Odia News Portal
Monthly Archives

October 2019

ଅଶୋକ ପଣ୍ଡା ମୁଖ୍ୟ ଅତିଥି ହେବାପରେ ମାଫିଆ ଉତ୍ସାହିତ

ଭୁବନେଶ୍ୱର : ସପ୍ତାହେ ତଳେ ଜାତୀୟ ସ୍ତରୀୟ ଖଦିବୋର୍ଡ ପ୍ରଦର୍ଶନୀର ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ହୋଇଥିଲେ ରାଜ୍ୟ ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସେତେବେଳେ ଏହାକୁ ନେଇ ରାଜଧାନୀର ରାଜନୈତିକ ମହଲରେ ଆଲୋଚନା ହୋଇଥିଲା । ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ଦିବ୍ୟ…

ଓଡିଶା ବିପକ୍ଷରେ ନର୍ଥଇଷ୍ଟକୁ ମ୍ୟାଚ ଜିତାଇଲେ ଜିଆନ

ଗୁଆହାଟୀ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ସପ୍ତମ ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଘରୋଇ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ରିଡିମ ଟିଲାଙ୍ଗ ଓ ଅସାମୋଆ…

ମା’ ହେବାକୁ ଯାଉଛନ୍ତି ବିପାଶା !

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲୋନ୍‌’ର ଶୁଟିଂ ସେଟ୍‌ରେ ପ୍ରେମ ଓ ତା’ ପରେ ୨୦୧୬ରେ କରନ୍‌ ସିଂ ଗ୍ରୋଭରଙ୍କୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ବିପାଶା ବାସୁ। ଏବେ କିନ୍ତୁ ତାଙ୍କୁ ନେଇ ଭିନ୍ନ ଏକ ଚର୍ଚ୍ଚା ହେଉଛି। ସେଇଟି ହେଲା କୁଆଡେ ବିପାଶା ଗର୍ଭବତୀ। ନିକଟରେ ପ୍ରଯୋଜକ ରମେଶ…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା…

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ ଓ ଫସଫରସ ରହିଥାଏ। ଏହା କିଡ୍‌ନୀ ଷ୍ଟୋନ…

ଆଜି ଦୀପାବଳି, ଘରକୁ ଆଣନ୍ତୁ ଏହି ୫ଟି ସାମଗ୍ରୀ, ଦୂର ହେବ ଅର୍ଥାଭାବ

ଭୁବନେଶ୍ୱର : ଦୀପାବଳିରେ ଶ୍ରଦ୍ଧାଳୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ନୂଆ ସାମଗ୍ରୀ ଘରକୁ ଆଣନ୍ତି। ବିଶ୍ୱାସ ରହିଛି, ଦୀପାବଳିରେ ନୂଆ ସମାଗ୍ରୀ ଘରକୁ ଆଣିଲେ, ମା’ ବର୍ଷତମାମ୍‌ ଘରକୁ ଶୁଖ, ସମୃଦ୍ଧି ଓ ଐଶ୍ୱର୍ଯ୍ୟ ପ୍ରଦାନ କରିଥା’ନ୍ତି।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ବାରମ୍ବାର ପ୍ରତିବନ୍ଧକ ମଧ୍ୟଦେଇ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ। ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ଘର…

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଂଚଳରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ଘରେ ଏକୁଟିଆ ଥିବା ଜଣେ ୯ବର୍ଷ ବୟସ୍କା ନାବାଳିକାଙ୍କୁ ୨୫ ବର୍ଷ ବୟସ୍କ ଯୁବକ ବିଜୟ ପ୍ରଧାନ ଦୁଷ୍କର୍ମ ଉଦ୍ୟମ କରିଛି । ଆଜି ସକାଳେ କିଛି ସମୟ ପାଇଁ ୯ ବର୍ଷର ଝିଅକୁ ଘରେ…

ସନ୍ଧ୍ୟା ୮ରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ପରାମର୍ଶ

ଭୁବନେଶ୍ୱର() ରାତି ପାହିଲେ ଦୀପାବଳି । ଚିକମିକ ଆଲୋକ ସାଙ୍ଗକୁ ବାଣ ଫୁଟାଇବା ମଜାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ୨ଦିନର ଲଘୁଚାପ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଖିଲା ପାଗରେ ବାଣ ବଜାରରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳିଛି । ଦୋକନରେ ପାରମ୍ପାରିକ ଓ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାର ଭିଡିଓ ଭାଇରାଲ୍

ପୁରୀ : ଶ୍ରୀମନ୍ଦିର ଉପରେ ଡ଼୍ରୋନ୍ ଉଡ଼ିବା ଘଟଣା ନେଇ ଭଏସ ଅଫ୍ କମନ୍ ମ୍ୟାନ୍ ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। କିଛିଦିନ ତଳେ ଶ୍ରୀମନ୍ଦିର ଉପରେ ବାରମ୍ୱାର ଡ଼୍ରୋନ୍ ଉଡ଼ୁଥିବା ନେଇ ପ୍ରଥମେ ଏକ ସପ୍ତାହ ଧରି ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭାଇରାଲ୍ ଭିଡ଼ିଓ…

ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ

ଗଞ୍ଜାମ : ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗପୁର ଗାଁରେ ତେଜରାତି ବ୍ୟବସାୟୀ ସୁଶାନ୍ତ କୁମାର ପାତ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ କରିଥିବା ସେହି ଗାଁର ଜଣେ ଯୁବକ। ଗତକାଲି ରାତିରେ ସୁଶାନ୍ତ ଦୋକାନରେ ଥିବାବେଳେ ଯୁବକ ଜଣକ ଆସି ବଟି…