେଠୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ଟାଙ୍ଗିରି…

ସ୍ପୋର୍ଟସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳି ପାଳିଲେ 5-T ସଚିବ

ଭୁବନେଶ୍ୱର : ଦୀପାବଳିରେ ଅଧିକାରୀମାନେ ବିଭିନ୍ନ ବାଳାଶ୍ରମ ଗସ୍ତ କରି ସେମାନଙ୍କ ସହ ଦୀପାବଳି ପାଳିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋର୍ଟସ ହଷ୍ଟେଲ ଅନ୍ତେବାସୀଙ୍କ ସହ ଦୀପାବଳୀ ପାଳିଛନ୍ତି ୫ ଟି…

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ଏହାକୁ ଶକ୍ତିର ଗନ୍ତାଘର ମଧ୍ୟ କୁହାଯାଏ। ସଜନାରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଥାଏ। ଯାହା ଶରୀରକୁ ଶକ୍ତି…

ଏସଓଏସ ଭିଲେଜରେ କୁନି କୁନି ଛୁଆଙ୍କ ସହ ଦୀପାବଳି ପାଳିଲେ ନଵୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବର୍ଷ ଫନି ବାତ୍ୟାର ଭୟାବହତାରେ ହୋଇଥିବା କ୍ଷୟକ୍ଷତି ଯୋଗୁ ନିଜ ଜନ୍ମଦିନ ପାଳିନଥିଲେ । କିନ୍ତୁ ଆଲୋକର ପର୍ବ ଦୀପାବଳିରେ ଏସଓଏସ ଭିଲେଜରେ ରହୁଥିବା କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ପିଲାଙ୍କ ସହ ବାଣ…

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ ଚିନି କିମ୍ବା ମିଶ୍ରି ମିଶାଇ ଗୁଣ୍ଡ କରିବା ପରେ ଏଥିରୁ ଅଧ ଚାମଚେ ଗ୍ଲାସେ ପାଣିରେ ମିଶାଇ ପିଇଲେ ଲିଭର ସ୍ବାଭାବିକ ଭାବେ କାମ…

ଆଜି ସୋମବାର ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - କୃତ୍ତିକା ନକ୍ଷତ୍ର ସକାଶେ ଆଜି ବିଭିନ୍ନ ପ୍ରକାର ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଆଜି ଏହିପରି କେତେକ କାମ ବାଧ୍ୟ ବାଧକତାରେ କରିବାକୁ ପଡ଼ିବ, ଯାହାକି ବହୁ ବିଳମ୍ବରେ ସମସ୍ୟା ଭିତରେ ସମ୍ପନ୍ନ ହେବା ସୂଚନା ରହିଛି । ଘର କଥା ହେଉ କିମ୍ବା…

ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଦୀପାବଳିର ଶୁଭେଛା

ପୁରୀ : ଆଲୋକର ପର୍ବ ଦୀପାବଳୀ ଏହି ଅବସରରେ ବାଲୁକା କଳା ମାଧ୍ୟମରେ ସୁରକ୍ଷିତ ଦୀପାବଳି ପାଳିବାକୁ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳିବାକୁ…