ଆଧ୍ୟାତ୍ମିକତା ବିକାଶରେ ଓଡ଼ିଶୀ ସଂକୀର୍ତ୍ତନର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର : ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବ ଆଞ୍ଚଳିକ ସଂକୀର୍ତ୍ତନ ମହାମଣ୍ଡଳୀର ବିଂଶତମ ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ମହୋତ୍ସବ ପବିତ୍ର ତ୍ରିବେଣୀ ଅମାବାସ୍ୟା ତିଥିରେ ଆଜି ପୂର୍ବାହ୍ନରେ କଟକ-ଭୁବନେଶ୍ୱର ମହାନଗରନିଗମ ସୀମାରେ ଥିବା ଲକ୍ଷେଶ୍ୱର ମହାଦେବଙ୍କ ପୀଠସ୍ଥଳୀରେ ମହନ୍ତ ନଳିନୀ…