Odia News Portal
Monthly Archives

December 2019

ସ୍ମାର୍ଟସିଟିର ଲାଇଫ୍ଲାଇନ୍ ଶୃଙ୍ଖଳିତ ହେବା ଆବଶ୍ୟକ

ଭୁବନେଶ୍ୱର : ସ୍ମାର୍ଟସିଟିରେ ସମସ୍ତ ବ୍ୟବସ୍ଥା ସ୍ମାର୍ଟ ହେବା ଦରକାର । ସାରା ଭାରତରେ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠିକାର ଗମନାଗମନ କ୍ଷେତ୍ରରେ ପ୍ରଥମ ଟାଇମ୍ ଲାଇନ୍ ହେଉଛି ଅଟୋ । ବାହାରୁ ଆସୁଥିବା ଲୋକମାନେ ସାଧାରଣତଃ ଅଟୋ ଉପରେ ନିର୍ଭର କରନ୍ତି । ତେଣୁ ଅଟୋଚାଳକମାନେ…

ଅରୁଣଙ୍କୁ ତେରାଚ୍ଛା ବାଣ ମାରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର() ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବନ୍ଧୁତା । ୨୦୧୯ ନିର୍ବାଚନ ପରେ ବିଜେଡ଼ି ଓ ବିଜେପି ସର୍ମ୍ପକରେ ଯେଉଁ ପରିବର୍ତ୍ତନ ଆସିଛି, ସେଥିରେ କାଳେ ଅଧିକ ଲାଭ ଏହି ଦୁଇନେତାଙ୍କୁ ହୋଇଛି । ଛାତ୍ର ଜୀବନରୁ ଏହି ବନ୍ଧୁ ଏବେ ଦେଶ ଓ…

କ୍ଷମା ମାଗିଲେ ନିର୍ଦ୍ଦେଶିକା

ମୁମ୍ବାଇ () ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଥିବା ବଲିଉଡ୍ ନିର୍ଦ୍ଦେଶିକା ତଥା ପ୍ରଯୋଜିକା ଫରହା ଖାଁ ଶୁକ୍ରବାର କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସବୁ ଧର୍ମକୁ ସମ୍ମାନ କରନ୍ତି ବୋଲି କହିବା ସହ ଏକ ଟେଲିଭିଜନ କାର୍ୟ୍ୟକ୍ରମ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି।…

ବିଜେଡ଼ିର ସଫଳତାକୁ କଂଗ୍ରେସ ହଜମ କରିପାରୁନି: ସସ୍ମିତ ପାତ୍ର

ଭୁବନେଶ୍ୱର() କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ଅସଫଳ ପ୍ରୟାସ କରୁଛି । ବିଜେଡ଼ି ସରକାରକୁ ପ୍ରଶ୍ନ କରିବା ପୂର୍ବରୁ କଂଗ୍ରେସ ପ୍ରଥମେ ନିଜ ଦଳ ଗାନ୍ଧୀ ନୀତିରେ ବିଶ୍ୱାସ…

ମାର୍ଚ୍ଚରୁ +୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର() ମାର୍ଚ୍ଚ ୩ରୁ ଆରମ୍ଭ ହେବ ଚଳିତ ବର୍ଷର +୨ ପରୀକ୍ଷା । +୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ । +୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଚାଲିବ । ସେହିପରି +୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ୨୭…

ନୂଆବର୍ଷରେ ଟାଟା ସ୍କାଇର ନୂଆ ଅଫର

ଭୁବନେଶ୍ୱର() ଟାଟା ସ୍କାଇ ଗ୍ରାହକଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ଟାଟ ସ୍କାଇ ଗ୍ରାହକଙ୍କ ପାଇଁ ଆଣିଛି ଖାସ ଅଫର । ଏବେ ଚ୍ୟାନେଲ ପାଇଁ ପୂର୍ବ ଅପେକ୍ଷା କମ ଟଙ୍କା ଦେବାକୁ ପଡିବ ।ଏଣିକି ୨୬ ଚ୍ୟାନେଲ ପାଇଁ କମ ଟଙ୍କା ଗଣିବାକୁ ପଡିବ । ଏହି ଅଫର ଜରିଆରେ ଗ୍ରାହକଙ୍କୁ ଜି ର ସମସ୍ତ…

ପ୍ରଦୀପଙ୍କ ବୟାନକୁ ନିନ୍ଦା କଲେ ତାରା

ଭୁବନେଶ୍ୱର () ପ୍ରଦୀପ ମାଝୀଙ୍କ ବୟାନକୁ ନିନ୍ଦା କରିଛନ୍ତି ତାରା ।ସେ ପ୍ରତିକ୍ରିୟା ରଖିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ । କଂଗ୍ରେସ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ । ଏଭଳି ବୟାନ…

ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା

ମୁମ୍ବାଇ () ୩୭ ବର୍ଷୀୟ ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା । ଅଭିନେତାଙ୍କ ଶବ ଗତକାଲି ରାତିରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟାର ଖବର ଅଭିନେତା କରଣବୀର୍ ବୋହରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଦେଇଥିଲେ । କୁଶଲ୍ ଏବଂ…

ଭି .ଜୟକୁମାର ଶର୍ମା ଆୟୁଷ ନିର୍ଦେଶକ

ଭୁବନେଶ୍ୱର()  ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି  ସରାକର । ସମ୍ବଲପୁର ଡିଭିଜନର ନୂଆ ଆରଡିସି ହେଲେ ନିରଂଜନ ସାହୁ । ପ୍ରଶାନ୍ତ ସେନାପତିଙ୍କୁ ଓବିସି,ଏସି,ଏସଟି ନିର୍ଦେଶକ ଦାୟିତ୍ୱ ଦେଇଥିବା ବେଳେ ଭି .ଜୟକୁମାର ଶର୍ମାଙ୍କୁ ଆୟୁଷ ନିର୍ଦେଶକ ଦାୟିତ୍ୱ,ଏନ.ଥିରୁମାଲା ନାୟକଙ୍କୁ ଲେବର…

ସରକାର ଜବାବ ନଦେଲେ ମୁଁ ଜବାବ ଦେବି: ପ୍ରଦୀପ ମାଝୀ

ଭୁବନେଶ୍ୱର () କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଛି । ନବରଙ୍ଗପୁର ଥାନା ପୋଲିସ ନିଜ ତରଫରୁ ଏତଲା ଦାୟର କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ପୋଲିସ ଏତଲା ଦାୟର କରିଛନ୍ତି ।…