Odia News Portal
Monthly Archives

December 2019

ମନ୍ତ୍ରୀ ଗାଇଲେ ଭଜନ : ଫଟୋ ଭାଇରାଲ୍

ଭୁବନେଶ୍ବର : ମନ୍ତ୍ରୀ ଗାଇଲେ ଭଜନ।  ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ହେ ମାଧବ ଭଜନ ଗାଇଛନ୍ତି । ଷ୍ଡୁଡିଓରେ ଏହି ଗୀତ ସେ ରେକର୍ଡ କରିଥିବାର  ଭିଜୁଆଲ୍ ଏବେ ବେସ୍ ଭାଇରାଲ୍ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ସେ ଭଜନ ଗାଇଥିବାରୁ ଭିଜୁଆଲ୍  ଭାଇରାଲ୍ ହୋଇଥିଲା । ତେବେ ହେ ମାଧବ…

ରବିନା ଟଣ୍ଡନ, ଭାରତୀ ସିଂହ, ଫରାହ ଖାନଙ୍କୁ ବଡ ଝଟକା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌, ଫିଲ୍ମ ନିର୍ମାତା ଫରାହ ଖାନ୍‌ ଓ କମେଡ଼ିଆନ୍ ତଥା ହାସ୍ୟ କଳାକାର ଭାରତୀ ସିଂହଙ୍କୁ ଲାଗିଛି ଏକ ବଡ ଝଟକା। କାରଣ ଏମାନଙ୍କ ବିରୋଧରେ ପଞ୍ଜାବର ଅମୃତସର ଥାନାରେ ମାମଲା ରୁଜୁ କରାଯାଇଛି। ଏମାନଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆହତ କରିବାର…

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିର ରାଜେନ୍ଦ୍ର କଲେଜର ପ୍ଲାଟିନମ୍‌ ଜୁବଲି କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏହାସହ ବଲାଙ୍ଗିର ନିକଟ ବରକାନୀ ଗାଁରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିବେ ଉପରାଷ୍ଟ୍ରପତି । ଏହି…

ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ

ଭୁବନେଶ୍ବର : ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲୋକୋ ଦ୍ୱାରା ପ୍ରଯୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନୀ ଉଦ୍‌ଘାଟିତ । ରାଜଧାନୀ ଏକ୍ସପ୍ରେସ୍‌ରେ ଓଡ଼ିଆ ସଂସ୍କୃତି ଓ ଲୋକକଳାର ଝଲକ ଦେଖିବାକୁ ମିଳିଛି । ବୌଦ୍ଧ…

ପ୍ରସ୍ତୁତ କଳିଙ୍ଗ : ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫ୍ସି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ରେ ଓଡ଼ିଶା ଏଫ୍ସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫ୍ସି ଏବଂ ଜାମ୍ସେଦ୍ପୁର ଏଫ୍ସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ…

ନୂଆ ଲୁକରେ ନଜର ଆସିଲେ କରିନା କପୁର ଓ କିଏରା ଆଡ଼ଭାନୀ

ମଲ୍ଟିଷ୍ଟାର ସିନେମା ‘ଗୁଡ଼ ନ୍ୟୁଜ’ ରିଲିଜ ହେବା ପାଇଁ ଆଉ ମାତ୍ର କିଛି ମୁହୂର୍ତ୍ତ ହିଁ ବାକି ଅଛି । ଫିଲ୍ମଟିକୁ ପ୍ରମୋଟ କରିବା ପାଇଁ ଏହାର କଳାକାର ମାନେ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ଏମିତିକି ଫିଲ୍ମର ଅଭିନେତ୍ରୀ କରିନା କପୁର ଓ କିଆରା ଆଡ଼ଭାନୀ ଫିଲ୍ମର ପ୍ରମୋସନ ପାଇଁ ନିଜର…

ଦଳ ନୁହେଁ, ଜାତୀୟ ସ୍ୱାର୍ଥ ମହତ୍ୱପୂର୍ଣ୍ଣ ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ବିଜୁ ଜନତା ଦଳ (ବିଜେଡି)ର ଆସନ୍ତାକାଲି ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତିଷ୍ଠା ଦିବସ କେବଳ ରାଜ୍ୟ ସ୍ତରରେ ନୁହେଁ, ସବୁ ବ୍ଲକରେ ପାଳନ କରାଯିବ । ଏଥିପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…

କାମ କରୁନି ସିସି ଟିଭି କ୍ୟାମେରା

ଭୁବନେଶ୍ୱର : ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ସମେତ ଚୋର ଓ ବଦମାସମାନଙ୍କୁ ଧରିବାପାଇଁ କମିଶନରେଟ ପୁଲିସ୍‍ ଲଗାଇଥିବା ସିସିଟିଭି ମଧ୍ୟରୁ ଅନେକ ଅକାମୀ । କେଉଁ କ୍ୟାମେରାରେ ଭଲଭାବେ ଦୃଶ୍ୟମାନ ହେଉନାହିଁ ତ ଆଉ କେଉଁ କ୍ୟାମେରା ଗାଡିର ନମ୍ବର ପ୍ଲେଟ ପଢିବାକୁ ଅକ୍ଷମ । ଏଭଳି କ୍ୟାମେରାକୁ ନେଇ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି ଭାଗ୍ୟସ୍ଥାନରେ ଷଡଗ୍ରହକୂଟ ଉଦ୍ୟମକୁ ଭଣ୍ଡୁର କରିପାରେ। ଭାଇ, ବନ୍ଧୁ, ପାଖ ପଡୋଶୀଙ୍କ ସହ ଯୁକ୍ତିତର୍କରୁ ଅନର୍ଥ ଘଟିବାର ସମ୍ଭାବନା ରହିଛି। ତଥାପି ସାମ୍ବାଦିକତା, ଏଜେନ୍‌ସିପ୍‌, ପରିବହନ, ବ୍ୟବସାୟ, ବାଣିଜ୍ୟରେ ଆଂଶିକ ସଫଳତା ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ…

ସଚିନଙ୍କ ସୁରକ୍ଷା କମିଲା, ମୁଖ୍ୟମନ୍ତ୍ରୀଙ୍କ ପୁଅ ସୁରକ୍ଷା ବଢିଲା

ମୁମ୍ବାଇ : ପୂର୍ବତନ ରାଜ୍ୟସଭା ସାଂସଦ ତଥା କିକେଟ ଜଗତର ଭଗବାନ କହୁଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସୁରକ୍ଷା ବ୍ୟବସ୍ଥା ହଟାଯାଇଛି । ସଚିନ୍‌ଙ୍କୁ ମିଳିଥିବା X-କାଟାଗୋରୀର ସୁରକ୍ଷା ବ୍ୟବସ୍ଥା ମହାରାଷ୍ଟ୍ର ସରକାର ହଟାଇଛନ୍ତି । ମହାରାଷ୍ଟ୍ରର ବିଶିଷ୍ଟ ଲୋକମାନଙ୍କ ସୁରକ୍ଷା ବ୍ୟବସ୍ଥାର…