Odia News Portal
Monthly Archives

November 2019

ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର

ରାୟଗଡ଼ା: ରାୟଗଡ଼ା ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶିବା ଆହତ। ତାର ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଶିବା ନାଁରେ ଅପହରଣ ଓ ଲୁଟ୍‌ ଭଳି ମାମଲା…

ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ

ପୁରୀ: କାମ କରୁନି କଟକଣା। ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ। ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫିର ଫଟୋ ଭାଇରାଲ। ପିଣ୍ଟୁ ମହାପାତ୍ର ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ସଂପୃକ୍ତ ଯୁବକ ଜଣକ ନିଜକୁ ଜଣେ ଜ୍ୟୋତିଷ ବୋଲି ଫେସବୁକ ଆକାଉଣ୍ଟରେ…

ମୁହଁର ଶୁଷ୍କତା ଦୂର ପାଇଁ ଶୀତ ଦିନରେ ବ୍ୟବହାର କରନ୍ତୁ ଏହି ଜିନିଷ

ପାଖେଇ ଆସିଲାଣି ଶୀତ ଦିନ। ଏହି ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ବ୍ୟବହାର କରିବା ବଦଳରେ କିଛି ସହଜ ଓ ଘରୋଇ ଉପାୟ ଆପଣେଇ ପାରିବା। ଜାଣନ୍ତୁ ସେହି…

ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ପୁରୀ : ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ବଳୱନ୍ତ ସିଂଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଛି। ଖରିଫ ଋତୁ ପାଇଁ ଚଳିତ ବର୍ଷ ୭୨ ହଜାର ୫୮ ମେଟ୍ରିକ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଧାନସଂଗ୍ରହ ନିମନ୍ତେ ୧୮୪ ଟି ପ୍ରାଥମିକ କୃଷି ସମବାୟ ସମିତି ପଞ୍ଜିକରଣ…

କେବେ ଖାଇଛନ୍ତି କି ‘କଞ୍ଚା ହଳଦୀ ଆଚାର’, ଏହା ଦୂର କରିବ ପୁରୁଣା ଯନ୍ତ୍ରଣା

ଆପଣମାନେ ହଳଦୀକୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରୁଥିବେ। ଏହାଛଡା ଲୋକେ ଦେହରେ ଲଗାଇବା କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ସମୟରେ ବ୍ୟବହାର କରୁଥିବା ଜାଣିଥିବେ। କିନ୍ତୁ କେବେ ହଳଦୀ ଆଚାର ଖାଇବା ତ ଦୂରର କଥା ହୁଏତ ଶୁଣିନଥିବେ। କିନ୍ତୁ ହଳଦୀ ଆଚାର ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ଫାଇଦା…

ସୁଧୁରୁ ନାହାନ୍ତି ଲୋକସେବାଭବନ କର୍ମଚାରୀ : ବିଳମ୍ବରେ ଆସୁଛନ୍ତି ଦପ୍ତର

ଭୁବନେଶ୍ୱର : ରାଜ୍ୟ ସରକାର ୫-ଟି ଓ ମୋ ସରକାର ଭଳି ଯୋଜନା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଲୋକସେବାଭବନର କର୍ମଚାରୀମାନେ କିନ୍ତୁ ସୁଧୁରୁ ନାହାନ୍ତି । ଅନ୍ୟ କଥା ତ ଛାଡ ସଂଖ୍ୟାଧିକ କର୍ମଚାରୀ ଠିକଣା ସମୟରେ ଦପ୍ତରକୁ ବି ଆସୁନାହାନ୍ତି । ଏହା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ, ଆର୍ଥିକ ଉନ୍ନତି ଓ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିବେ। ଭାଇ, ବନ୍ଧୁ ତଥା ପଡୋଶୀ ମାନଙ୍କ ସହ ସମତାଳ ଦେଇ ଚଳିବା ପାଇଁ ଚେଷ୍ଟାକଲେ ସୁଫଳ ମିଳିପାରିବ। ସହକର୍ମୀମାନଙ୍କ ସହ ବିଭିନ୍ନ…

ଚନ୍ଦ୍ରଶେଖରପୁରରେ ଆରମ୍ଭ ହେଲା ଷ୍ଟ୍ରିଟ ମଜା

ଭୁବନେଶ୍ୱର : ରାସ୍ତାରେ ରୁଣ୍ଡ ହେଲେ ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ଜନସାଧାରଣ । ଚାଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ । ଲୋକଙ୍କ ମନରେ ନାହିଁ ନଥିବା ଆନନ୍ଦ ଉଲ୍ଲସ ଦେଖାଯାଉଥିଲା । ବିଭିନ୍ନ ସଂଗଠନ ଠାରୁ ଆରମ୍ଭ କରି ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଯୋଗ…

ମଧ୍ୟ-ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ

ଭୋପାଳ : ମଧ୍ୟପ୍ରଦେଶରେ ପ୍ରଥମ ନନ୍-କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିବା କୈଳାସ ଚନ୍ଦ୍ର ଯୋଶୀଙ୍କ ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଯୋଶୀ ପ୍ରାୟ ୩ ବର୍ଷ କାଳ ଅସୁସ୍ଥ ଥିବା ବେଳେ ଆଜି ଭୋପାଳର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ରୟାଲ ଦଳ ଚମ୍ପିଆନ

ଭୁବନେଶ୍ୱର :  ରୋଟାରୀ ରୟାଲ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ୟୁନିଟ୍-୨ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟକୁ କେନ୍ଦ୍ରୀୟ ରାଜସ୍ୱ ପରିଷଦ ଆୟୋଗ ଅନିଲ୍ ସାମଲ ଉଦ୍ଘାଟନ କରିଥିଲେ । ୬ ଓଭର ବିଶିଷ୍ଟ ଟେନିସ୍ ବଲ୍ ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରୋଟାରୀ…