ଅଶ୍ଳୀଳ ଚ୍ୟାଟରେ ଫସିଲେ ପାକିସ୍ତାନ ରେଳ ମନ୍ତ୍ରୀ
ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରିମ୍ ଶାହ ଗତ ଗୁରୁବାର ରେଳ ମନ୍ତ୍ରୀ ରଶିଦ ଶେଖଙ୍କ ସହ ଭିଡିଓ କଲର ଏକ ଫୁଟେଜ ସେୟାର କରିଛନ୍ତି। ରେଳ ମନ୍ତ୍ରୀ ଶେଖ ରଶିଦ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଉଥିବାର ସେ ଅଭିଯୋଗ କରିଛନ୍ତି। ଶେଖ ରଶିଦ ସବୁବେଳେ ନିଜର ବିବାଦୀୟ ବୟାନ ଏବଂ ଭାରତକୁ ଯୁଦ୍ଧ ଧମକ…