Odia News Portal
Monthly Archives

November 2019

ବିଏସଏନଏଲକୁ ଏୟାରଟେଲର ଧମକ

ନୂଆଦିଲ୍ଲୀ ()  ଆରମ୍ଭ ହୋଇଛି ବିଏସଏନଏଲ ଓ ଏୟାରଟେଲ ମଧ୍ୟରେ ଯୁଦ୍ଧ । ବିଏସଏନଏଲ ଦୂରସଂଚାର ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଛି । ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଭାରତୀ ଏୟାରଟେଲ ବିଏସଏନଏଲର କଲକୁ କାଟିଦେବାର ଧମକ ଦେଉଛି ।ଚିଠିରେ କୁହାଯାଇଛି ଯେ ଏୟାରଟେଲ ଓ ଟାଟା ଟେଲିକମ ସର୍ଭିସେସ…

ଆତଙ୍କବାଦୀ ପ୍ରଜ୍ଞା ଠାକୁର : ରାହୁଲ

ନୂଆଦିଲ୍ଲୀ () ନାଥୁରାମ ଗଡସେକୁ ଦେଶ ଭକ୍ତ କହି ପୁଣି ବିବାଦ ଘେରକୁ ଆସିଛନ୍ତି ଭାଜପା ଏମ୍ପି ପ୍ରଜ୍ଞା ଠାକୁର। ଏଥିପାଇଁ ତାଙ୍କୁ ପଦ ହରାଇବାକୁ ପଡିଛି। ବୁଧବାର ଲୋକସଭାରେ ଏସପିଜି ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ପ୍ରସଙ୍ଗ କ୍ରମେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥିଲେ…

ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକ ମୁକ୍ତ

ଭୁବନେଶ୍ୱର ()  ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକଙ୍କୁ ମୁକ୍ତ କରାଯାଇଛି । ଏହି ଦାୟତ୍ୱ ଏବେ ଏସଏଚଜି ଗ୍ରୁପକୁ ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ବୁଝିବେ । ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ସହ…

ପୁଣି ଘୁଞ୍ଚିବ ଟ୍ରାଫିକ୍ ନିୟମ କଡାକଡି ଡେଡଲାଇନ

ଭୁବନେଶ୍ୱର()  ନୂତନ ମୋଟର ଯାନ ନିୟମକୁ କୋହଳ କରିବାକୁ ରାଜ୍ୟ ସରକାର ଦେଇଥିବା କଣ୍ଟ ପୁରିବାକୁ ଆଉ କେବଳ ୨ଦିନ ବାକି ରହିଲା । ସଠିକ ଗାଡ଼ି କାଗଜପତ୍ର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଅଫିସରେ ଲମ୍ବା ଲାଇନ ଲାଗିଛି । କିନ୍ତୁ ହୋଇପରୁନି କାଗଜପତ୍ର । ତେଣୁ ଆରଟିଓରେ ଅସମ୍ଭାଳ…

ମୋ’ ବସ୍‌ରେ ବିଧାନସଭାରୁ କଳିଙ୍ଗ ଷ୍ଟାଡିୟମ ପହଞ୍ଚିଲେ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର : ହକି ବିଶ୍ୱକପର ବର୍ଷେ ପୂର୍ତ୍ତି ଉତ୍ସବ ପାଇଁ ପୁଣି ଥରେ ଉତ୍ସବ ମୁଖରିତ ହୋଇ ପଡ଼ିଥିଲା କଳିଙ୍ଗ ଷ୍ଟାଡିୟମ । ଏହି ସ୍ମରଣୀୟ ମୂହୁର୍ତ୍ତ ପାଳନ ସମାରୋହରେ ସାମିଲ ହୋଇଥିଲେ ବିଧାୟକ ଓ ମନ୍ତ୍ରୀଗଣ । ଖାସ୍‌ ଏଥିପାଇଁ ଗତକାଲି ଅପରାହ୍ନରେ ବିଧାନସଭା କାର୍ଯ୍ୟ ସରିବା ମାତ୍ରେ…

