Odia News Portal
Monthly Archives

December 2019

ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କଲେ ରାଜ୍ୟପାଳ

ବଲାଙ୍ଗୀର :  ଆଜି ବଲାଙ୍ଗୀରରେ ବିପିସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଲୋକାର୍ପଣ ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା କାର୍ୟ୍ୟକ୍ରମ ରହିଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରତିଙ୍କ…

ଲଞ୍ଚ ହେଲା Redmi ୫-ଜି ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ 

ଆଜିକାଲି ଯଦି ଆପଣ ଗୋଟେ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଭାବୁଛନ୍ତି ତାହେଲେ ଟିକିଏ ଅପେକ୍ଷା କରିବା ଆପଣଙ୍କ ପାଇଁ ବହୁତ ଭଲ ହେବ।କାରଣ ନିକଟରେ ଚାଇନା ସ୍ମାର୍ଟଫୋନ କମ୍ପାନୀ redmi ଚୀନରେ ନିଜର ପ୍ରଥମ 5G ସ୍ମାର୍ଟଫୋନ ଲାଞ୍ଚ କରିସାରିଛି। ଆଜ୍ଞା ହଁ ଆମେ କହୁଛୁ Redmi K30 ସ୍ମାର୍ଟଫୋନ…

ଏଥର ନୂଆବର୍ଷକୁ ଭିଜାଇବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର : ନୂଆବର୍ଷକୁ ଭିଜାଇବ ବର୍ଷା । ସକାଳେ ପାଗ କୋହଲା ରହିବ। ଅପରାହ୍ନ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ଠାଏ ଠାଏ କୁଆପଥର ପଡ଼ିବାର ବି ଆଶଙ୍କା ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ଅଧିକ ରହିବ ଏବଂ ରାଜ୍ୟର…

ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ

ବଲାଙ୍ଗୀର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଗଲାଙ୍ଗୀର ଗସ୍ତ ବାତିଲ ହୋଇଛି । ତେବେ ପାଗ ଖରାପ ସାଙ୍ଗକୁ କୁହୁଡି ଯୋଗୁଁ ଉପରାଷ୍ଟ୍ରପତିଙ୍କ ଗସ୍ତକୁ ବାତିଲ କରିଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ କରାଯିବା ନେଇ ସୂଚନା ମିଳିଛି ।…

ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର

ବାଲିଗୁଡା: ଭିଜିଲାନ୍ସ ଜାଲରେ ବାଲିଗୁଡା ଫରେଷ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଚଢାଉ ବେଳେ ଫରେଷ୍ଟର କୈଳାଶ ସାହୁଙ୍କୁ ପଚରାଉଚରା…

କାଜାଗସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା

କାଜାଗସ୍ତାନରେ ୯୫ ଜଣ ଯାତ୍ରୀ ଏବଂ ୫ ଜଣ ବିମାନ କର୍ମଚାରୀ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜାଗସ୍ତାନର ଅଲଟାମାଟିରେ ଘଟିଛି ଏହି ଦୁଃଖଦ ଘଟଣା। ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି କ୍ରାସ ହୋଇଛି। ସୂଚନା ଅନୁଯାୟୀ ଅଲଟାମାଟି ଏୟାରପୋର୍ଟରେ ଟେକ ଅଫ୍‌ କରିବା ସମୟରେ ଏକ…

ରେକର୍ଡ ଭାଙ୍ଗିଲା ରାଜଧାନୀ ଦିଲ୍ଲୀର ଥଣ୍ଡା

ନୂଆଦିଲ୍ଲୀ : ଶୀତ ଲହରୀରେ ଥରୁଛି ସମଗ୍ର ଉତ୍ତର ଭାରତ । ଅନେକ ଅଞ୍ଚଳରେ ଶୀତ ପୂର୍ବ ରେକର୍ଡ ଭାଙ୍ଗିଛି । ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ମାସରେ ଥଣ୍ଡା ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଡିସେମ୍ବର ମାସ ସବୁଠୁ ଅଧିକ ଥଣ୍ଡାର ମାସ ହୋଇଛି । ଶେଷ ଥର…

ଆଜି ଅବସର ନେବ କାରଗିଲ ହିରୋ

ରାଜସ୍ଥାନ : ଆଜି ଅବସର ନେବ କାରଗିଲ ହିରୋ ଯୁଦ୍ଧ ବିମାନ ମିଗ୍‌-୨୭ । ୭ଟି ମିଗ୍‌-୨୭ ବିମାନ ଆଜି ରାଜସ୍ଥାନ ଜୋଧପୁର ଏୟାରବେସ୍‌ରେ ଶେଷ ଉଡାଣ ଭରିବ । ମିଗ୍‌-୨୭ ୪୦ ବର୍ଷ ଧରି ବାୟୁସେନାରେ ଥିଲା ସାମିଲ । ୧୯୯୯ ମସିହା କାରଗିଲ୍‌ ଯୁଦ୍ଧରେ ଗୁରୁତ୍ୱ ଭୁମିକା ଗ୍ରହଣ କରିଥିଲା । କାରଗିଲ…

ରାଜଧାନୀ ଆଖପାଖରେ ଏପଟ ସେପଟ ହେଉଛନ୍ତି ପୁଲିସ୍‍ ବାବୁ

ଭୁବନେଶ୍ୱର : ରାଜଧାନୀର ଗଳିକନ୍ଦିରେ ଦିନବେଳା ଚୋରି ସହିତ ନିଶା କାରବାର ବଢି ଚାଲିଥିବାବେଳେ ଏଠାରେ କିନ୍ତୁ କିଛି ପୁଲିସ୍‍ ବାବୁ ଗାଦିମାଡି ବସିଛନ୍ତି । ଅତି ବେଶୀ ହେଲେ କଟକ କିମ୍ବା ଖୋରଧା ବଦଳି ନାଁରେ ଏପଟ ସେପଟ ହେଉଛନ୍ତି । ବଦଳି ସମୟରେ ବଡ ବଡ ଖବର ନିଜଆଡୁ ପ୍ରକାଶ କରାଉଥିବାବେଳେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ କର୍ମସ୍ଥାନରେ ଶୁକ୍ର ରହିଥିବାରୁ ସାମଗ୍ରୀକ ସୁଖ, ସୁବିଧା ସଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ ଓ ଆଗାମୀ ସମୟ ପାଇଁ କେତେକ ମୂଲ୍ୟବାନ ଉପଦେଶ ପାଇବେ। ପରିବାରରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା…