ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା
ସ୍ୱାଧିକାର ନ୍ୟୁଜ() ଜନ୍ମପରଠାରୁ ନେତ୍ରହୀନ ଥିଲେ ରାଧା। ଯେଉଁ ଦିନ ସେ କୃଷ୍ଣଙ୍କ ନାମ ଶୁଣିଲେ ସେଦିନ ତାଙ୍କ ଆଖି ଖୋଲିବା ସହ ସେ ଦୁନିଆ ଦେଖିଥିଲେ। ରାଧାଙ୍କ ନାମାନୁସାରେ ଏକ ଗାଁ ବି ରହିଛି ଯାହାକୁ ଲୋକେ ବରସାନା ବୋଲି କହନ୍ତି। ସେତେବେଳେ କଂସର ରାଜୁତି ଥିଲା। ତା ସୈନ୍ୟଙ୍କ ଭୟରେ…