ଲୁଡୁ ଖେଳରୁ ଯୁବକଙ୍କୁ ଛୁଡା ମାଡ

ଭୁବନେଶ୍ବର : ଲୁଡୁ ଖେଳରୁ ଗଣ୍ଡଗୋଳ। ଲୁଡୁ ଖେଳ ବେଳେ ବଚସା ହେବା ପରେ ଯୁବକଙ୍କୁ ଛୁଡା ମାଡ ହୋଇଛି।ରମ୍ଭା ଥାନା ଅନ୍ତର୍ଗତ ଝାଡ଼କୁଦା ଗ୍ରାମରେ ଜଣେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଗୁରୁତର ହୋଇଛନ୍ତି କେ. ଦୁର୍ଯ୍ୟୋଧନ ରେଡି । ଗୁରୁତର ଅବସ୍ଥାରେ ପ୍ରଥମେ ଗଞ୍ଜାମ ଓ ପରେ ବ୍ରହ୍ମପୁର ବଡ଼…

ବିବାହିତା ମହିଳାମାନେ କାହା ସହିତ ସେୟାର କରନ୍ତୁ ନାହିଁ ନିଜର ଏହି ସବୁ ଜିନିଷ : ବିପଦରେ ପଡ଼ିବ ସ୍ବାମୀଙ୍କ ଜୀବନ

ଅନେକ ବିବାହିତା ମହିଳାଙ୍କର ଅଭ୍ୟାସ ରହିଥାଏ ଯେ ସେମାନେ ନିଜର ସୁହାଗର ଜିନିଷ ସମସ୍ତଙ୍କ ସହ ସେୟାର କରିଥାଆନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ପାଇଁ କେତେ ହାନିକାରକ ହୋଇଥାଏ ଆପଣ କଳ୍ପନା ମଧ୍ୟ କରି ପାରିବେ ନାହିଁ। ଆଜି ଆମେ ଜାଣିବୁ ଯେ କେଉଁ ସୁହାଗ ଜିନିଷ ଅନ୍ୟ ସହିତ ବାଣ୍ଟିବା…

ସ୍ଥାଣୁ ପାଲଟିଲାଣି ଓଡିଶା ରାଜ୍ୟ ସଚିବାଳୟ ସେବା ସଂଘ

ଭୁବନେଶ୍ୱର : ଲୋକସେବାଭବନର କର୍ମଚାରୀମାନଙ୍କ ମଧ୍ୟରେ ଏବେ ଗୋଟିଏ ଆଲୋଚନା ଜୋରଦାର ଚାଲିଛି - କେବେ ହେବ ସଚିବାଳୟ ସେବା ସଂଘର ନିର୍ବାଚନ । ନିର୍ବାଚନ ନେଇ ବରିଷ୍ଠ ସଭ୍ୟମାନେ ନିରବ ଥିବାବେଳେ ନୂଆହୋଇ ଲୋକସେବା ଭବନରେ ଯୋଗ ଦେଇଥିବା ସଭ୍ୟମାନେ ସଂଘର ଅଚଳାବସ୍ଥାକୁ ଦେଖି ଆ୧⁄୨ର୍ଯ୍ୟ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ବ୍ୟୟବୃଦ୍ଧି ଘଟିବ । ଶୁକ୍ରଙ୍କ ପ୍ରଭାବରେ ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। ପାରିବାରିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ…

୨୦୦ କୋଟିର ଦୁର୍ନୀତିର ନିରପେକ୍ଷ ତଦନ୍ତ ଦାବୀରେ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଆଜି ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥ କଂଗ୍ରେସ ଭବନ ଠାରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା, କର୍ମୀ ଏକ ଶୋଭାଯାତ୍ରାରେ ଦିବା ୧୧ ଘଟିକା ସମୟରେ ବାହାରି ମାଷ୍ଟରକ୍ୟାଂଟିନ ଛକ, ରାଜମହଲ…